Latest Odisha News

BREAKING NEWS

Browsing Tag

covishield

କୋଭିସିଲ୍ଡ ପାର୍ଶ୍ୱ ପ୍ରତିକ୍ରିୟାଜନିତ ମୃତ୍ୟୁ; ବିଲ ଗେଟ୍ସ ଏବଂ ସେରମ ଇନଷ୍ଟିଚ୍ୟୁଟକୁ ବମ୍ବେ ହାଇକୋର୍ଟଙ୍କ…

ଭୁବନେଶ୍ୱର: କୋଭିସିଲ୍ଡ ଟୀକା ନେଇ ଜଣେ ଯୁବତୀଙ୍କ ମୃତ୍ୟୁ ପାଇଁ ବମ୍ବେ ହାଇକୋର୍ଟ ବିଲ ଗେଟ୍ସ ଏବଂ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ନୋଟିସ ଜାରି କରିଛନ୍ତି । ଔରଙ୍ଗାବାଦର ଦିଲ୍ଲୀପ ଲୁନାଓ୍ୱତ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ପିଟିସନରେ ସେ ଉଲ୍ଲେଖ କରିଛନ୍ତି…

ଗଞ୍ଜାମରେ ମିଳୁନି କୋଭିସିଲ୍‌ଡ ଟିକା

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କୋଭିସିଲ୍‌ଡ ଟିକା ଖୋଜିଲେ ମିଳୁନି । ଜିଲା ବ୍ୟାପି ସବୁଆଡ଼େ କୋଭିସିଲ୍‌ଡ ସରିଯାଇଛି। ଯାହା ଫଳରେ ଜିଲାରେ କୋଭିଡ ଟିକାକରଣ ପ୍ରଭାବିତ ହୋଇଛି । କେବଳ ବ୍ରହ୍ମପୁର ସହର ନୁହଁ, ଜିଲାର ଗ୍ରାମାଞ୍ଚଳ ଏବଂ ଛୋଟ ସହର ଗୁଡ଼ିକରେ ମଧ୍ୟ କୋଭିସିଲ୍‌ଡ ଶେଷ ହୋଇଯାଇଛି ।…

୪୦ ମିଲିଅନ ଭାରତୀୟ ଟୀକା ୟୁରୋପ ଓ ଅଷ୍ଟ୍ରେଲିଆକୁ ରପ୍ତାନୀ ହୋଇଛି

ଭୁୁବନେଶ୍ୱର: ଭାରତରେ ପ୍ରଥମ ଥର ପ୍ରସ୍ତୁତ ଟୀକା, ଯାହା ୟୁରୋପୀୟ ଦେଶ ଗୁଡ଼ିକୁ ବିକ୍ରି କରାଯାଇଛି । କେବଳ ୟୁରୋପ ନୁହେଁ । ଦ୍ୱୀପ ମହାଦେଶ ଅଷ୍ଟ୍ରେଲିଆକୁ ମଧ୍ୟ ଭାରତୀୟ ଟୀକା ରପ୍ତାନୀ କରାଯାଇଛି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବୁଷ୍ଟର ଡୋଜ ପାଇଁ ୨୦୦ ମିଲିଅନ କୋଭିସିଲ୍ଡ ଟୀକା ଷ୍ଟକ୍…

ବୁଷ୍ଟର ଡୋଜର ଦିନକ ଆଗରୁ କମିଗଲା ଟୀକା ଦର

ଭୁବନେଶ୍ୱର: ସାରା ଦେଶରେ ଏପ୍ରିଲ ୧୦ରୁ କରୋନା ଟୀକାର ବୁଷ୍ଟର ଡୋଜ ଦିଆଯିବ । ଏହାର ଦିନକ ପୂର୍ବରୁ କମିଯାଇଛି ଟୀକାର ଦର । ସରକାର ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ଟୀକାକୁ ସର୍ବସାଧାରଣ ପାଇଁ ମାଗଣା କରିଛନ୍ତି । କିନ୍ତୁ ସ୍ୱେଚ୍ଛାକୃତ ଭାବେ ବେସରକାରୀ ଡାକ୍ତରଖାନାରେ ନେଉଥିବା…

କର୍କଟ ରୋଗୀଙ୍କ ପାଇଁ ପ୍ରଭାବଶାଳୀ କୋଭିଶିଲ୍ଡ, ମଡର୍ନା, ଫାଇଜର!

