Latest Odisha News

BREAKING NEWS

ମୟୂରଭଞ୍ଜ ଓ ସମ୍ୱଲପୁରରେ ବଢୁଛି କରୋନା ଡେଥ୍ କେସ୍, ଆଜି ରାଜ୍ୟରୁ ୧୩ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ୍ କେସ୍ କମୁଛି । କିନ୍ତୁ କମୁନି ଡେଥ୍ କେସ୍ । ଗତ ୨୪ ଘଣ୍ଚାରେ ଆଉ ୧୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୭ଟି ଜିଲ୍ଲାର ସଂକ୍ରମିତ । ମୟୂରଭଞ୍ଜ ଓ ସମ୍ୱଲପୁର ଜିଲ୍ଲାରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । Regret to…

ହାରୁଛି କରୋନା, ଜିତୁଛି ଓଡ଼ିଶା: ହଜାରେ ତଳକୁ ଖସିଲା ଦୈନିକ ପଜିଟିଭ୍ କେସ୍

ଭୁବନେଶ୍ୱର: ମହାମାରୀ ସହ ଲଢ଼େଇ ଭିତରେ ଆଶ୍ୱସ୍ତିକର ଖବର ସାମନାକୁ ଆସିଛି । ରାଜ୍ୟବାସୀଙ୍କ ପାଇଁ ଭଲ ଖବର । ରାଜ୍ୟରେ ହଜାରେ ତଳକୁ ଖସିଛି ଦୈନିକ ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୮୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାନରୁ ୫୭୨ ଜଣ ଥିବା ବେଳେ…

ଗୋଟିଏ କବିତାରୁ ଆଶୁତୋଷଙ୍କ ପ୍ରେମରେ ପଡିଯାଇଥିଲେ ରେଣୁକା

ନୂଆଦିଲ୍ଲୀ: ଅଶୁତୋଷ ରାଣା ଏବଂ ରେଣୁକା ଶାହାନେଙ୍କ ଯୋଡି ବଲିଉଡ୍‌ ଚଳଚ୍ଚିତ୍ର ଜଗତର ଏକ ଲୋକପ୍ରିୟ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଅଭିନେତା ଆଶୁତୋଷ ରାଣା ଅନେକ ଥର କହିଛନ୍ତି ଯେ ତାଙ୍କ ପତ୍ନୀଙ୍କ ହେତୁ ସେ ଚଳଚ୍ଚିତ୍ର ଜଗତରେ ଏତେ ସଫଳ…

ତିର୍ତ୍ତୋଲରେ ତୃତୀୟ ରାଉଣ୍ଡ ଭୋଟ ଗଣତି ଶେଷ, ଆଗରେ ବିଜେଡି

ତିର୍ତ୍ତୋଲ: ତିର୍ତ୍ତୋଲରେ ଶେଷ ହୋଇଛି ତୃତୀୟ ରାଉଣ୍ଡ ଭୋଟ ଗଣତି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪,୪୪୫ ଭୋଟରେ ଆଗୁଆ ରହିଛି । ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୧୪୦୪ ଭୋଟ ମିଳିଥିବାବେଳେ ବିଜେପିକୁ ୬, ୯୫୯ ଏବଂ କଂଗ୍ରେସକୁ ୧, ୬୭୭ ଭୋଟ ମିଳିଛି ।…

ମାତୃଭୂମୀ ପାଇଁ ପ୍ରାଣ ବଳି ଦେଇଥିବା ପୁରାତନ ଛାତ୍ର କ୍ୟାପଟେନ ଅଶୁତୋଷ କୁମାରଙ୍କୁ ସୈନିକ ସ୍କୁଲ ପକ୍ଷରୁ…

ଭୁବନେଶ୍ୱର: ରବିବାର ଦିନ କାଶ୍ମୀରର LOC ର କୁପୱାରା ସେକ୍ଟରରେ ଦେଶ ମାତୃକା ପାଇଁ ପ୍ରାଣବଳି ଦେଇଥିବା ସହିଦ କ୍ୟାପଟେନ ଅଶୁତୋଷ କୁମାରଙ୍କୁ ତାଙ୍କ ବିଦ୍ୟାଳୟ ଭୁବନେଶ୍ୱର ସୈନିକ ସ୍କୁଲ ପକ୍ଷରୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ୨୪ ବାର୍ଷିୟ ଏହି ବୀର ସହିଦ ୧୮ ମାଡ୍ରାସ୍…

