ବରଗଡରେ ସ୍କ୍ରବ ଟାଇଫସ, ଗଲାଣି ୩ ଜୀବନ
ବରଗଡ: ଚଳିତ ସପ୍ତାହରେ ବରଗଡର ଏକ ଘରୋଇ କ୍ଲିନିକରେ ସ୍କ୍ରବ୍ ଟାଇଫସରେ ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ସିଡିଏମଓ ନିରୁପମା ଷଡଙ୍ଗୀ।
ସେ କହିଛନ୍ତି, ଏହି ମାସରେ ELISA ଟେଷ୍ଟ ଦେଇଥିବା ୨୦ଜଣଙ୍କ ମଧ୍ୟରେ ତିନୋଟି ମାମଲା ଚିହ୍ନଟ ହୋଇଛି।…