Latest Odisha News

BREAKING NEWS

Browsing Tag

Dhenkanal

ଲକ୍ଷେ ଟଙ୍କାରେ ଲକ୍ଷ ସ୍ଥଳରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ରୋଜଗାର ମାଧ୍ୟମ ପାଲଟିଛି ମହୁଚାଷ

କାମାକ୍ଷାନଗର : ନାରୀ ସଶକ୍ତିକରଣରେ ଆଉ ପାଦେ ଆଗେଇଛି ଓଡିଶାର ଜୀବିକା ମିଶନ । ସ୍ୱାବଲମ୍ବୀ ହେବାକୁ କରିଛି ଅଭିନବ ପ୍ରୟାସ । ୨୦୦୬ ମସିହାରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଗଠନ ହୋଇଥିବା ଜୀବିକା ମିଶନ ମହିଳାଙ୍କ ବିକାଶ କ୍ଷେତ୍ରରେ ପାରଦର୍ଶିତା ହାସଲ କରିପାରିଛି । ଯାହାର ଜ୍ୱଳନ୍ତ ଉଦାହରଣ…

ଜାଲ୍ ନୋଟ୍ କାରବାର : ଯୋଜନାବଦ୍ଧ ଭାବେ ବାନ୍ଧିଲା ଏସଟିଏଫ୍

ଢେଙ୍କାନାଳ : ଜାଲ ନୋଟ୍ କାରବାର କରିବା ଅଭିଯୋଗରେ ଏସଟିଏଫ୍ ଢେଙ୍କାନାଳରୁ ଜଣକୁ ଗିରଫ କରିଛି । ବିଶେଷ ସୂଚନା ପାଇ ଏସଟିଏଫ୍ ଓ ପୋଲିସ ପ୍ରଥମେ ଯୋଜନା କରିଥିଲେ । ଗତକାଲି ସନ୍ଧ୍ୟାରେ ଚଢାଉ କରି ରଥପଡାଠା ଗାଁରୁ ତୁଷାର କୁମାର ବିଶ୍ୱାଳ ନାମକ ଜଣେ ବ୍ୟବସାୟୀକୁ ଗିରଫ କରିଛି । ତାଙ୍କ ଘର…

୧୦ ବର୍ଷ ପରେ ନିଖୋଜ ରହସ୍ୟ ଉପରୁ ଉଠିଲା ପରଦା, ମିଳିଲା କଙ୍କାଳ

ଢେଙ୍କାନାଳ: ନିଖୋଜର ୧୦ ବର୍ଷ ପରେ ମିଳିଛି ନରକଙ୍କାଳ । ଢେଙ୍କାନାଳ ଜିଲ୍ଲା ସୁନ୍ଦରୀଖଳା ଅଞ୍ଚଳରୁ ନିଖୋଜଙ୍କ ନରକଙ୍କାଳ ଠାବ ହୋଇଛି । ମାମଲାରେ ଢେଙ୍କନାଳ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏଥିସହ ନିଖୋଜ ଘଟଣା ଉପରୁ ୧୦ ବର୍ଷ ପରେ ପରଦା ହଟିଛି । ମୃତକ ଢେଙ୍କନାଳ ଥାନା ଅନ୍ତର୍ଗତ…

୫୫ ନଂ ଜାତୀୟ ରାଜପଥ ସାମ୍ପ୍ରସାରଣ ସମ୍ପୂର୍ଣ୍ଣ ଦାବିରେ ରାଜପଥ ଅବରୋଧ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓ ଅନୁଗୋଳ ଜିଲ୍ଲାର ଦେଇ ଯାଇଥିବା ୫୫ ନମ୍ୱର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଦାବିରେ ବିଜେଡି କର୍ମୀଙ୍କ ପକ୍ଷରୁ ଚକା ବନ୍ଦ କରାଯାଇଛି । ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବରିଷ୍ଠ ନେତୃ ବୃନ୍ଦମାନେ ଏକାଠି ହୋଇ ୫୫ ନମ୍ବର ଜାତୀୟ…

