Latest Odisha News

BREAKING NEWS

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ପାରିତ

ଭୁବନେଶ୍ୱର: ୪ ଦିନ ଧରି ତର୍କ ବିତର୍କ ଓ ଆଲୋଚନା ପରେ ଆଜି ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌-୨୦୨୦ । ଗୃହରେ ବାଚନିକ ଭୋଟ ମାଧ୍ୟମରେ ବିଲ୍‌ଟିକୁ ପାରିତ କରାଯାଇଛି । ବିଲ୍ ଆଲୋଚନା ବେଳେ ବିଜେପି ସଦସ୍ୟମାନେ ଗୃହରେ ଧାରଣାରେ ବସିଥିଲେ ଏବଂ ନାରାବାଜି…

ଆସନ୍ତା ୩୦ ତାରିଖରେ କାଜଲ ଅଗ୍ରଓ୍ୱାଲଙ୍କ ବାହାଘର

ମୁମ୍ୱାଇ: ସିଂଘମ୍ ହିରୋଇନ୍ କାଜଲ ଅଗ୍ରଓ୍ୱାଲ ଫ୍ୟାନଙ୍କ ପାଇଁ ଖୁସି ଖବର । ଆସନ୍ତା ୩୦ ତାରିଖରେ ତାଙ୍କର ବାହାଘର । ଫ୍ୟାମିଲି ଲାଇଫରେ ଏଣ୍ଟ୍ରି ମାରିବେ କାଜଲ । ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ବିଜନେସ୍ ମ୍ୟାନ୍ ଗୌତମ କିଟଚଲୁଙ୍କୁ ବିବାହ କରିବେ କାଜଲ । ମୁମ୍ବାଇରେ…

ପାୟଲ ଘୋଷଙ୍କ ଉପରେ ୧.୧ କୋଟି ଟଙ୍କାର ମାନହାନି ମାମଲା ଦାୟର କଲେ ରିଚା

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ୧.୧ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି ରିଚା ଚଢ଼ା । ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ନାମରେ ପାୟଲ ଘୋଷ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । କୋର୍ଟରେ ମାମଲା ଦାୟର କରିବା ବେଳେ ପାୟଲ କହିଥିଲେ ଏମିତି ଅନେକ ଅଭିନେତ୍ରୀ…

ଜିଏସ୍‌ଟି କ୍ଷତିପୂରଣ ପ୍ରସଙ୍ଗ; ୮ ଘଣ୍ଟାରେ ବି ହୋଇପାରିଲାନି ସମାଧାନ

ନୂଆଦିଲ୍ଲୀ: ଜିଏସ୍‌ଟି କ୍ଷତିପୂରଣ ରାଶିକୁ ନେଇ ଜିଏସ୍‌ଟି ପରିଷଦ ବୈଠକରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଦୀର୍ଘ ୮ ଘଣ୍ଟା କାଳ ଆଲୋଚନା ହୋଇଥିଲେ ସୁଦ୍ଧା କ୍ଷତିପୂରଣ ରାଶିକୁ ନେଇ କୌଣସି ସମାଧାନ ବାହାରି ପାରି ନ ଥିଲା। ଏହି ସମସ୍ୟାର ସମାଧାନ କରିବା ଲାଗି ଚଳିତ ମାସ ୧୨…

ଚୀନ୍‌କୁ ମିଳିବ ପାନେ, ଏକାଠି ହେଲେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: କମିବ ଚୀନ୍‌ର ଚାଲାକ ପଣ । ପାନେ ପାଇବ ଡ୍ରାଗନ । ଚାଇନାର ବଢ଼ୁଥିବା ପ୍ରାଦୁର୍ଭାବ ମୁକାବିଲା ପାଇଁ ଏକାଠି ହେଲେ ୪ଟି ଦେଶ । ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଏକାଠି ହୋଇଛନ୍ତି । ଏହି ୪ଟି ଦେଶକୁ ନେଇ ଗଠିତ କ୍ୱାଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଟୋକିଓଠାରେ ବସିବାକୁ…

