Latest Odisha News

BREAKING NEWS

Browsing Tag

Droupadi Murmu

ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ ମଣ୍ଡଳୀ; ତାରା ବାହିନୀପତି ଦେଲେ କୋଟପାଟ ଶାଢ଼ୀ

ଭୁବନେଶ୍ୱର: ଭୋଟ୍ ଦେଇ ଜିତେଇଥିଲେ । ଆଜି ଆତିଥ୍ୟତା ଗ୍ରହଣ କଲେ ଓଡ଼ିଶା ବିଧାନସଭାର ସଭ୍ୟ ଗଣ । ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶାର ଏକ ବିଧାୟକ ମଣ୍ଡଳୀ ଭେଟିଛନ୍ତି। ରାଷ୍ଟ୍ରପତି ଭବନରେ ନିଜ ରାଜ୍ୟର ବିଧାୟକଙ୍କୁ ଭେଟି ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି ।…

ଅଦ୍ଭୂତ ସଂଯୋଗ: ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ; ଗାର୍ଡ ଅଫ୍ ଅନର ନେତୃତ୍ୱ ନେଲେ ଓଡ଼ିଆ

ନୂଆଦିଲ୍ଲୀ: ସୋମବାର ପୁରା ଭାରତ ଜଣେ ମହିଳା ଆଦିବାସୀ ଓଡ଼ିଆଙ୍କୁ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଉତ୍ସବ ମନାଇଛି । ସେହି ମୁହୂର୍ତ୍ତରେ ଆଉ ଜଣେ ଓଡ଼ିଆ ଅଫିସରଙ୍କ ନେତୃତ୍ୱରେ ମାଡାମ୍ ପ୍ରେସିଡେଣ୍ଟଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ସେ ହେଉଛନ୍ତି ଶିଖ୍ ରେଜିମେଣ୍ଟ ଷଷ୍ଠ…

ମୋ ଜୀବନେ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ: ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏ.ଭି.ରମଣା, ଦ୍ରୌପଦୀ ମୁର୍ମୁ ଙ୍କୁ ୧୫ତମ ରାଷ୍ଟ୍ରପତି ଭାବରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ଶ୍ରୀମତୀ…

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୟୂରଭଂଜ ବିଧାୟକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶପଥ ସମାରୋହର ଦିନକ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ବିଧାୟକମାନେ  ନୂଆଦିଲ୍ଲୀ ଠାରେ ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଉଦଳା ବିଧାୟକ ତଥା ବିଜେପି ରାଜ୍ୟ…

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ କାର୍ଯ୍ୟଭାର ଗ୍ରହଣ ସମାରୋହ

ଓଡ଼ିଶା ସମ୍ବାଦ ବ୍ୟୁରୋ: ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ଜୁଲାଇ ୨୫, ୨୦୨୨ ସୋମବାର ଦିନ ୧୦ଟା ୧୫ମିନିଟ୍‌ରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଅନୁଷ୍ଠିତ ସମାରୋହରେ କାର୍ଯ୍ୟଭାର ଗ୍ରହଣ କରିବେ । ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ,…

ବିରୋଧୀଙ୍କ କ୍ରସ୍‌ଭୋଟିଂ : ଓଡ଼ିଶାରୁ 1 ଆସାମରୁ 22

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ସହଜରେ ଜିତିଛନ୍ତି । ପୂର୍ବରୁ ମଧ୍ୟ ସେ ବିଜୟଲାଭ କରିବେ ବୋଲି ଜଣାଥିଲା । କିନ୍ତୁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ ଏବେ 2024 ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଚକିତ କରିଛି। ବିରୋଧୀ ଦଳମାନେ ନିଜ ଦଳର ବିଧାୟକ…

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ ଯୋଗେ କଥା ହୋଇଛନ୍ତି । ଓଡ଼ିଶାବାସୀଙ୍କ ତରଫରୁ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ସଫଳତା ପାଇଁ ଓଡ଼ିଶାବାସୀ ଗର୍ବିତ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।…

[ଦେଖନ୍ତୁ ଭିଡିଓ] ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ  

ନୂଆଦିଲ୍ଲୀ: ଲେଖା ହେଲା ଇତିହାସ । ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହୋଇଛନ୍ତି । ମୁର୍ମୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଯଶୱନ୍ତ ସିହ୍ନାଙ୍କୁ ବହୁ ଭୋଟରେ ପରାସ୍ତ କରି ବିଜୟ ଲାଭ…

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପୂର୍ବରୁ ଉତ୍ସବମୁଖର ରାଇରଙ୍ଗପୁର

ରାଇରଙ୍ଗପୁର: ମାଟିର ମହିଳା ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପୂର୍ବରୁ ରାଇରଙ୍ଗପୁର ଉତ୍ସବମୁଖର ହୋଇଯାଇଛି । ରଙ୍ଗ ଖେଳ, ବାଣ, ବାଦ୍ୟ, ବାଜା ସାଙ୍ଗକୁ ପାରମ୍ପରିକ ନୃତ୍ୟରେ ଦୁଲୁକୁଛି ରାଇରଙ୍ଗପୁର ରାସ୍ତା । ପୁରା ଜିଲ୍ଲା ବାସୀ ମଉଜ ମନରେ ଅଛନ୍ତି । ରାଇରଙ୍ଗପୁର ସହର ଏବଂ ଦ୍ରୌପଦୀଙ୍କ ଘର…

କିଏ ଯିବେ ରାଇସିନା ହିଲ୍ ? ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଗଣତି ଜାରି

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା ? କିଏ ଯିବେ ରାଇସିନା ହିଲ୍ ? ରାଷ୍ଟ୍ରପତି ପଦ ପାଇଁ ୧୮ ତାରିଖରେ ହୋଇଥିବା ନିର୍ବାଚନର ଆଜି ଭୋଟ୍ ଗଣତି ଚାଲିଛି । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ଓ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ…