Latest Odisha News

BREAKING NEWS

Browsing Tag

Farmer Protest

ସରକାରଙ୍କ ତରଫରୁ ଦିଆଯାଇଥିବା ଖାଦ୍ୟ ଖାଇଲେନି ଚାଷୀ ନେତା, ସିଂଘୁ ବୋର୍ଡରରୁ ଆସିଲା ଲଞ୍ଚ

ନୂଆଦିଲ୍ଲୀ: କୃଷକ ଓ ସରକାରଙ୍କ ମଧ୍ୟରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଆଲୋଚନା । ଦୀର୍ଘ ସମୟ ହେବ ମାରାଥନ ବୈଠକ କରାଯାଉଛି । ବୈଠକ ବେଳେ ଲଞ୍ଚ ବ୍ରେକ୍ ହୋଇଥିଲା । ଏହି ସମୟରେ ସରକାରଙ୍କ ପକ୍ଷରୁ କୃଷକ ନେତାଙ୍କୁ ଭୋଜନ ଖାଇବାକୁ ଦିଆଯାଇଥିଲା । ହେଲେ ଚାଷୀନେତା ସରକାରଙ୍କ ଭୋଜନକୁ…

କେନ୍ଦ୍ର ସରକାରଙ୍କୁ ଏମିତି ଚରମ ଚେତାବନୀ ଦେଇଛନ୍ତି ଚାଷୀ

ନୂଆଦିଲ୍ଲୀ: ଚାଷୀଙ୍କ ଆନ୍ଦୋଳନ ନେଇ ଆଲୋଚନା ଟେବୁଲରେ କେନ୍ଦ୍ର ସରକାର । ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନକାରୀ ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା ଚାଲିଛି। ଆସନ୍ତାକାଲି ପୁଣି ଆଲୋଚନା ରହିଛି। ତାପୂର୍ବରୁ ସରକାରଙ୍କ ଚରମବାଣୀ ଶୁଣାଇଛନ୍ତି ଚାଷୀ। ଚାଷୀଚେତେଇ ଦେଇଛନ୍ତି, କୃଷି…

ୟୁଟ୍ୟୁବ୍‌ରେ ଭାଇରାଲ୍‌ ହେଉଛି କୃଷକ ଆନ୍ଦୋଳନକୁ ଆହୁରି ସଶକ୍ତ କରୁଥିବା ଏହି ପଞ୍ଜାବୀ ଗୀତ

ନୂଆଦିଲ୍ଲୀ: କୃଷକ ଆଇନ ବିରୋଧରେ କୃଷକଙ୍କ ପ୍ରଦର୍ଶନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହି ସମୟରେ, କୃଷକମାନେ ଏହି ଆନ୍ଦୋଳନକୁ ନୂତନ ଶକ୍ତି ଦେବା ପାଇଁ କାର୍ଯ୍ୟ କରୁଛନ୍ତି, ପଞ୍ଜାବୀ ଗାୟକମାନଙ୍କ ଦ୍ୱାରା ଗାଇଥିବା ଗୀତଗୁଡ଼ିକରେ କୃଷକ ଆଇନ ବିଷୟରେ ଅନେକ କଥା କୁହାଯାଇଛି ଯାହା…

ଆଲୋଚନାରୁ ବାହାରିପାରିଲାନି ନିଷ୍କର୍ସ: ଜାରି ରହିବ ଆନ୍ଦୋଳନ, ୩ ତାରିଖରେ ପୁଣି ବୈଠକ

ନୂଆଦିଲ୍ଲୀ: ବିଜ୍ଞାନ ଭବନରେ ସରକାର ଓ କୃଷକଙ୍କ ମଧ୍ୟରେ ହୋଇଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ୩ ଘଣ୍ଟାରୁ ଅଧିକ ସମୟ ଧରି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ୩୫ଟି କୃଷକ ସଂଗଠନର ନେତାଙ୍କ ସହ ବୈଠକ ହୋଇଥିଲା । ବୈଠକ ପରେ କୃଷି ମନ୍ତ୍ରୀ କହିଛନ୍ତି, ସରକାର…

କୃଷକ ଆନ୍ଦୋଳନକୁ କାନାଡା ପିଏମ୍‌ଙ୍କ ସମର୍ଥନ; କହିଲେ ଭାରତରୁ କୃଷକଙ୍କ ପ୍ରଦର୍ଶନକୁ ନେଇ ଆସୁଥିବା ଖବର ଚିନ୍ତାଜନକ

ନୂଆଦିଲ୍ଲୀ: ଉତ୍ତର ଭାରତରେ କୃଷି ଆଇନ ପ୍ରସଙ୍ଗରେ ଚାଷୀଙ୍କ ଆନ୍ଦୋଳନ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତରେ ହୋଇଥିବା ଏହି ପ୍ରତିବାଦରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବାର ଅଧିକାରକୁ କାନାଡା…

