Latest Odisha News
Browsing Tag

bargarh

ଭାଲୁ ଚମଡ଼ା ଓ ସମ୍ବର ସିଙ୍ଘ ଜବତ, ୭ ଜଣଙ୍କୁ ଗିରଫ କଲା ବନ ବିଭାଗ

ବରଗଡ଼: ଭଟଲିରେ ଚାଲିଛି ବେଧଡ଼କ ବନ୍ୟଜନ୍ତୁ ଶିକାର । ଭାଲୁ ସହ ସମ୍ବର ଭଳି ବନ୍ୟପ୍ରାଣୀଙ୍କୁ ମାରି ଚମଡ଼ା ନେଇ ଯାଉଛନ୍ତି ଶିକାରି । ଗୋଧି ଓ ବଜ୍ରକାପ୍ତା ବି ରହିଛି ଶିକାରିଙ୍କ ନଜରରେ । ବନ୍ୟପ୍ରାଣୀ ଶିକାର ସମ୍ପର୍କିତ ୨ଟି ପୃଥକ ମାମଲାରେ ବରଗଡ଼ ଜିଲ୍ଲା ଭଟଲି ରେଞ୍ଜରୁ ୭ ଜଣଙ୍କୁ ଗିରଫ…

ଆଜିଠୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, ଜାନୁଆରୀ ୬ ତାରିଖ ଯାଏଁ ଦୁଲୁକିବ ମୁକ୍ତାକାଶ ରଙ୍ଗମଞ୍ଚ

ବରଗଡ: ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବ। ସନ୍ଧ୍ୟାରେ ୭୫ତମ ଧନୁଯାତ୍ରା ଉଦଘାଟନ ହେବ। ଏଥର ହୀରକ ଜୟନ୍ତୀ ଥିବାରୁ ଖୁବ ଜାକଜମକରେ ଧନୁଯାତ୍ରା ପାଳନ ହେବ। ଦୀର୍ଘ ୧୧ ଦିନ ଧରି ଚାଲିବ କଂସରାଜଙ୍କ ରାଜୁତି। ଦୁଇ ବର୍ଷ ପରେ ଚମକିବ ମୁକ୍ତାକାଶ ରଙ୍ଗମଞ୍ଚ। କରୋନା ମହାମାରୀ…

କଟକ ଏବଂ ବରଗଡ଼ରୁ ପୁଣି ନକଲି ଔଷଧ ଜବତ

ଭୁବନେଶ୍ୱର: ପୁଣି ଜବତ ହୋଇଛି ନକଲି ଔଷଧ । ଆଜି କଟକ ଓ ବରଗଡ଼ର ଦୁଇଟି ଗୋଦାମରୁ ନକଲି ଔଷଧ ଜବତ କରାଯାଇଛି । ଏ ବିଷୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ସନ୍ଦେହାତ୍ମକ ଔଷଧ ପ୍ରସ୍ତୁତିରେ ଲିପ୍ତ ସଂସ୍ଥାକୁ…

ଧନୁଯାତ୍ରାର ୧୭ ଦିନ ପୂର୍ବରୁ ଚାଲିଗଲେ ଶ୍ରେୟସ, ବଳରାମ ଭୂମିକାରେ କରିଥାନ୍ତେ ଅଭିନୟ

ବରଗଡ଼: ଚାଲିଗଲେ ବଳରାମ । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୧୭ ଦିନ ପୂର୍ବରୁ ବଳରାମ ଭୂମିକାରେ ଅଭିନୟ କରିବାକୁ ଥିବା ଶ୍ରେୟସଙ୍କ ମୃତ୍ୟୁ ହୋଇଛି । ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ୧୨ ବର୍ଷର ଶ୍ରେୟସ ପୁଜାରୀଙ୍କୁ ମନୋନୀତ କରା ଯାଇଥିଲା । ଆଜଦି ହୃଦଘାତରେ ତାଙ୍କର…

ହାତ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ସାଂସଦ, ପଦ୍ମପୁରରେ ବିଜେପିକୁ ମିଳିବ କି ଫାଇଦା ?

