Latest Odisha News

BREAKING NEWS

ସମୁଦ୍ରରେ ବୁଡ଼ିଯାଉଥିବା ସାଙ୍ଗକୁ ନୂଆ ଜୀବନ ଦେଲେ ୧୪ ବର୍ଷର ବାଳକ !

କେନ୍ଦ୍ରାପଡ଼ା: ସମୁଦ୍ରରେ ବୁଡ଼ିଯାଉଥିଲେ ସାଙ୍ଗ, ନିଜ ଜୀବନକୁ ବାଜି ଲଗାଇ ପହଁରି ପହଁରି ନିଜ ବନ୍ଧୁଙ୍କୁ ଉଦ୍ଧାର କରିଛନ୍ତି ଜଣେ ୧୪ ବର୍ଷର ନାବାଳକ । ଜଣେ ନାବାଳକଙ୍କ ଦ୍ୱାରା ଅନ୍ୟ ଜଣଙ୍କ ଜୀବନ ରକ୍ଷା କରିବା ଘଟଣା ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ଚର୍ଚ୍ଚାର ମୁଖ୍ୟ…

ମୋଦୀଙ୍କ ଆତିଥେୟତାରେ ମୁଁ ଅଭିଭୂତ, ଏହା ଦୁଇ ଦେଶର ସମ୍ପର୍କ ବୃଦ୍ଧିରେ ସହାୟକ ହେବ: ଜିନପିଙ୍ଗ

ଚେନ୍ନାଇ: ଭାରତକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଅନୌପଚାରିକ ଶିଖର ବୈଠକ ଏକପ୍ରକାର ସଫଳ ହୋଇଛି । ବିଶ୍ୱର ଏହି ଦୁଇ ବିଶିଷ୍ଟ ନେତାଙ୍କ ମଧ୍ୟରେ ସାକ୍ଷାତ ସଫଳ ହେବା ସହିତ ଭାରତର କୂଟନୈତିକ ବିଜୟ ଘଟିଛି ବୋଲି…

ମର୍ଣ୍ଣିଂୱାକରେ ଚାଲିବା ବେଳେ ବେଳାଭୂମି ସଫାକଲେ ମୋଦୀ !

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତାମିଲନାଡୁର ମମଲ୍ଲାପୁରମରେ ତାଜ ଫିସରମ୍ୟାନ କାଭ୍ ରିସର୍ଟ ଆଣ୍ଡ ସ୍ପା ବାହାରେ ଥିବା ସମୁଦ୍ର  ବେଳାଭୂମିରୁ ଅଳିଆ ଉଠାଇଛନ୍ତି। ମାମଲାପୁରମର ସମୁଦ୍ର ବେଳାଭୂମିରେ ପ୍ରାତଃଭ୍ରମଣ କରିବା ସମୟରେ ପ୍ରଧାନମନ୍ତ୍ରୀ ଆଜି ୩୦ ମିନିଟରୁ…

ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁଁରେ ନକଲି ଫେସବୁକ୍ ଆକାଉଣ୍ଟ, ଲାଞ୍ଚ ମାଗୁଛି ଦୁର୍ବୃତ୍ତ

ସୁନ୍ଦରଗଡ: କେହି ଦୁର୍ବୃତ୍ତ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ନାମରେ ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଛି । ଏପରକି ସରକାରୀ କାମ ହାସଲ କରିବା ଲାଗି ଲୋକଙ୍କ ଠାରୁ ଲାଞ୍ଚ ମଧ୍ୟ ମଗାଯାଉଛି । ଆହୁରି ମଧ୍ୟ ଏଭଳି କଥାରେ ନପଡିବା…

ଚେନ୍ନାଇରେ ମୋଦୀ-ଜିନପିଙ୍ଗ ବୈଠକ: ଆତଙ୍କବାଦ ବିରୋଧରେ ଏକାଠି ଲଢିବାକୁ ସହମତି

ଚେନ୍ନାଇ: ଆତଙ୍କବାଦ ବିରୋଧରେ ଭାରତ ଓ ଚୀନ ମିଳିତ ଭାବେ ଲଢେଇ କରିବାକୁ ଦୁଇ ରାଷ୍ଟ୍ରମୁଖ୍ୟ ନରେନ୍ଦ୍ର ମୋଦୀ ଓ ଜି ଜିନପିଙ୍ଗ ଶନିବାର ଦିନ ଚେନ୍ନାଇଠାରେ ଏକ ଅନୌପଚାରିକ ବୈଠକରେ ସହମତି ପ୍ରକାଶ କରିଛନ୍ତି । Kovalam (Tamil Nadu): Delegation level talks begin between…

ଲୋକସେବା ଭବନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଲୋକସେବା ଭବନ(ରାଜ୍ୟ ସଚିବାଳୟ)ରେ ଶନିବାର ଦିନ କୌଣସି କାରଣବଶତଃ ୯ଟା ବେଳେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପାଖାପାଖି ୪୫ ମି.ର ଅଦମ୍ୟ ପ୍ରୟାସ ପରେ ନିଆଁକୁ ଆୟତ୍ତ…

ଛତିଶଗଡରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ବିଜାପୁର: ଛତିଶଗଡ଼ ଜିଲ୍ଲାର ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛନ୍ତି। ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ଉସୋର ଥାନା ଅନ୍ତର୍ଗତ ଟେକମେଟାଲ ଜଙ୍ଗଲରେ ଜାରି ରହିଥିବା ସର୍ଚ୍ଚ ଅପରେସନ ବେଳେ…

ସାବେରୀ ନଦୀରେ ଡଙ୍ଗା ବୁଡ଼ିଯାଇ ୩ ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ ଅନ୍ତର୍ଗତ ନିଲିଗୁଡା ଘାଟ ନିକଟ ସାବେରୀ ନଦୀରେ ଶୁକ୍ରବାର ଦିନ ଡଙ୍ଗା ବୁଡିଯିବା ଘଟଣାରେ ୩ ଜଣ ନିଖୋଜ ହୋଇଯାଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଗତକାଲି କିଛି ବ୍ୟକ୍ତି ଏକ ଦେଶୀ ଡଙ୍ଗା ସାହାର୍ଯ୍ୟରେ ନଦୀ ପାର ହୋଇ ଆସୁଥିବା ବେଳେ…

ହାଇୱା ଧକ୍କାରେ ଜଣେ ମୃତ, ୨ ଗୁରୁତର

ପାରାଦୀପ: ପାରାଦୀପ ସ୍ଥିତ ଫୁଲବେଲାରୀ ନିକଟରେ ଶନିବାର ଦିନ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଛାତ୍ରଙ୍କ ପରିଚୟ ଏଯାବତ୍ ମିଳିପାରିନାହିଁ । ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଛାତ୍ରମାନେ ଆଜି…

ଭୁବନେଶ୍ୱରରେ ଆଜିଠୁ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଭୁବନେଶ୍ୱରରେ ଶନିବାର ଠାରୁ ୯ ଦିନିଆ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ମଣ୍ଡଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଉକ୍ତ ବୈଠକରେ ଯୋଗଦେବା ନେଇ ସୂଚନା ମିଳିଛି । ପ୍ରଥମଥର ଲାଗି ଏହି ବୈଠକ…