ଅର୍ଚ୍ଚନା ନାଗ ମାମଲା, ଇଡିରେ ହାଜର ହେଲେ ବିଜେଡି ବିଧାୟକଙ୍କ ଭାଇ

ଭୁବନେଶ୍ୱର: ଇଡି ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଆରମ୍ଭ କରିବା ପରେ ଗୋଟିଏ ପରେ ଗୋଟିଏ ଲିଙ୍କ୍ ପଦାକୁ ଆସୁଛି । ଅର୍ଚ୍ଚନା ନାଗଙ୍କ ସହ ଆର୍ଥିକ କାରବାର କରିଥିବା ବ୍ୟକ୍ତି ବିଶେଷଙ୍କୁ ନୋଟିସ୍ ପରେ ଜଣଙ୍କ ପରେ ଜଣେ ଇଡିରେ ହାଜର ହେଉଛନ୍ତି । ବ୍ଯବସାୟୀ ଅମୀୟକାନ୍ତ, ଫିଲ୍ମ ପ୍ରଯୋଜକ…

ଚାଷ ଜମିରେ ଯୁବକଙ୍କୁ ଦଳିଦେଲା ଦନ୍ତା

କାମାକ୍ଷାନଗର : ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବସୁଲେଇ ଗାଁରେ ହାତୀ ଆତଙ୍କ । ୩୩ ଟି ହାତୀକୁ ଦେଖି ଗାଁଲୋକେ ଛାନିଆ । ଏହାସହ ଚାଷ ଜମିରେ ଜଣେ ଯୁବକଙ୍କୁ ଦଳି ଦେଇଛି ଦନ୍ତା । ମୃତ ଯୁବକ ଜଣକ ବସୁଲେଇ ଗାଁର ରାମ ବେହେରା । ରାମ ନିଜ ଘର…

ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀଙ୍କ ପୂଜା

ଢେଙ୍କାନାଳ: ସବୁଠି ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ସୁନ୍ଦର ସାଜସଜା ସାଙ୍ଗକୁ ରଙ୍ଗ ବେରଙ୍ଗ ଆଲୋକ ଲୋକଙ୍କୁ ମୁଖ୍ୟ ଆକର୍ଷଣ ହୋଇଥିଲା ମା’ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ । ମା’ଙ୍କ ପୂଜା ପାଇଁ ପ୍ରଥମେ କଳସ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା l ମାଙ୍କ ସାମ୍ନାରେ ପୂର୍ଣ୍ଣ କଳସ ରଖାଯିବା…

ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସଜେଇ ହେଲାଣି ଢେଙ୍କାନାଳ

ଢେଙ୍କାନାଳ : ରାତି ପାହିଲେ ମା‘ ଗଜଲକ୍ଷ୍ମୀଙ୍କ ପୂଜା । ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ମା’ଙ୍କ ପୂଜାକୁ ନେଇ ଉତ୍ସବମୁଖର ସାରା ସହର। ଢେଙ୍କାନାଳ ଜିଲ୍ଲାରେ ମା’ଙ୍କ ପୂଜାକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି  । ବାଉଁଶରେ ହେଉଛି ସାଜସଜା l ଆଜିକୁ ୭୫ବର୍ଷ ତଳେ ଏହି ଗଜଲଷ୍ମୀ ପୂଜା…

ଦମ୍ପତିଙ୍କୁ ଦଳି ଦେଲା ଦନ୍ତା, ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ

କାମାକ୍ଷାନଗର: ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚାନ୍ଦପୁର ଗାଁରେ । କାଉଁଶିନାଳୀ ସାହିର ରମେଶ ବେହେରା ଓ ତାଙ୍କ ସ୍ତ୍ରୀ ତାରା ବେହେରା ଭୋର୍ ସମୟରେ ଶୌଚ ପାଇଁ ଘର ପାଖ…

ଅଲୋଡ଼ା ହେଲା ଶିଶୁକନ୍ୟା

ଢେଙ୍କାନାଳ : ଅଲୋଡ଼ା ହେଲା ଶିଶୁକନ୍ୟା ,କଙ୍ଗେଇଲୋ ଗାଁରୁ ଉଦ୍ଧାର ହେଲା ଶିଶୁକନ୍ୟାର ମୃତ ଦେହ   । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍ଗେଇଲୋ ଗାଁ ଶବରସାହି ନିକଟରୁ ଗୋଟିଏ ନବଜାତ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି ପ୍ରାୟ ୨ ରୁ ୩ ଦିନ ହେବ ବୋଲି ଅନୁମାନ…