Latest Odisha News

BREAKING NEWS

Browsing Tag

Dhenkanal

ମରିଗଲା ମାନବିକତା: ପାଳିତ ସନ୍ତାନଙ୍କୁ ଲହୁଲୁହାଣ କରିଦେଲେ ବାପା-ମା’

ଢେଙ୍କାନାଳ : ମରିଗଲା ମାନବିକତା । ନୃଶଂସ ସାଜିଲେ ବାପା ମା’ । ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଦୁଇ ଶିଶୁଙ୍କୁ ମାଡ଼ ମାରି ଲହୁଲୁହାଣ କରି ଘର ଓ ଲାଟିନ ରୁମରେ  ତାଲା ପକାଇଲେ ପାଳିତ ପିତାମାତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ବ୍ରିଜ୍‌ ତଳକୁ ଖସିଲା ବସ୍‌; ୨ମୃତ, ଅନେକ ଆହତ

ଢେଙ୍କାନାଳ: ଭାରସମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିଲା ବସ୍‌  । ଚାଲିଗଲା ୨ଜଣଙ୍କ ଜୀବନ  ।  ସୂଚନା ଅନୁଯାୟୀ, ୫୫ନଂ ଜାତୀୟ ରାଜପଥ ସିମିନଈ ପଞ୍ଚୁବଟି ନିକଟସ୍ଥ ବ୍ରିଜରୁ ଏକ ବସ୍ ଖସିପଡ଼ିଛି । ଫଳରେ ଘଟଣାସ୍ଥଳରେ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇଥିବା ଜଣାପଡ଼ିଛି । ମୃତ…

ପରଜଙ୍ଗରେ ହାତୀ ଆତଙ୍କ : ବୃଦ୍ଧ ଓ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ : ଦିନକୁ ଦିନ ବଢି ଚାଲିଛି ହାତୀ ଉପଦ୍ରବ । ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ହାତୀ । ଫଳରେ ଦନ୍ତା ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖାଲପାଳ ଗାଁର ବୃଦ୍ଧ ଅଲେଖ ନାୟକ ଘର ପାଖ ପଡ଼ିଆକୁ ଶୌଚ ହେବାକୁ…

ଯୋରନ୍ଦା ମେଳା ପାଇଁ ଖୋଲିଲା ବାଟ

ଢେଙ୍କାନଳ : ଯୋରନ୍ଦା ମହିମା ଗାଦିରେ ତୃତୀୟ ବେଢ଼ା ଉଚ୍ଛେଦ ପରେ ମହିମା ସମାଜର ଦୁଇଗୋଷ୍ଠୀ ସାଧୁ ସମାଜଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। କୌପୀନଧାରୀ ମହିମା ସମାଜ ଓ ବଳ୍କଳଧାରୀ ସମାଜ ମଧ୍ୟରେ ବିବାଦ ଯୋଗୁଁ ଯୋରନ୍ଦା ମେଳା ଠିକ୍‌ଭାବେ ପାଳନ ହେବକି ନାହିଁ ଯେଉଁ ଆଶଙ୍କା…

ନଦୀ କୂଳରେ ଫସି ରହିଲେ୧ ହଜାରରୁ ଅଧିକ ଲୋକ

ଢେଙ୍କାନାଳ : ବ୍ରାହ୍ମଣୀ ନଦୀରେ ଅଟକିଲା ବେଆଇନ ଯାତ୍ରୀବାହି ଡଙ୍ଗା । ନଦୀ କୂଳରେ ଫସି ରହିଲେ୧ ହଜାରରୁ ଅଧିକ ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ନାଧେରା ଗାଁ ସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ  । ମାଆ ରାମଚଣ୍ଡୀଙ୍କ ମକର ଯାତ୍ରାକୁ ଯାଇ ଫସି ରହିଥିଲେ ହଜାର ହଜାର…

ଗ୍ରୋସରି ଡିଷ୍ଟ୍ରିବ୍ୟୁଟର ମ୍ୟାନେଜରଙ୍କୁ ଭୁଜାଲିରେ ହାଣି ୧୫ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ

ଢେଙ୍କାନାଳ: ଭୁଜାଲିରେ ହାଣି ୧୫ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ଗାଁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସାମ୍ନାରେ । ଜଣେ ଗ୍ରୋସରି  ଡିଷ୍ଟ୍ରିବ୍ୟୁଟର ମ୍ୟାନେଜରଙ୍କୁ ଭୁଜାଲିରେ ହାଣି ୧୫ ଲକ୍ଷ ଟଙ୍କା ଲୁଟି…

କ୍ରସର ମାଲିକ ଉପରେ ମରଣାନ୍ତକ ଆକ୍ରମଣ କରି ଟଙ୍କା ସୁନା ଲୁଟିନେଲେ ଦୃର୍ବୁତ୍ତ

ଢେଙ୍କାନାଳ : ମୋଟୋଗାଁ ଥାନା ଅନ୍ତର୍ଗତ ନୂଆ ଓଡାପଡ଼ା ଅଞ୍ଚଳରେ ଗୁଳିକାଣ୍ଡ  । ୧୧ ଜଣ ଦୃର୍ବୁତ୍ତ କ୍ରସର ମାଲିକ ଯୁବରଞ୍ଜନ ପଣ୍ଡାଙ୍କ ଉପରେ ଗୁଳି ଚାଳନା କରିଥିଲେ । ଯୁବରଞ୍ଜନ ପଣ୍ଡାଙ୍କ ସହଯୋଗୀ ସୁବ୍ରତ କୁମାର ନାୟକଙ୍କୁ ମଧ୍ୟ ଦୃର୍ବୁତ୍ତମାନେ ଲୁହା ଛଡ଼ରେ ମରଣାନ୍ତକ ଆକ୍ରମଣ କରିବା…

ପଞ୍ଚାୟତ କାର୍ଯ୍ୟାଳୟରେ ଓଲଟା ଝୁଲୁଛି ଜାତୀୟ ପତାକା

ଢେଙ୍କାନାଳ: ଜାତୀୟ ପତାକାକୁ ଅସମ୍ମାନ ।  ଜାତୀୟ ପତାକାକୁ ଝାଲର କରି ଟଙ୍ଗା ଯାଇଛ ଦରଜା ଓ କବାଟରେ  ।   ଓଲଟା ମାଳ କରି ଝୁଲା ଯାଇଛି । ଗୋଟିଏ ବା ଦୁଇ ଦିନ ନୁହେଁ, ଦୀର୍ଘ ଦିନ ହେଲା ଏହି ମାଳ ଏଠାରେ ଝୁଲୁଥିବାବେଳେ କାହାର ଏଥିପ୍ରତି ନଜର ନାହିଁ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି…

ଜନବସତି ମୁହାଁ ହାତୀପଲ, ଫସଲ ନଷ୍ଟ ସହ ଭାଙ୍ଗୁଛନ୍ତି ଘରଦ୍ୱାର

ରାୟଗଡ଼ା/କାମାକ୍ଷାନଗର: ହାତୀ ମାତିଛି । ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛି । ମଣିଷକୁ କଚାଡ଼ି ମାରି ଦେଉଛି । ଉପକୂଳରୁ ଉପାନ୍ତ ସବୁଠି ହାତୀ ଆତଙ୍କ ଦେଖିବାକୁ ମିଳୁଛି । ଜଙ୍ଗଲ ଛାଡ଼ି ହାତୀ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି । ରାୟଗଡ଼ା ଜିଲ୍ଲା ଗୁଣପୁର ସହର ଠାରୁ ମାତ୍ର ୨…