ବରଗଡ଼: ପ୍ରଚାରରେ କମ୍ପୁଛି ପଦ୍ମପୁର । ବିଜେଡି, ବିଜେପିର ପ୍ରଚାର ଆଖି ଦୃଶିଆ ଥିବା ବେଳେ ପଛରେ ପଡ଼ିଛି କଂଗ୍ରେସ । ଭୋଟ ଗ୍ରହଣର ଠିକ୍ ୩ ଦିନ ପୂର୍ବରୁ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ ବିଜେପିରେ ସାମିଲ୍ ହୋଇଛନ୍ତି । ଯାହା ଭାରତୀୟ ଜନତା ପାର୍ଟିକୁ ବଳ ଦେଇଛି । ଆଜି…

ବନ୍ଦ ଘରୁ ୪ ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ମାମଲା ରୁଜୁ କଲା ପୋଲିସ

ବରଗଡ଼: ବନ୍ଦ ଘର ଭିତରୁ ସନ୍ଦେହଜନକ ଭାବେ ୪ ଜଣଙ୍କ ମୃତଦେହ ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭେଡେନ ଥାନା ଜାମଡୋଲ ଗାଁ କନ୍ଦପଡ଼ାରେ । ସ୍ଥାନୀୟ ପୋଲିସ ସହ ବରଗଡ଼ ଏସପି ଘଟଣାସ୍ଥଳ ପରିଦର୍ଶନ କରିବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।…

ବରଗଡ଼ରୁ ୨୯୭ ଗ୍ରାମ୍ ବ୍ରାଉନସୁଗାର ଜବତ, ଟାର୍ଗେଟରେ ଥିଲେ ସମ୍ଭ୍ରାନ୍ତ ପରିବାରର ଯୁବକ, ଯୁବତୀ

ବରଗଡ଼: ସହରରୁ ସହର… ଜିଲ୍ଲାରୁ ଜିଲ୍ଲା । ଧଳା ଜହର ପଛରେ ଓଡ଼ିଶା ! ଓଡ଼ିଶାର ଭାତହାଣ୍ଡି ବରଗଡ଼ ଏବେ ବ୍ରାଉନାସୁଗାର ବେପାରୀଙ୍କ କବଜାରେ । ସହରର ମହାନ୍ତି ପଡ଼ା ଅଞ୍ଚଳରୁ ଅବକାରୀ ବିଭାଗ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ମାମଲାରେ ଅବକାରୀ ବିଭାଗ ରାଜୁ ତାଣ୍ଡି ନାମକ ଯୁବକକୁ…

ବରଗଡରେ ମାତିଛନ୍ତି କଫ୍ ସିରପ ମାଫିଆ

ବରଗଡ: ବରଗଡରେ ମାତିଛନ୍ତି  କଫ୍ ସିରପ ମାଫିଆ । ସହରରେ ଦିନ କୁ ଦିନ କଫ ସିରପ ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି  । ତେଣୁ ଏମାନଙ୍କୁ କାବୁ କରିବା ପାଇଁ  ଅଣ୍ଟା ଭିଡିଛି ବରଗଡ ଅବକାରୀ ବିଭାଗ  । ତେବେ ଆଜି କୌଣସି ନିର୍ଦ୍ଦିଷ୍ଟ ସୁତ୍ରରୁ ଖବର ପାଇ ବରଗଡ ଅବକାରୀ ଅଧିକ୍ଷକ ସୁବନ…

ବାଇକରେ ବ୍ରାଉନସୁଗାର ଚୋରା ଚାଲାଣ ବେଳେ ୩ ଗିରଫ

ବରଗଡ଼: ଅତାବିରା ପୋଲିସକୁ ବଡ଼ ସଫଳତା ମିଳିଛି । ଆନ୍ତଃରାଜ୍ୟ ବ୍ରାଉନସୁଗାର ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିଛି ପୋଲିସ । ଅତାବିରା ଥାନା ଗୋଡ଼ଭଗା-ସରଣ୍ଡା ରାସ୍ତାରେ ବାଇକରେ ଆସୁଥିବା ୩ ଜଣ ଯୁବକଙ୍କ ପାଖରୁ ବ୍ରାଉନସୁଗାର ଜବତ ହୋଇଛି । ୧୦୯.୫ ଗ୍ରାମ୍ ବ୍ରାଉନସୁଗାର ପୋଲିସ ଜବତ…

ଡିସେମ୍ବରୁ ୨୭ରୁ ବରଗଡ଼ ଧନୁଯାତ୍ରା; ଦୁଇ ବର୍ଷ ପରେ ଚମକିବ ମୁକ୍ତାକାଶ ରଙ୍ଗମଞ୍ଚ

ବରଗଡ଼: ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା । କରୋନା ମହାମାରୀ ଅନ୍ତରାଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରହିଥିଲା ମୁକ୍ତାକାଶ ରଙ୍ଗମଞ୍ଚ । ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା । ବୁଧବାର…