Latest Odisha News
Browsing Tag

chhattisgarh

ପୁଣି ରେଳ ଦୁର୍ଘଟଣା, ଷ୍ଟପର ଭାଙ୍ଗି ଷ୍ଟେସନ ଭିତରକୁ ମାଡ଼ିଗଲା ଟ୍ରେନ

ଭୋପାଳ: ଛତିଶଗଡ଼ର ବିଳାସପୁରରେ ରେଳ ଦୁର୍ଘଟଣା। ବିଳାସପୁର ରେଳ ଷ୍ଟେସନରେ ଘଟିଛି ଏହି ଦୁର୍ଘଟଣା। ଗତ ମଙ୍ଗଳବାର ରାତିରେ ଛତିଶଗଡ଼ ଏକ୍ସପ୍ରେସ ସିଗନାଲ ଭାଙ୍ଗି ଷ୍ଟେସନରେ ଥିବା ଷ୍ଟପର ଉପରକୁ ଚଢି ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଯାତ୍ରୀଙ୍କ ମଧ୍ୟରେ ହୋ ହଲ୍ଲା ଦେଖାଦେଇଥିଲା।…

ପଡ଼ିଶାରୁ ଆସି ଓଡ଼ିଶାରେ ଛୁଆ ଚୋରି, ୪ ଜଣଙ୍କୁ ଧରି ଛେଚିଲେ ଗ୍ରାମବାସୀ

ସୋନପୁର: ସ୍କୁଲ୍ ଛୁଆଙ୍କୁ ବିସ୍କୁଟ୍ ଓ ଚକଲେଟ୍ ଲୋଭ ଦେଖାଇ ଅପହରଣ ଉଦ୍ୟମ ବେଳେ ଧରା ପଡ଼ିଲେ, ଛେଚା ଖାଇଲେ । ଏଭଳି ଘଟଣା ଘଟିଛି ସୋନପୁରର ନେହେରୁ ନଗରରେ । ଆଜି ୨ ଜଣ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଅପହରଣ କରି ନେଉଥିବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ ୪ ଜଣ । ନେହେରୁ ନଗରରୁ…

୨ ରାଜ୍ୟ ଏକାଠି ବସିଲେ ମହାନଦୀ ବିବାଦର ସମାଧାନ ସମ୍ଭବ କହିଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖରା ଦିନେ ମହାନଦୀ ଶୁଖିଲା ପଡ଼ୁଛି । ବର୍ଷା ଦିନେ ଉଛୁଳୁଛି । ମହାନଦୀକୁ ନେଇ ମୁଣ୍ଡ ଟେକିଥିବା ବିବାଦର କେମିତି ହେବ ସମାଧାନ । ମାମଲା ଟ୍ରିବୁନାଲରେ ଗଡ଼ି ଚାଲିଥିବା ବେଳେ ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟି.ଏସ୍. ସିଂହଦେଓ ମତ ରଖିଛନ୍ତି ।…

କଲମା ବ୍ୟାରେଜର ସମସ୍ତ ଗେଟ ଖୋଲିଲା ଛତିଶଗଡ଼

ସମ୍ବଲପୁର: ଉପର ମୁଣ୍ଡ଼ରେ ପ୍ରବଳ ବର୍ଷା କାରଣରୁ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ ଖୋଲିଲା ଛତିଶଗଡ଼ । ସକାଳ ୯ଟା ସୁଦ୍ଧା କଲମା ବ୍ୟାରେଜ ଦେଇ ହିରାକୁଦକୁ ୭୨ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ମହାନଦିକୁ ପ୍ରବେଶ କରୁଛି ୧.୧୮ ଲକ୍ଷ କ୍ୟୁସେକ ଜଳ । ସେପଟେ…

ପୁଣି ଗୋଟିଏ ଟ୍ରାକରେ ମୁହାଁମୁହିଁ ହେଲେ ୨ ଟ୍ରେନ୍, ରେଲୱେ ଦେଲା ସ୍ପଷ୍ଟୀକରଣ

ବିଳାସପୁର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ୧୦ ଦିନ ବିତିଛି । ବାହାନଗା ବାହୁନି ବାହୁନି କାନ୍ଦୁଥିବା ବେଳେ ପୁଣି ସାମ୍ନାକୁ ଆସିଛି ରେଳ ବିଭାଗର ଅବହେଳା । ଛତିଶଗଡ଼ର ବିଳାସପୁରରେ ଗୋଟିଏ ଟ୍ରାକରେ ୨ଟି ଟ୍ରେନ୍ ଆସିବା ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ଭିଡିଓରେ ଦେଖା…

ମୁଣ୍ଡଳିରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା, ଟୋଲ୍ ଗେଟର ୪ କର୍ମଚାରୀ ଗିରଫ

