Latest Odisha News

BREAKING NEWS

Browsing Tag

Berhampur

ଲକ୍ଷାଧିକ ଟଙ୍କାର ଗୋଲ୍ଡ ବ୍ରେସଲେଟ ପାଇ ପୋଲିସକୁ ଫେରାଇଲେ ଏହି ଯୁବ ଆଇନଜୀବୀ !

ବ୍ରହ୍ମପୁର: ନିଜର ସଚ୍ଚୋଟତା ଲାଗି ଆଜି ବ୍ରହ୍ମପୁରର ଜଣେ ଯୁବ ଆଇନଜୀବୀ ସବୁ ମହଲରୁ ପ୍ରଶଂସିତ ହେବାରେ ଲାଗିଛନ୍ତି । ବାଲାଜୀ ରେଡ୍ଡୀ ନାମକ ଜଣେ ଯୁବ ଆଇନଜୀବୀ ଗୋପାଳପୁର ଜଙ୍କସନରେ ୧.୪୫ ଲକ୍ଷ ଟଙ୍କା ମୂଲ୍ୟର ଏକ ଗୋଲ୍ଡ ବ୍ରେସଲେଟ୍ ପାଇଥିଲେ । ସେ ଏହି ମୂଲ୍ୟବାନ ବ୍ରେସଲେଟଟିକୁ…

ବ୍ରହ୍ମପୁର ସହର ୪ ଦିନ ପାଇଁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍

ବ୍ରହ୍ମପୁର: ପ୍ରତିଦିନ ରେଶମ ସହର ବ୍ରହ୍ମପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସହର ୪ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଆସନ୍ତାକାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତସମ୍ପୂର୍ଣ୍ଣ ସଟ୍ ଡାଉନ ରହିବ ପୁରା ସହର । ଏହି ସମୟରେ ସହରରେ ୭୦ଟି…

ଭିଜିଲାନ୍ସ ଜାଲରେ ପୋଲିସ ବାବୁ; ନେଉଥିଲେ ଲାଞ୍ଚ !

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନାର ଏସଆଇ ସିଦ୍ଧାର୍ଥ କୁମାର ଗୌଡ଼ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମିଳିଥିବା ସୂଚନାନୁଯାୟୀ, ପି ରାଜା ନାମକ ଜଣେ ବ୍ୟକ୍ତିଙ୍କଠାରୁ ଥାନାକୁ ଆସିଥିବା ଏକ ମାମଲାର ସମାଧାନ କରିବା ଲାଗି ଏହି ପୋଲିସ…

କରୋନାକୁ ଜଗିବ ଲେନ୍‌ସ: ଜିଲ୍ଲା ପ୍ରବେଶପଥରେ ଲାଗିଲା ସିସିଟିଭି !

ବ୍ରହ୍ମପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାର ପ୍ରବେଶପଥରେ ଯାନବାହନ ଓ ପଥଚାରୀଙ୍କୁ ତୀକ୍ଷଣ ନଜରରେ ରଖିବା ଲାଗି ସିସିଟିଭି ଖଞ୍ଜିବାକୁ ନିଷ୍ପତ୍ତି ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଏସମ୍ପର୍କରେ ଜିଲ୍ଲାପାଳ…

କରୋନା ସଚେତନତା: ବ୍ରହ୍ମପୁରରେ ରାସ୍ତାରେ ଲେଖାଯାଇଛି ବାର୍ତ୍ତା

ବ୍ରହ୍ମପୁର : କୋଭିଡ୧୯ ଭୟବହତାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସଚେତନ କରିବାକୁ ଉଦ୍ୟମ ହେଉଛି । ତେବେ ରେଶମ ସହର ବ୍ରହ୍ମପୁରରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ରାସ୍ତା ଉପରେ ଚିତ୍ର କରି କରୋନା ସଚେତନତାର ବାର୍ତ୍ତା ଦିଆଯାଉଛି । ସହରର ଗେଟ୍ ବଜାର ଛକ, କମାପଲ୍ଲୀ ଛକ ପରି…

ବ୍ରହ୍ମପୁରରେ ଜନତା କର୍ଫ୍ୟୁର ବ୍ୟାପକ ପ୍ରଭାବ, ରାସ୍ତାଘାଟ ଓ ବଜାର ଶୂନଶାନ

ବ୍ରହ୍ମପୁର: କରୋନା ସଂକ୍ରମଣ ରୋକିବା ପାଇଁ ଆଜି ଚାଲିଥିବା ଜନତା କର୍ଫ୍ୟୁକୁ ରେଶମ ସହରରେ ବ୍ୟାପକ ଜନସମର୍ଥନ ମିଳିଥିବା ଦେଖାଯାଇଛି । ସହରର ସମସ୍ତ ପ୍ରମୁଖ ଛକ, ବଜାର ତଥା ରାସ୍ତାଘାଟ ଶୂନଶାନ ରହିଛି । ଲୋକେ ସଚେତନ ହୋଇ ଘରୁ ବାହାରୁ ନ ଥିବା ବେଳେ କିଛି ସ୍ଥାନରେ ବାହାରକୁ ଆସିଥିବା…

ବିଚ୍ ରାସ୍ତାରେ ନାବାଳିକାଙ୍କୁ ଯୁବକଙ୍କ ଆକ୍ରମଣ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠସ୍ଥ ଗୋପାଳପୁର ଛକ ନିକଟରେ ରବିବାର ରାତିରେ ଏକ ନାବାଳିକା ଓ ପରିବାର ବର୍ଗଙ୍କୁ ସର୍ବସମ୍ମୁଖରେ ଜଣେ ଯୁବକ ମାଡପିଟ୍ କରିବା ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ସମ୍ପୃକ୍ତ ନାବାଳିକା ଜଣକ ନିଜ ସମ୍ପର୍କୀୟଙ୍କ ସହ କାରରେ ଯାଉଥିବାବେଳେ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭିସିଙ୍କ ଚୟନ ଲାଗି ଗଠିତ ହେଲା ପ୍ୟାନେଲ୍

ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତିଙ୍କ ଚୟନ କରିବେ ତିନି ସଦସ୍ୟ ବିଶିଷ୍ଟ କମିଟି । ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ପୂର୍ବତନ ପ୍ରଶାସନିକ ଅଧିକାରୀ ଚିନ୍ମୟ ବସୁଙ୍କ ନେତୃତ୍ୱରେ ଗଠିତ ଏକ ପ୍ୟାନେଲ୍ ନାମ ଚୟନ କରିବେ । ପରେ ଚୟନ…

ଭିଜିଲାନ୍ସ ଜାଲରେ ଫସିଲେ ବ୍ରହ୍ମପୁର ଡିଏଫଓ

ବ୍ରହ୍ମପୁର: ବ୍ରହ୍ମପୁର ଡିଏଫଓ ଆଶିଷ କୁମାର ବେହେରାଙ୍କ ବିରୋଧରେ ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ କଟକ ଭିଜିଲାନ୍ସ ସେଲର ଆଣ୍ଟି-କରପସନ୍ ୱିଙ୍ଗ୍ ଶ୍ରୀ ବେହେରାଙ୍କ ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟ ଓ…