Latest Odisha News
Browsing Tag

Bcci

ଭାରତରେ ଖେଳାଯିବ ଆଇପିଏଲ୍ ୨୦୨୧, ୬ଟି ସ୍ଥାନରେ ଏପ୍ରିଲ ୯ରୁ ଖେଳାଯିବ ମ୍ୟାଚ୍‌

ଭୁବନେଶ୍ୱର: କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣ ଚଳିତ ବର୍ଷ ଭାରତରେ ଖେଳାଯିବ । ଏହା ଆସନ୍ତା ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବ ଏବଂ ମେ ୩୦ତାରିଖରେ ଶେଷ ହେବ । ଚଳିତ ଥର ଦେଶର ୬ଟି ସ୍ଥାନରେ ମ୍ୟାଚ୍ ଖେଳାଯିବ ବୋଲି ସ୍ଥିର ହୋଇଛି…

BCCI ଓ ICC ମଧ୍ୟରେ ନୂଆ ବିବାଦ

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଓ ଅନ୍ତର୍ଜତାୟୀ କ୍ରିକେଟ୍ ପରିଷଦ (ICC) ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ । ଆଇସିସି ଆଗାମୀ ୮ ବର୍ଷ ଲାଗି ବିଶ୍ୱ ଟୁର୍ଣ୍ଣାମେଣ୍ଟ ଆୟୋଜନ ଲାଗି ବିଡିଂ ଆହ୍ୱାନ କରିଛି । ଆଇସିସିର ଏହି ନୀତିକୁ ବିରୋଧ କରିଛି ବିସିସିଆଇ । ଆଇସିସିର…

କ୍ରିକେଟକୁ ବାଏ ବାଏ କହିଲେ ଅଶୋକ ଦିଣ୍ଡା

କୋଲକାତା: କ୍ରିକେଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ପୂର୍ବତନ ପେସ୍ ବୋଲର ଅଶକୋ ଦିଣ୍ଡା । କ୍ରିକେଟର ସବୁ ଫର୍ମାଟ ଦିନିକିଆ, ଟେଷ୍ଟ ଓ ଟି-ଟ୍ୱେଣ୍ଟିରୁ ସେ ଅବସର ଘୋଷଣା କରିଛନ୍ତି । ୩୬ବର୍ଷୀୟ ଦିଣ୍ଡା ଏହି ସୂଚନା ଦେଇଛନ୍ତି । ବିସିସିଆଇ ଓ ଗୋଆ କ୍ରିକେଟ ଆସୋସିଏସନକୁ ମେଲ୍ କରି ଅବସର…

ଆଇପିଏଲ ମୁଖ୍ୟ ପ୍ରାୟୋଜକ ପାଇଁ ଟେଣ୍ଡର ଆହ୍ବାନ କରିବ ବିସିସିଆଇ

ମୁମ୍ବାଇ : ଆଇପିଏଲର ମୁଖ୍ୟ ପ୍ରାୟୋଜକ ପାଇଁ ଖୁବଶୀଘ୍ର ଟେଣ୍ଡର ଆହ୍ବାନ କରିବ ବିସିସିଆଇ । ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲରେ ଏବେ କେହି ଟାଇଟଲ ସ୍ପନସର ବା ମୁଖ୍ୟ ପ୍ରାୟୋଜକ ନାହାନ୍ତି । ତେଣୁ ମୁଖ୍ୟ ପ୍ରାୟୋଜକ ପାଇଁ ଟେଣ୍ଡର ଆହ୍ବାନ କରିବ ବିସିସିଆଇ । ଗତବର୍ଷ ଚୀନ ସହ ଭାରତର…

