Latest Odisha News

BREAKING NEWS

Browsing Tag

EOW

ଫେକ୍ ଜବ୍ ରାକେଟ୍ ମାମଲାରେ ଆଉ ଜଣଙ୍କୁ ବିହାରରୁ ବାନ୍ଧିଲା EOW

ଭୁବନେଶ୍ୱର: ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ସଂଗଠନ ନାଁରେ ଫେକ୍ ଜବ୍ ରାକେଟ ମାମଲାରେ ଇଓଡବ୍ଲୁ ଆଉ ଜଣଙ୍କୁ ଗିରଫ କରିଛି । ବିହାରର ମହାରାଜଗଞ୍ଜରୁ ଅମିତ କୁମାର ସିଂଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ପୂର୍ବରୁ ଏହି ମାମଲାରେ ଇଓଡବ୍ଲୁ ମୁଖ୍ୟ ଅଭିଯୁକ୍ତ ଧର୍ମପାଲ…

GRKS ୱେବସାଇଟରେ ଚାକିରି ନାଁରେ ଠକେଇ ମାମଲା, ବିହାରରୁ ବନ୍ଧା ହେଲା ଦ୍ୱିତୀୟ ଅଭିଯୁକ୍ତ

ଭୁବନେଶ୍ୱର: ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ୱେବସାଇଟ୍ ଖୋଲି ଚାକିରି ଯୋଗାଇ ଦେବା ନାଁରେ ଠକେଇ ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗିରଫ ଜଣଙ୍କ ବିହାର ଗୋପାଳଗଞ୍ଜର ଜୟରାମ ତିୱାରୀ । ପୂର୍ବରୁ ଇଓଡବ୍ଲୁ ବିହାରରୁ ଏହି ରାକେଟର ମୁଖ୍ୟ ଅଭିଯୁକ୍ତ ଧର୍ମପାଲ ସିଂଙ୍କୁ ଗିରଫ…

୧୭ ରାଜ୍ୟରେ ଗ୍ରାମୀଣ ରୋଜଗାର ନାଁରେ କରୁଥିଲେ ଠକେଇ, ଧରିଲା ଇଓଡବ୍ଲୁ

ଭୁବନେଶ୍ୱର: ଚାକିରି ନାଁରେ ଠକେଇ କରୁଥିବା ଏକ ବଡ଼ ରାକେଟକୁ ଓଡ଼ିଶା ଇଓଡବ୍ଲୁ ଧରିବାରେ ସକ୍ଷମ ହୋଇଛି । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଦେଶର ପ୍ରାୟ ୧୭ଟି ରାଜ୍ୟରେ ଏହି ରାକେଟ ଠକେଇ କରୁଥିଲା । ସଂସ୍ଥାର ସମ୍ପାଦକ ଧର୍ମପାଲ ସିଂଙ୍କୁ ଅର୍ଥନୈତିକ ଅପରାଧ ଶାଖା ବିହାରର…

ଚାକିରି ନାଁରେ ୫୦ ହଜାର ଯୁବକ ଯୁବତୀଙ୍କୁ ଠକେଇ, ମଧ୍ୟପ୍ରଦେଶରୁ ହେଉଥିଲା ଅପରେଟ୍

ଭୁବନେଶ୍ୱର: ୱେବସାଇଟରେ ଚାକିରି ଅଫର୍ । ଲୋଭନୀୟ ଅଫର୍ ଦେଇ ଲୁଟୁଥିଲେ । ଟାର୍ଗେଟରେ ଥିଲେ ଓଡ଼ିଶା ସହ ଗୁଜରାଟର ଯୁବକ ଯୁବତୀ । ଚାକିରି ନାଁରେ ଠକେଇ କରୁଥିବା ଅଭିଯୋଗରେ ଓଡ଼ିଶା ଅର୍ଥନୈତିକ ଅପରାଧିକ ଶାଖା ମଧ୍ୟପ୍ରଦେଶର ଜାଓାରରୁ ଜଣଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ଅର୍ପିତ…

ଚାକିରି ନାଁରେ ଠକୁଥିଲା, ଉତ୍ତରପ୍ରଦେଶରୁ ବାନ୍ଧିଲା ରାଜ୍ୟ ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଉତ୍ତରପ୍ରଦେଶରୁ ଓଡିଶାକୁ ଲମ୍ୱିଥିଲା ଠକେଇର ଚେର । ଚାକିରି କରାଇଦେବା ନାଁରେ ଆଶାୟୀଙ୍କୁ ଠକୁଥିଲେ । ତିନି ମାସ ତଳୁ ଠକେଇ ଗ୍ୟାଙ୍ଗକୁ ଧରିବାକୁ ଜାଲ ବିଛାଇଥିଲା ରାଜ୍ୟ ଅପରାଧ ଶାଖା (EOW) । ଶେଷରେ ଉତ୍ତରପ୍ରଦେଶର ଅଲିଗଡରୁ ଏହି ଜବ୍ ଫ୍ରଡ୍ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ…

