Latest Odisha News

BREAKING NEWS

ଆଜି ଗାଁରେ ପହଞ୍ଚିବ ଓଡିଆ ସହିଦ ଯବାନଙ୍କ ମରଶରୀର

ଭୁବନେଶ୍ୱର : ଜମ୍ମୁ-କାଶ୍ମୀରରେ ସୋମବାର ଦିନ ହୋଇଥିବା ଆଇଇଡି ବିସ୍ଫୋରଣରେ ସହିଦ ହୋଇଥିବା ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥୀବ ଶରୀର ଆଜି ଓଡିଶାରେ ପହଞ୍ଚିବ । ପ୍ରାପ୍ତ ସୂଚନାନୁଯାୟୀ ଏହି ଓଡିଆ ଯବାନଙ୍କ ପାର୍ଥୀବ ଶରୀର ମଙ୍ଗଳବାର ପ୍ରାୟ ସନ୍ଧ୍ୟା ୬ଟା ବେଳେ ଭୁବନେଶ୍ୱର ସ୍ଥିତ ବିଜୁ…

ଉଜୁଡ଼ା ଖେଳର ସଂସାର

 ପଲିଟିକ୍ସ ଫଲିଟିକ୍ସ  ଉଜୁଡ଼ା ଖେଳର ସଂସାର ଜ୍ୟୋତି ପ୍ରକାଶ ମହାପାତ୍ର ଖେଳିବାଟା ଗୋଟେ ନିଶା । ସ୍କୁଲରୁ ଆସି ବ୍ୟାଗ୍ ଫିଙ୍ଗି ଦେଇ ପାଖ ପଡ଼ିଆକୁ ଦଉଡ଼ି ଯିବା ଥିଲା ନିୟମିତ ଅଭ୍ୟାସ । ଆଗ କ୍ରିକେଟ୍ । ପୁଣି କ୍ରିକେଟ୍ ସରିଲେ ଷ୍ଟମ୍ପ ଉପାଡ଼ି ସେଥିରେ ହକି ଖେଳ । ବର୍ଷାଦିନିଆ…

ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଉଭୟ ଅନଲାଇନ ଓ ଅଫଲାଇନର ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶିତ ହେବ । ରାଜ୍ୟ ସଚିବାଳୟରେ ଆଜି ଦିନ ୧୨ଟା ବେଳେ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ପରୀକ୍ଷା ଫଳ ଘୋଷଣା କରାଯିବା ନେଇ ସୂଚନା ମିଳିଛି । ପରୀକ୍ଷାର୍ଥୀମାନେ…

ବଢିଲା ଖରାଛୁଟି, ଜୁନ ୨୬ରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ୱର: କ୍ରମାଗତ ଭାବେ ଗ୍ରୀଷ୍ମ ଉତ୍ତାପକୁ ଲକ୍ଷ୍ୟ କରି ଓଡ଼ିଶା ରାଜ୍ୟ ସରକାର ଗ୍ରୀଷ୍ମ ଅବକାଶ ବା ଖରାଛୁଟିର ଅବଧିକୁ ବୃଦ୍ଧି କରିଛନ୍ତି । ଆସନ୍ତା ଜୁନ ୨୫ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଛୁଟି ରହିବା ନେଇ ମଙ୍ଗଳବାର ଦିନ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।…

ନାରୀ ଶକ୍ତିର ପ୍ରତୀକ: ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା

ଭୁବନେଶ୍ୱର/ବାରିପଦା: ଏବେ ବିଶ୍ୱର ବିଭିନ୍ନ ଦେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି, କିନ୍ତୁ ବାରିପଦାର ରଥଯାତ୍ରାରେ ଥାଏ ସ୍ୱତନ୍ତ୍ରତା । ଏପରି କି ପୁରୀ ରଥଯାତ୍ରାଠାରୁ ମଧ୍ୟ ଏଠାରେ ଭିନ୍ନତା ପରିଲକ୍ଷିତ ହୋଇଥାଏ । ଅନ୍ୟସ୍ଥାନରେ ରଥଟଣା ଗୋଟିଏ ଦିନରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶିଫଳ ତା ୧୯-୦୬-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୧୯ ରିଖ ବୁଧବାର ମିଥୁନ ୦୫ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ଦ୍ବିତୀୟା ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ…

ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବ ଭୁବନେଶ୍ୱର ଏମ୍ସ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ ଯୋଜନା ଅନ୍ତର୍ଗତ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବା ରୋଗୀଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବା ପାଇଁ ଭୁବନେଶ୍ୱର ସ୍ଥିତ ଏମ୍ସ ସହ ଓଡିଶା ସରକାର ମଙ୍ଗଳବାର ଏମଓୟୁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସେକ୍ରେଟାରୀ ପ୍ରମୋଦ…

ବାଲେଶ୍ୱରରୁ ଜବତ ହେଲା ୧ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର, ୪ ଅଟକ

ବାଲେଶ୍ୱର : ବାଲେଶ୍ୱରରେ ସହଦେବଖୁଣ୍ଟା ପୋଲିସ ଓ ଅବକାରୀ ବିଭାଗ ମିଳିତ ଉଦ୍ୟମରେ ଚଢାଉ କରି ମଙ୍ଗଳବାର ଦିନ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଶେଖ୍ ମକସୁଦ୍ (୩୫),…

ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଉଭୟ ଅନଲାଇନ ଓ ଅଫଲାଇନର ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇବ । ରାଜ୍ୟ ସଚିବାଳୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ପରୀକ୍ଷା ଫଳ ଘୋଷଣା କରାଯିବ । ଚଳିତ ବର୍ଷ ପାଖାପାଖି ୨୫,୭୩୧ ଜଣ ଛାତ୍ରଛାତ୍ରୀ…

ଦୃଷ୍ଟି

ଦୃଷ୍ଟି ପ୍ରଜ୍ଞା ପାରମିତା ରଥ ଗାଡ଼ି ଆଗକୁ ଚାଲିଲା ବେଳେ ବାହାରର ଗଛ ଲତା ରାସ୍ତା ସବୁ ପଛକୁ ଦୌଡ଼ିଲା ପରି ଲାଗେ, ଭିଡ଼ିକି ଧରି ରଖି ହୁଏନି, ଧରି ରଖି ହୁଏନି ବି ମନକୁ ଗାଡ଼ି ସହ ତାଳ ଦେଇ ଅତୀତର ଅରମା ଇଲାକା ଆଡେ଼ ଦୌଡ଼ିଲା ବେଳେ । ୱିଣ୍ଡୋ କାଚକୁ ଲାଗି ମୁଁ ବସିଥିଲି ପବନରେ…