ବିସିସିଆଇର ନୂଆ ନିୟମ, ଖେଳାଳିଙ୍କୁ ଦେବାକୁ ପଡ଼ିବ ନୂଆ ଫିଟନେସ ଟେଷ୍ଟ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜକୁ ଭ୍ରମଣକାରୀ ଭାରତ ୨-୧ରେ ଜିତି ନେବାରେ ସଫଳ ହୋଇଥିବା ବେଳେ ଅଶ୍ୱିନ, ବୁମରାହଙ୍କ ଭଳି ଷ୍ଟାର ଖେଳାଳି ଆହତ ହେବା ଭାରତୀୟ ଦଳକୁ ସମସ୍ୟାରେ ପକାଇଥିଲା । ଅଷ୍ଟ୍ରେଲିଆ ଗସ୍ତରୁ ଶିକ୍ଷା ପାଇଥିବା ବିସିସିଆଇ ଏବେ ଖେଳାଳିଙ୍କ ଲାଗି ନୂଆ ଫିଟନେସ୍…

IPL ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିଶ କଲା OCA

କଟକ: ଓଡ଼ିଶା ପ୍ରିମିୟର ଲିଗ୍ ବା IPL ପାଇଁ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିଶ । BCCIକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ (OCA) । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଓ ତାରିଣୀ ସ । ଏନେଇ…

ଆହତ କାରଣରୁ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ଲୋକେଶ ରାହୁଲ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଆଗାମୀ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଦଳରୁ ବାଦ ପଡ଼ିଲେ ଲୋକେଶ ରାହୁଲ । ଆହତ କାରଣରୁ ତାଙ୍କୁ ଦଳରୁ ବାଦ ଦିଆଯାଇଛି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଶନିବାର ଦିନ ନେଟ୍ ପ୍ରାକ୍ଟିସ ବେଳେ…

ମିଳିଲାନି ଅନୁମତି, ଯୁବରାଜ ସିଂଙ୍କୁ ଘରୋଇ କ୍ରିକେଟ୍ ମନା

ନୂଆଦିଲ୍ଲୀ: ଗତବର୍ଷ ଜୁନ୍ ମାସରେ କ୍ରିକେଟ ଜଗତକୁ ଅଲବିଦା କହିଥିଲେ ଯୁବରାଜ ସିଂ । ଘରୋଇ କ୍ରିକେଟ, ଆଇପିଏଲ୍ ଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ ବିଦେଶୀ କ୍ରିକେଟ ଲିଗରେ ଦେଖିବାକୁ ମିଳିଥିଲା । ତେବେ ନିଜ ମାନସିକତାରେ ପରିବର୍ତ୍ତନ ଆଣି ଯୁବରାଜ ପୁଣିଥରେ କ୍ରିକେଟକୁ…

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର କ୍ରୀଡ଼ାସୂଚୀ, ଜାଣନ୍ତୁ କେବେ କେଉଁଠି ମ୍ୟାଚ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଏନେଇ କ୍ରୀଡ଼ାସୂଚୀ ଜାରି ହୋଇଛି । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବ ଓ୍ୱାନ ଡେ ସିରିଜ । ପ୍ରଥମ ମ୍ୟାଚ ସିଡନୀରେ ଖେଳାଯିବ । ସେହିପରି ଚାରି ଟିକିଆ ଟେଷ୍ଟ ସିରିଜରେ ଆଡିଲେଡରେ ଡେ-ନାଇଟ୍…

ଅଷ୍ଟ୍ରେଲିଆ ଟୁର ପାଇଁ ଟିମ୍ ଇଣ୍ଡିଆ ଘୋଷଣା, କେଉଁ ଫର୍ମାଟରେ ଖେଳିବ କିଏ?

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଆଜି ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ତେବେ ବଡ କଥା ହେଉଛି ଯେ, ଏକାସଙ୍ଗେ ଟିଟ୍ୱେଂଟି, ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଛି । ସବୁ ଫର୍ମାଟରେ ବିରାଟ କୋହଲି ଅଧିନାୟକ ଦାୟିତ୍ୱ ତୁଲାଇବେ । ତେବେ ଏହି…