‘ବେଲ ବଟମ୍‌’ରେ ଅକ୍ଷୟଙ୍କ ପାୱାରଫୁଲ ଆକ୍ସନ

ମୁମ୍ବାଇ: ଆସିଲା ବଲିଉଡର ବହୁ ପ୍ରତିକ୍ଷିତ ଫିଲ୍ମ ‘ବେଲ ବଟମ୍‌’ର ଟିଜର । ୨୯ ସେକେଣ୍ଡର ଏହି ଟିଜର ସୋସିଆଲ ମିଡିଆରେ ଧମାକା କରିଛି । ଖିଲାଡି ବୟ ଅକ୍ଷୟ କୁମାରଙ୍କ ଏହି ଫିଲ୍ମର ଟିଜରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଥିରେ ଅକ୍ଷୟଙ୍କ ନୂଆ ଲୁକ୍ ଦେଖିବାକୁ ମିଳିଛି । ୮୦ ଦଶକର…

ପରପାରିରେ ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର

ବାଲେଶ୍ୱର: ଆଉ ନାହାନ୍ତି ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଭୋଗରାଇ ପୂର୍ବତନ ବିଧାୟକ କାର୍ତ୍ତିକେଶ୍ୱର ପାତ୍ର । ୮୧ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅସୁସ୍ଥତା ଯୋଗୁଁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗ ଭୁବନେଶ୍ୱର ଅଣାଯାଉଥିଲା । ଏତିକିବେଳେ ପାଣିକୋଇଲି ନିକଟରେ ଶେଷ…

ବନ୍ଦ ହେବି କି ବୁର୍ଜ ଖଲିଫା!

ଦୁବାଇ: ରିପୋର୍ଟ ଅନୁଯାୟୀ ବୁର୍ଜ ଖଲିଫା ନିର୍ମାଣ କରିଥିବା ରିଅଲ୍‌ ଇଷ୍ଟେଟ୍ ସଂସ୍ଥା ଆରବଟେକ୍‌ ‌ଦେବାଳିଆ ହୋଇଯାଇଛି। ଯାହା ଫଳରେ କମ୍ପାନୀ ବନ୍ଦ ହେବା ଭଳି ପରିସ୍ଥିତି ଉପୁଜିଛି। କମ୍ପାନୀର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। କରୋନା ମହାମାରୀ ପରେ ଏହି ସମସ୍ୟା ଆହୁରି…

ବାୟୁରେ ବ୍ୟାପୁଛି କରୋନା!

ନୂଆଦିଲ୍ଲୀ: ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଚାଂଚଲ୍ୟକର ସୂଚନା ଦେଇଛି ଆମେରିକାର ସେଂଟର ପର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ବା ସିଡିସି । କରୋନା ଭୂତାଣୁ ବାୟୁରେ ବ୍ୟାପୁଥିବା ନେଇ ସିଡିସି ସୂଚନା ଦେଇଛି । ଏହା ଫଳରେ ସାରା ବିଶ୍ୱରେ…

କେମିତି ଖୋଲିବ ସିନେମା ହଲ୍, ମଲଟି ପ୍ଲେକ୍ସ ? ଏସବୁ ବ୍ୟବସ୍ଥା ପାଇଁ SOPରେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ ସାରା ଦେଶରେ ଖୋଲିବ ସିନେମା ହଲ୍, ଥିଏଟର ଓ ମଲଟି ପ୍ଲେକ୍ସ । ଅନଲକ୍ ୫.୦ରେ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । ଏସବୁ ଖୋଲିବ ନେଇ ଏସଓପି ଜାରି କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ୧. ଅଡିଟୋରିୟମରେ ସିଟ୍ କ୍ଷମତା ୫୦ ପ୍ରତିଶତରୁ ଅଧିକ…