ଓଟିଭି ଷ୍ଟୁଡିଓ ସାଇଟ୍ ଇନ୍‌ଚାର୍ଜଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ସାରୁଅ ଜମି ବିବାଦ ମାମଲାରେ ପୁଣି ଆଉ ଜଣେ ଓଟିଭିର କର୍ମଚାରୀଙ୍କୁ ରାତିଅଧିଆ ଉଠାଇନେଲା ପୋଲିସ । ଗତ ବିଳମ୍ବିତ ରାତିରେ ପୋଲିସ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସେଠାକାର ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଉଠାଇ ନେଇଛି । ସୂଚନା ଅନୁଯାୟୀ,…

ବିହାର ଭୋଟ କାଉଣ୍ଟିଂ:ଏନଡିଏ-ମହାମେଣ୍ଟ ଭିତରେ କାଣ୍ଟେ କା ଟକ୍କର

ପାଟନା: ବିହାର ବିଧାନସଭା ନିର୍ବାଚନରେ କାଣ୍ଟେ କା ଟକ୍କର ହେଉଛି । ଭୋଟ ଗଣତି ବେଳେ ସାମନାକୁ ଆସୁଛି ରୋଚକ ସୂଚନା । କେତେବେଳେ ମହାମେଣ୍ଟ ମ୍ୟାଜିକ ନମ୍ୱର ଅଭିମୁଖେ ଅଗ୍ରସର ହେଉଛି ତ କେତେବେଳେ ଏନଡିଏ ଉପରକୁ ଉଛୁଛି । ବର୍ତ୍ତମାନ ସୁଦ୍ଧା ଗଣତିରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା…

ମାର୍କ ଏସ୍ପର୍‌ଙ୍କୁ ପ୍ରତିରକ୍ଷା ସଚିବ ପଦରୁ ହଟାଇଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଅନେକ ଦିନର ମତଭେଦ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ପ୍ରତିରକ୍ଷା ସଚିବ ମାର୍କ ଆସପରଙ୍କୁ ବରଖାସ୍ତ କରିଛନ୍ତି। ସେ ତାଙ୍କ ସ୍ଥାନରେ ଖ୍ରୀଷ୍ଟୋଫର ମିଲରଙ୍କୁ ଏହି ପଦର ଦାୟିତ୍ୱ ଭାର ଦେଇଛନ୍ତି। ଏକ ଅଫିସିଆଲ୍ ଟ୍ୱିଟ୍ ମାଧ୍ୟମରେ ଟ୍ରମ୍ପ ଏହା ଘୋଷଣା…

ରାଜଧାନୀ ରେଲୱେ ଷ୍ଟେସନରୁ ଗଞ୍ଜେଇ ଜବତ; ୨ ମହିଳା ଗିରଫ

ଭୁବନେଶ୍ବର: ସୋମବାର ସନ୍ଧ୍ୟାରେ ରାଜଧାନୀ ରେଲୱେ ଷ୍ଟେସନରୁ ଆନୁମାନିକ ୨୬ କେଜି ଗଞ୍ଜେଇ ଜବତ କରିଛି ଆରପିଏଫ୍ । ଚଢ଼ାଉ ସମୟରେ ଏଥିରେ ସମ୍ପୃକ୍ତ ଦୁଇ ମହିଳା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହି ଗଞ୍ଜେଇ ନୀଳାଚଳ ଏକ୍ସପ୍ରେସରେ ଚୋରାରେ ଗଞ୍ଜେଇ ଚାଲାଣ ହେବାକୁଥିବା…

ଦ୍ୱିତୀୟ ରାଉଣ୍ଡ ଗଣତି: ତିର୍ତ୍ତୋଲରେ ୩୩୧୦ ଭୋଟରେ ଆଗୁଆ ବିଜେଡି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟ ଗଣତିରେ ଆଗରେ ରହିଛି ବିଜେଡି । ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୩୧୦ ଖଣ୍ଡ ଭୋଟରେ ପ୍ରତିଦ୍ୱନ୍ଦୀଙ୍କଠାରୁ ଆଗରେ ରହିଛନ୍ତି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୭ ହଜାର ୮୬୭ଟି ଭୋଟ୍…