୧୨କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସବସିଡି ହେରଫେର୍ ମାମଲାରେ ୩ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: କୃଷି ଉପକରଣ ସବସିଡି ବାବଦକୁ ୧୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେରଫେର ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲା ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁ । ରାଜଧାନୀ, ଦଶପଲ୍ଲା ଓ ବ୍ରହ୍ମପୁରରେ ଗତକାଲିଠାରୁ ଚଢାଉ କରି ଇଓଡବ୍ଲ୍ୟୁ ୩ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ ପ୍ରଦୀପ କୁମାର…

ନବରଙ୍ଗପୁରରୁ ଭାୟା ବୈଶିଙ୍ଗା ଦେଇ ରାଜସ୍ଥାନରୁ ଚଳାଉଥିଲେ ରାକେଟ୍, ଟାର୍ଗେଟରେ ଥିଲା ୪ ରାଜ୍ୟ

ଭୁବନେଶ୍ୱର: ୨ ଜଣ ସାଇବର ଅଭିଯୁକ୍ତ, ୪ ରାଜ୍ୟରେ କରୁଥିଲେ ଅନଲାଇନ୍ ଲୁଟ୍ । ଏମାନଙ୍କ ଟାର୍ଗେଟରେ ଥିଲା ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ । ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ରାଜସ୍ଥାନ ପୋଲିସ ସହାୟତାରେ ୨ ଅଭିଯୁକ୍ତଙ୍କୁ ଅଲୱରର ରାମଗଡ଼ରୁ ଗିରଫ କରିଛି । ଗିରଫ ୨…

ଜବଲପୁରର ଆରଟିଓ ନା କୁବେର ରାଜା

ଭୋପାଳ:  ମଧ୍ୟପ୍ରଦେଶ ରାଜ୍ୟର ଜବଲପୁରରେ ଆରଟିଓ ଅଫିସରଙ୍କ ଘରୁ  ମିଳିଛି କୁବେରଙ୍କ ସମ୍ପତ୍ତି । ଆମେ ଏହି ଆରଟିଓ ଅଫିସରଙ୍କୁ କୁବେର ଏଥିପାଇଁ କହୁଛୁ ଯେତେବେଳେ ଅୟଠାରୁ ଅଧିକ ସମ୍ପତ୍ତି ମାମଲାରେ ଜବଲପୁର ଆରଟିଓ ସନ୍ତୋଷ  ପାଲ ସିଂଙ୍କ ଘରେ ଇଓଡବ୍ଲୁ ଚଢାଉ କରିଥିଲା, ସେତେବେଳେ ସମସ୍ତେ…

ବିଚାର ବିଭାଗୀୟ ହାଜତକୁ ଗଲେ ଠକେଇ ଅଭିଯୋଗରେ ଗିରଫ ଘରୋଇ ନ୍ୟୁଜ୍ ଚ୍ୟାନେଲ୍ ସମ୍ପାଦକ

ଭୁବନେଶ୍ୱର: ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW) ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି । ଗିରଫ ପରେ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ କୋର୍ଟ ଚାଲାଣ କରିଥିଲା । ଜାମିନ୍ ନାମଞ୍ଜୁର ହେବାରୁ କୋର୍ଟ ଜୁଲାଇ ୧୩ ପର୍ଯ୍ୟନ୍ତ…

ଘରୋଇ ଟିଭି ନ୍ୟୁଜ୍ ଚ୍ୟାନେଲ୍ ସମ୍ପାଦକଙ୍କ ଘରେ EOW ରେଡ୍

ଭୁବନେଶ୍ୱର: ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ସମ୍ପାଦକଙ୍କ ଘରେ ଅର୍ଥନୈତିକ ଅପରାଧ ଶାଖା (EOW) ଚଢ଼ାଉ କରିଛି । ପ୍ରାୟ ୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଓଡବ୍ଲୁ ଚଢ଼ାଉ କରିଥିବା ସୂଚନା ମିଳିଛି । ଖବର ଅନୁସାରେ, ଏକ ଘରୋଇ ଟିଭି ଚ୍ୟାନେଲର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଜର ପାଇଁ ଇଓଡବ୍ଲୁ…