କେନ୍ଦ୍ରର ପ୍ରସ୍ତାବକୁ କୃଷକଙ୍କ ପ୍ରତ୍ୟାଖ୍ୟାନ: ବୁରାଡି ମୈଦାନ ନୁହଁ, ଓପନ ଜେଲ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ପଛକୁ ହଟିବାକୁ ପ୍ରସ୍ତୁତ ନାହାନ୍ତି । ଅପରାହ୍ଣରେ କୃଷକ ସଂଘ ପକ୍ଷରୁ ଦ୍ବିତୀୟ ଥର ବୈଠକ ହୋଇଛି । ବୈଠକ ପରେ କୃଷକଙ୍କ ପକ୍ଷରୁ ପ୍ରେସ୍ କନଫରେନ୍ସ କରାଯାଇ ସରକାରଙ୍କୁ ଟାର୍ଗେଟ୍ କରାଯାଇଥିଲା । କହିଛନ୍ତି, ସରକାର ଆମ…

ସିନ୍ଧୁ ସୀମାରେ କୃଷକଙ୍କ ପ୍ରଦର୍ଶନର ପ୍ରଭାବ, ଖସିଲା ପିଆଜ ବଢିଲା ଆଳୁ ଦର

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଲଗାତାର ଆନ୍ଦୋଳନ ବର୍ତ୍ତମାନ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଉଛି। ବାସ୍ତବରେ, ଦିଲ୍ଲୀକୁ ପଞ୍ଜାବ ଏବଂ ହରିୟାଣା ସହିତ ସଂଯୋଗ କରୁଥିବା ଦିଲ୍ଲୀ ସୀମାରେ କୃଷକମାନଙ୍କର ଏକ ଦୃଢ ପ୍ରଦର୍ଶନ ଜାରି ରହିଛି। ଟିକରୀ ସୀମା ମଧ୍ୟ ଦିଲ୍ଲୀକୁ ପଞ୍ଜାବ ଏବଂ…

ଆନ୍ଦୋଳନରତ କୃଷକଙ୍କୁ ଗୃହମନ୍ତ୍ରୀଙ୍କ ବାର୍ତ୍ତା, କେନ୍ଦ୍ର ସରକାର ଆଲୋଚନା ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକଙ୍କୁ ବାର୍ତ୍ତା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଛନ୍ତି, ଚାଷୀଙ୍କ ସହ ଆଲୋଚନା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି । କେନ୍ଦ୍ର ସରକାର ଚାଷୀଙ୍କ ପ୍ରତ୍ୟେକ ସମସ୍ୟା ଓ ଦାବି ଉପରେ ବିଚାର କରିବାକୁ…

ଚାଷୀଙ୍କ ବିରୋଧରେ ଏତଲାକୁ ରାହୁଲଙ୍କ ନିନ୍ଦା, କହିଲେ ଆମ ପାଇଁ ଜୟ କିଷାନ ଥିଲେ ରହିବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦ୍ବାରା ଅଣାଯାଇଥିବା କୃଷି ଆଇନକୁ ବିରୋଧ କରି କୃଷକ ଏବେ ପ୍ରଦର୍ଶନ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ହରିୟାଣାରେ କୃଷକଙ୍କୁ ଅଟକାଇବା ପାଇଁ ଉଦ୍ୟମ କରାଯାଇଥିଲା । ଅନେକ କୃଷକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହାକୁ ନେଇ କଂଗ୍ରେସ ନେତା…

କୃଷକଙ୍କୁ ଦିଲ୍ଲୀକୁ ମିଳିଲା ଏଣ୍ଟ୍ରି, ହରିୟାଣା ଓ ପଞ୍ଜାବ ବର୍ଡରରୁ ବ୍ୟାରିକେଡ୍ ହଟାଇଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀରେ କୃଷକଙ୍କ ବିକ୍ଷୋଭ ପାଇଁ ଶେଷରେ ଅନୁମତି ଦେଇଛି ପୋଲିସ । କୃଷକମାନେ ସିନ୍ଧୁ ବୋର୍ଡର ଦେଇ ଦିଲ୍ଲୀ ଯାଇପାରିବେ । ଏହି ସମୟରେ ପୋଲିସ ଟିମ୍ କୃଷକଙ୍କ ସହ ରହିବ । ଉତ୍ତର ଦିଲ୍ଲୀର ବୁରାଡିରେ ପୋଲିସ ଉପସ୍ଥିତିରେ ଆନ୍ଦୋଳନ ହେବ । ହେଲେ କୃଷକମାନେ ବୁରାଡି ଯିବା ପାଇଁ…