Latest Odisha News

BREAKING NEWS

Browsing Tag

covishield

ପ୍ରେସରରେ ପୁନାୱାଲା, କହିଲେ ‘ଭ୍ୟାକ୍ସିନ୍ ପାଇଁ ଆସୁଛି ଧମକପୂର୍ଣ୍ଣ କଲ୍’

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନୱାଲା ଅଭିଯୋଗ କରିଛନ୍ତି ଭ୍ୟାକ୍ସିନ୍ ବିତରଣକୁ ନେଇ ତାଙ୍କ ଉପରେ ଚାପ ପଡ଼ୁଛି । ଦେଶର ବିଭିନ୍ନ ଶକ୍ତିଶାଳୀ ବ୍ୟକ୍ତି ଯେଭଳି ମୁଖ୍ୟମନ୍ତ୍ରୀ, ବ୍ୟବସାୟୀ ଏବଂ ଅନ୍ୟମାନେ ପୁନାୱାଲାଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ କରୁଥିବା ସେ ଅଭିଯୋଗ…

କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ‘ଦ୍ୱିତୀୟ ଡୋଜ୍ ପାଇଁ ଜଲଦି ଦିଅ ୨୫ ଲକ୍ଷ କୋଭିସିଲ୍ଡ’

ଭୁବନେଶ୍ୱର: ଓଡ଼ିଶାରେ ଟିକା ଅଭାବ ଲାଗି ରହିଛି । ଆଜି ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ତେବେ, ପର୍ଯ୍ୟାପ୍ତ ଭ୍ୟାକ୍ସିନ୍ ନଥିବାରୁ ଅଧିକାଂଶ ସ୍ଥାନରେ ଲୋକେ ପ୍ରଥମ ଡୋଜ୍ ତ ଛାଡ଼ନ୍ତୁ ଦ୍ୱିତୀୟ ଡୋଜ୍ ଟିକା ନେବାରୁ ବଞ୍ଚିତ ହେଉଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.…

ସେରମ ‘କୋଭିସିଲ୍ଡ’ର ଦାମ୍ ହ୍ରାସ୍ ନେଇ ଅଦର ପୁନାୱାଲାଙ୍କ ଘୋଷଣା

ମୁମ୍ବାଇ: ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡର ଦର୍ ହ୍ରାସ କରିଛି । ଏନେଇ ସେରମର ସିଇଓ ଅଦର ପୁନାୱାଲା ଟ୍ୱିଟ୍ କରି ଘୋଷଣା କରିଛନ୍ତି । ସେରମ ପକ୍ଷରୁ ରାଜ୍ୟକୁ ଦିଆଯିବାକୁ ଭ୍ୟାକ୍ସିନର ଦର କମ୍ କରାଯାଇଛି । ପୂର୍ବରୁ ରାଜ୍ୟକୁ କୋଭିସିଲ୍ଡ ଡୋଜ୍ ପିଛା ୪୦୦ ଟଙ୍କାରେ ଦେବାକୁ…

ଟିକା ଅଭାବରୁ ୮୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ, ଆଜି ପହଞ୍ଚିବ ଆଉ ୩ ଲକ୍ଷ କୋଭିସିଲ୍ଡ

ଭୁବନେଶ୍ୱର: ରାଜ୍ୟରେ ଏବେବି ଟିକା ଅଭାବ ଲାଗି ରହିଛି । ଫଳରେ ଗତକାଲି ୧୦୫୦ ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଥିବା ବେଳେ ଆଜି ମାତ୍ର ୭୦୦ଟି କେନ୍ଦ୍ରରେ ଟିକାକରଣ କରାଯାଉଛି । ଭ୍ୟାକ୍ସିନ୍ ନିଅଣ୍ଟ କାରଣରୁ ଆଜି ରାଜ୍ୟର ୮୦୦ ଟି କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି । କୋରାପୁଟ ଜିଲ୍ଲାରେ…

ଓଡ଼ିଶାକୁ ଆଜି ଆସିବ କୋଭିଶିଲ୍ଡର ୩.୭୦ ଲକ୍ଷ ଡୋଜ

ଭୁବନେଶ୍ୱର: କୋଭିଶିଲ୍ଡର ୩.୭୦ ଲକ୍ଷ ଡୋଜ ମଙ୍ଗଳବାର ଦିନ ଓଡିଶା ଆସିବ। ଏଥିସହିତ ଆଉ ୯.୮୮ ଡୋଜ ଏପ୍ରିଲ୍ ୨ ସୁଦ୍ଧା ପହଞ୍ଚିବ। ଦୈନିକ ଟିକାକରଣ ୨ ଲକ୍ଷକୁ ବୃଦ୍ଧି କରିବା ଲାଗି ଓଡିଶା ସରକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ୨୫ ଲକ୍ଷ ଡୋଜ ଟିକା ମାଗିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ…

କୋଭିସିଲଡକୁ ମିିଳିଲା ଅନୁମତି !

ନୂଆଦିଲ୍ଲୀ-ଅକ୍‌ସଫୋର୍ଡ କରୋନା ଟିକାର ବ୍ୟବହାର ପାଇଁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ଏକ୍‌ସପର୍ଟ କମିଟି ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) କୁ ସୁପାରିଶ କରିଛି । ଅକ୍‌ସଫୋର୍ଡ ୟୁନିଭରସିଟି ଓ ଫାର୍ମା କମ୍ପାନି ଅଷ୍ଟ୍ରେଜେନେକା ଦ୍ୱାରା…

ଖୁସି ଖବର: ଆସନ୍ତା ସପ୍ତାହରେ କୋଭିସିଲ୍ଡ ଟିକାକୁ ଅନୁମୋଦନ ଦେଇପାରେ ଭାରତ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କରୋନା ଟିକା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ି ନପାରେ । ଆସନ୍ତା ସପ୍ତାହ ସୁଦ୍ଧା ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ କରୋନା ଟିକା କୋଭିସିଲ୍ଡକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇପାରେ ଭାରତ । ଅନୁମୋଦନ ମିଳିଲେ ଏହି କୋଭିସିଲଡ…

ଆଜିଠୁ କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିର୍ଭସିଟି ଏବଂ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପୁନେରେ ବିକଶିତ କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆଜିଠାରୁ ଆରମ୍ଭ ହେବ । ପୁଣେର ସାସୁନ ଜେନାଲ ହସ୍ପିଟାଲରେ ଏହି ଟିକାର ପରୀକ୍ଷଣ କରାଯିବ । ଏନେଇ ହସ୍ପିଟାଲର ଡିନ୍ ଡକ୍ଟର ମୁରଲୀଧର ତାମ୍ବେ ସୂଚନା…