Latest Odisha News

BREAKING NEWS

Browsing Tag

BJB College

ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା କଟ୍ ଅଫ୍ ମାର୍କ, ଅନ୍ୟ କଲେଜଠୁ ପଛରେ ବିଜେବି ଓ ରେଭେନ୍ସା

ଭୁବନେଶ୍ୱର: ସ୍ନାତକରେ ନାମଲେଖା ପାଇଁ ଆଜି କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ୍ ଅନୁଯାୟୀ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । କଳା ଓ ବିଜ୍ଞାନରେ ରାଜ୍ୟର ଅନ୍ୟ କଲେଜ ବିଜେବି ଓ ରେଭେନ୍ସାକୁ ପଛରେ ପକାଇଛନ୍ତି…

କ୍ରିକେଟ୍ ଖେଳକୁ ନେଇ ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣା, ୪ ଜଣ ଗିରଫ

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରିକେଟ ଖେଳକୁ ନେଇ ଛାତ୍ରଙ୍କୁ ଆକ୍ରମଣ ଘଟଣା । ୪ ଜଣଙ୍କୁ ଗିରଫ କଲା ପୋଲିସ । ବଡ଼ଗଡ଼ ଥାନା ଅନ୍ତର୍ଗତ କେଦାରପଲ୍ଲୀ ଓ ମହିଷାଖଳା ଅଞ୍ଚଳର ୪ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ପୂର୍ବରୁ ବହୁ…

ବିଜେବି କଲେଜରେ +୨ ଛାତ୍ରଙ୍କୁ ଆକ୍ରମଣ; ମିମ୍ ପେଜ୍ ପାଇଁ ସହପାଠୀଙ୍କୁ ମାରିଲେ ତିନି ଛାତ୍ର

ଭୁବନେଶ୍ୱର: ରାଜ୍ୟର ନାଁ କରା ବିଜେବି କଲେଜ ଏବେ ଗଣ୍ଡଗୋଳର କ୍ୟାମ୍ପସ ବନିଗଲାଣି । ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ପର ଠାରୁ ନିଇତି କିଛି ନା କିଛି ଘଟଣା ରିପୋର୍ଟ ହେଉଛି । ଗୁରୁବାର ବିଜେବି କଲେଜରେ ପୁଣି ଏକ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମ୍ ମିମ୍ ପେଜକୁ ନେଇ…

ରାଗିଂ ନେଇ ମିଳିନି ସୁରାକ୍, ଡାଟା ରିଟ୍ରିଭ୍ ପାଇଁ ସିଙ୍ଗାପୁର ପଠାଯିବ ରୁଚିକାଙ୍କ ମୋବାଇଲ୍: ଡିସିପି

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାକୁ ୧୧ ଦିନ ବିତିଛି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଜାରି ରଖିଛି । ଏଯାବତ ୧୯୮ ଜଣ ଛାତ୍ରୀଙ୍କ ସହ ସମ୍ପର୍କୀୟ ଓ ସାଙ୍ଗଙ୍କୁ ପଚରାଉଚରା କରିଛି ପୋଲିସ । ହଷ୍ଟେଲ, କଲେଜ ଷ୍ଟାଫମାନଙ୍କୁ ମଧ୍ୟ…

ପୁଣି ବିଜେବି କଲେଜରେ ରାଗିଂ ! ବଡ଼ଗଡ଼ ଥାନାରେ ଛାତ୍ରଙ୍କ ଏତଲା

ଭୁବନେଶ୍ୱର: ବିଜେବି କଲେଜ ପିଛା ଛାଡ଼ୁନି ରାଗିଂ ଅଭିଯୋଗ । ଗତ ୨ ତାରିଖରେ ରାଗିଂକୁ ସାମ୍ନା ନକରି ପାରି ହଷ୍ଟେଲ ରୁମରେ ଜୀବନ ହାରିଥିଲେ ରୁଚିକା ମହାନ୍ତି । ରୁଚିକାଙ୍କ ଆତ୍ମହତ୍ୟାକୁ ୬ ଦିନ ବିତିଥିବା ବେଳେ ଧରାପଡ଼ି ନାହାନ୍ତି ୩ ସିନିୟର । ଅନ୍ୟପଟେ ବିଜେବି କଲେଜର ଜଣେ ଯୁକ୍ତ ୨…

 ରାଗିଂ ପାଇଁ ପୁଣି ଜଣେ ମେଧାବୀ ଛାତ୍ରୀଙ୍କ ଜୀବନ ଗଲା!

ଭୁବନେଶ୍ବର: ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ମିଳିଛି ସୁସାଇଡ ନୋଟ୍ । ସିଧା ସିଧା ସେଥିରେ ଲେଖା ଅଛି ସିନିୟର ଛାତ୍ରୀଙ୍କ ରାଗିଂ ପାଇଁ ସେ ଜୀବନ ହାରୁଛନ୍ତି । ସେଥିରେ ଯଦିଓ ସେ କାହାର ନାମ ଲେଖିନାହାଁନ୍ତି କିନ୍ତୁ କଲେଜରେ ଯେ ରାଗିଂ ହେଉଛି ଏବଂ ତାହା…

ବିଜେବି କଲେଜ ହଷ୍ଟେଲରେ କାହିଁକି ଆତ୍ମହତ୍ୟା କଲେ ଛାତ୍ରୀ ? ଜାଣନ୍ତୁ କାରଣ…

ଭୁବନେଶ୍ୱର: ବିଜେବି କଲେଜରେ ଯୁକ୍ତି ୩ ପ୍ରଥମ ବର୍ଷର କଳା ବିଭାଗର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଆଉ ଆତ୍ମହତ୍ୟାର ପଛର କାରଣ ହେଉଛି ନିର୍ଯାତନା । ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଜଣଙ୍କ ହେଉଛନ୍ତି ରୁଚିକା ମହାନ୍ତି । ସେ ବିଜେବି କଲେଜର କାରୁବାକୀ ଛାତ୍ରୀ ନିବାସରେ ରହୁଥିଲେ ।…

ବିଜେବି କଲେଜ ପୁରାତନ ବିଦ୍ୟାର୍ଥୀ ସଂଘ ‘ବିଜେବି ଫ୍ରେଣ୍ଡସ୍’ର ସଭାଗୃହ ଉଦଘାଟିତ

ଭୁବନେଶ୍ବର : ବିଜେବି କଲେଜ ପୁରାତନ ଛାତ୍ରଛାତ୍ରୀ ସଂଘ ‘ବିଜେବି ଫ୍ରେଣ୍ଡସ୍’ର ନୂତନ ସଭାଗୃହ ଉଦଘାଟିତ ହୋଇଛି । ବିଜେବି କଲେଜ ପରିସରରେ ନିର୍ମିତ ଏହି ଗୃହକୁ କଲେଜର ପୂର୍ବତନ ଛାତ୍ର ତଥା ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି, ସାମାଜିକ ସୁରକ୍ଷା, ସାର୍ବଜନୀନ ଉଦ୍ୟୋଗ ଏବଂ…