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପରି କର୍କଟ ରୋଗୀଙ୍କ ପାଇଁ ମଧ୍ୟ କୋଭିଶିଲ୍ଡ, ମଡର୍ନା ଏବଂ ଫାଇଜର ପ୍ରଭାବଶାଳୀ ବୋଲି ଜଣାପଡ଼ିଛି। କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ କୋଭିଶିଲ୍ଡ, ମଡର୍ନା ଏବଂ ଫାଇଜର କୋଭିଡ-୧୯ ଟିକାର ଉପଯୁକ୍ତ ପ୍ରତିରକ୍ଷା ପ୍ରତିରୋଧକ ପ୍ରତିକ୍ରିୟା ରହିଛି…

କିପରି ଚିହ୍ନିବେ ନକଲି କୋଭିଡ୍‌-୧୯ ଟିକା

ନୂଆଦିଲ୍ଲୀ: ନକଲି କୋଭିଡ-୧୯ ଟିକା ଚିହ୍ନଟ କରିବା ଏବଂ ଏହା ଭାରତରେ ବ୍ୟବହୃତ ନହେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ଦକ୍ଷିଣ-ପୂର୍ବ ଏସିଆ ଏବଂ ଆଫ୍ରିକାରେ କୋଭିଶିଲ୍ଡର ନକଲି ସଂସ୍କରଣ ଚିହ୍ନଟ କରିଥିବା ପ୍ରାୟ ଦୁଇ…

ଡେଲ୍‌ଟା ପ୍ରଜାତି ବିରୁଦ୍ଧରେ ୨ଟି ଡୋଜ୍‌ କୋଭିଶିଲ୍ଡ ଟିକା ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଡେଲ୍‌ଟା ପ୍ରଜାତି ବିରୁଦ୍ଧରେ ୨ଟି ଡୋଜ୍‌ କୋଭିଶିଲ୍ଡ ଟିକା ଅଧିକ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି। ପୁଣେ ଆଇସିଏମଆର ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଦ୍ବାରା ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ କୋଭିଶିଲ୍ଡର ଉଭୟ ଡୋଜ ଟିକା ନେଇଥିବା ଲୋକ କରୋନା ଡେଲଟା…

କେନ୍ଦ୍ର ଦେଇଛି ୨୯ କୋଟି ଟିକା

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ବର୍ଗରେ କରୋନା ଟିକାକରଣ ଚାଲିଛି। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ୨୯.୩୫ କୋଟି ଡୋଜ୍ ଟିକା ଯୋଗାଇଦେଇଛନ୍ତି। ଏହା ସହିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ କିପରି ସିଧାସଳଖ ଟିକା କ୍ରୟ କରିପାରିବେ ତା’ର ବ୍ୟବସ୍ଥା ମଧ୍ୟ ହୋଇଛି ବୋଲି କେନ୍ଦ୍ର…

କୋଭିଶିଲ୍ଡ ଡୋଜ୍ ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ବୃଦ୍ଧିକୁ କେନ୍ଦ୍ରର ଅନୁମୋଦନ

ନୂଆଦିଲ୍ଲୀ: କୋଭିଶିଲ୍ଡ ଡୋଜ୍ ମଧ୍ୟରେ ବଢିଲା ବ୍ୟବଧାନ । କୋଭିଶିଲ୍ଡ ଟିକା ର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିବାକୁ କେନ୍ଦ୍ର ଗୁରୁବାର ଅନୁମୋଦନ କରିଛି। ଏନେଇ ନୀତି ଆୟୋଗ ସଦସ୍ୟ ଭିକେ ପଲ୍‌ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ ।…

ଭାରତରେ ବ୍ୟବହାର ହେବ ବ୍ରିଟେନ୍ ପଠାଯିବାକୁ ଥିବା ୫୦ ଲକ୍ଷ ‘କୋଭିସିଲ୍ଡ’

ନୂଆଦିଲ୍ଲୀ: ବ୍ରିଟେନ୍ ପଠାଯିବାକୁ ଥିବା ‘କୋଭିସିଲ୍ଡ’ ଭ୍ୟାକ୍ସିନର ୫୦ ଲକ୍ଷ ଡୋଜର ବ୍ୟବହାର ଭାରତ କରାଯିବ । ଏହି ଡୋଜକୁ ଦେଶର ୨୧ ରାଜ୍ୟର ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଦେବା ପାଇଁ ନିଷ୍ପତ୍ତି ହୋଇଛି । ପୂର୍ବରୁ ଏହି ଡୋଜକୁ ସେରମ ଇନଷ୍ଟିଚ୍ୟୁଟ୍ ବ୍ରିଟେନ୍…