ଭୁବନେଶ୍ୱର: ମଙ୍ଗଳବାର ଛତିଶଗଡ଼ରୁ ବସ୍ ଯୋଗେ ଆସିଥିବା ପର୍ଯ୍ୟଟକଙ୍କୁ ମୁଣ୍ଡଳି ଟୋଲ୍ ଗେଟରେ ମାଡ଼ ମାରିଥିଲେ ଟୋଲ୍ ଗେଟ୍ କର୍ମଚାରୀ । ଏହି ମାମଲାରେ ମୁଣ୍ଡଳି ଟୋଲ୍ ଗେଟର ୪ ଜଣ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟକୁ ଚାଲାଣ କରାଯାଇଛି ।…

ଛତିଶଗଡ଼ରେ ନକ୍ସଲ ଆକ୍ରମଣ ପରେ ଓଡ଼ିଶାର ୩ ଜିଲ୍ଲାରେ ହାଇ ଆଲର୍ଟ

ଭୁବନେଶ୍ୱର: ଛତିଶଗଡ଼ର ଦନ୍ତେୱାଡ଼ାରେ ନକ୍ସଲଙ୍କ ଆକ୍ରମଣରେ ୧୦ ଯବାନଙ୍କ ସହ ଡ୍ରାଇଭର ସହିଦ ହୋଇଛନ୍ତି । ସୀମାନ୍ତରେ ମାଓବାଦୀଙ୍କ ଏତେ ବଡ଼ ହିଂସା ପରେ ଓଡ଼ିଶାର ୩ ଜିଲ୍ଲାରେ ଜାରି ହୋଇଛି ହାଇ ଆଲର୍ଟ । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି । ୩…

ବାହା ହେବାକୁ ମନା କରିବାରୁ ବିଚ୍‌ ରାସ୍ତାରେ ଚୁଟି ଧରି ଭିଡ଼ି ଭିଡ଼ି ନେଲା ଅଭିଯୁକ୍ତ

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରରେ କୁରୁସଭା । ବାହା ହେବାକୁ ମନା କରିବାରୁ ବିଚ୍ ରାସ୍ତାରେ ନାବାଳିକାଙ୍କ ଚୁଟି ଧରି ଭିଡ଼ି ଭିଡ଼ି ନେଲା ଅଭିଯୁକ୍ତ । ମାଡ଼ ମାରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତକୁ ଗିରଫ କରି…

ଓଡ଼ିଶାର ଛତିଶଗଡ଼ ଟେନସନ୍; ପାଣି ଛାଡ଼ିବ ହେଲେ ଆଲୋଚନା ପାଇଁ ଦେଉନି ସମୟ

ଭୁବନେଶ୍ୱର: ଖରା ଦିନେ ପାଣି ରୋକୁଛି, ବର୍ଷା ହେଲେ ମନଇଚ୍ଛା ଛାଡ଼ି ଦେଉଛି । ମନମାନି ଚଳାଇଛି ଛତିଶଗଡ଼ । ଆଲୋଚନା ପାଇଁ ଚିଠି ଲେଖାଯାଇଥିଲେ ବି ଛତିଶଗଡ଼ ପକ୍ଷରୁ ଉତ୍ତର ମିଳୁନି । ମୌସୁମୀ ବର୍ଷା ଆରମ୍ଭ ପରେ ଗୋଟିଏ ଗୋଟିଏ ବ୍ୟାରେଜ୍ ଗେଟ୍ ଖୋଲିବାରେ ଲାଗିଛି ଛତିଶଗଡ଼ । ଆଉ ଛତିଶଗଡ଼ର…

[ଦେଖନ୍ତୁ ଭିଡିଓ] ୭୦ ଘଣ୍ଟା ହେଲା ୮୦ ଫୁଟ୍ ତଳେ ଫସିଛି ରାହୁଲ୍, ଉଦ୍ଧାର କାର୍ଯ୍ୟ ଜାରି

ରାୟପୁର: ବୋରୱେଲରୁ ମୁକୁଳିବ ରାହୁଲ । ସଫଳ ହେବ ୭୦ ଘଣ୍ଟାର ଅପରେସନ୍ । ସମୟ ଗଡ଼ିବା ସହ ସସପେନ୍ସ ବଢ଼ୁଛି । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରାହୁଲ ରେସ୍କ୍ୟୁ ଅପରେସନ୍ । ଛତିଶଗଡ଼ର ଜାଞ୍ଜଗିରିର ଏକ ଗାଁରେ ଦୀର୍ଘ ୭୦ ଘଣ୍ଟା ହେଲା ବୋରୱେଲରେ ଫସିଛି ୧୦ ବର୍ଷର ରାହୁଲ । ଏନଡିଆରଏଫ୍,…