Latest Odisha News

BREAKING NEWS

Browsing Tag

Fine

ଭୁଲ୍ ଅସ୍ତ୍ରୋପଚାର ପାଇଁ ୮୦ ଲକ୍ଷ ଗଣିବେ ୨ ଡାକ୍ତର ଓ ନର୍ସିଂ ହୋମ୍

ଭୁବନେଶ୍ୱର: ଘରୋଇ ନର୍ସିଂ ହୋମ୍ ସହ ୨ ଡାକ୍ତରଙ୍କୁ ୮୦ ଲକ୍ଷ ଟଙ୍କା ଜରିମାନା । ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଦିବ୍ଯାଙ୍ଗ ହେବା ଓ ଚାକିରି ହରାଇବା ମାମଲାରେ ସମ୍ବଲପୁର ଖାଉଟି ଅଦାଲତ ୮୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ସୂଚନା ଅନୁସାରେ, ସମ୍ବଲପୁର ମୋଦିପାରାର ସୁମିତ୍ ଦାଶ…

ସିଗାରେଟ୍, ତମାଖୁ ବ୍ୟାନ କଲା ଦିଲ୍ଲୀ ଏମ୍ସ: ଖିଲାପକାରୀ ଦେବେ ଜରିମାନା

ନୂଆଦିଲ୍ଲୀ: ଡାକ୍ତର ହେଉ ଅବା ରୋଗୀ କିମ୍ୱା କର୍ମଚାରୀ ସମସ୍ତଙ୍କ ପାଇଁ ଦିଲ୍ଲୀ ଏମ୍ସ ଭିତରେ ଲାଗିଲା କଟକଣା । ଏମ୍ସକୁ ସିଗାରେଟ ଓ ଗୁଟଖା ନେଇ ଯିବେ ନାହିଁ ଏମାନେ । ଯଦି ନିୟମ ଖିଲାପ କରନ୍ତି, ତେବେ ଲାଗିବ ଜରିମାନା । ଦୃଢ କାର୍ଯ୍ୟାନୁଷ୍ଠାନ ବି ନିଆଯିବ । ଏନେଇ ନେଇ ଜାରି କରିଛି…

ରାଜଧାନୀରେ ଦୋକାନ କରିଥିଲେ ରଖନ୍ତୁ ୨ଟି ଡଷ୍ଟବିନ୍, ନହେଲେ ଦେବେ ଜରିମାନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଏମସି ପରିମଳକୁ ଗୁରୁତ୍ୱ ଦେଉଛି । ବିଶେଷକରି ହାଟ ବଜାର ଓ ରାସ୍ତାକଡ଼ରେ ଥିବା ଦୋକାନ ଗୁଡ଼ିକରେ ୨ଟି ଲେଖାଏ ଡଷ୍ଟବିନ୍ ରଖିବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ଗୋଟିଏ ଡଷ୍ଟବିନରେ ଶୁଖିଲା ଓ ଅନ୍ୟଟିରେ ଓଦା ବର୍ଜ୍ୟବସ୍ତୁ ପକାଇବେ । ଏବଂ ନିୟମିତ ଉକ୍ତ…

ହେଲମେଟ ଚେକିଂ: ଗୋଟିଏ ଦିନରେ 2073 ଚାଲାଣ ଜାରି , 400 ଡିଏଲ୍ ସ୍ଥଗିତ

କଟକ:  ଜାତୀୟ ତଥା ରାଜ୍ୟ ରାଜପଥରେ ହେଲମେଟ ନପିନ୍ଧି  ଦୁଇଚକିଆ ଯାନ ଚଳାଚଳ ବିରୁଦ୍ଧରେ ଚାଲିଛି ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଡ୍ରାଇଭ । ବିନା ହେଲମେଟ ପାଇଁ ଗତ 24 ଘଣ୍ଟା ମଧ୍ୟରେ ମୋଟ 2073 ଇ-ଚାଲାଣ ଜାରି କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ବିନା ଗାଡି ଚଳାଇବା ପାଇଁ ମୋଟ 77 ଟି ଗାଡି ଜବତ…

ଭାଙ୍ଗିଲେ କ୍ୱାରେଣ୍ଟାଇନ୍ ନିୟମ, ଗଣିଲେ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ଜରିମାନା

ଭୁବନେଶ୍ୱର: କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିବା ଜଣେ ବ୍ୟକ୍ତିଙ୍କୁ ଅତିରିକ୍ତ ମହଙ୍ଗା ପଡିଛି । ଘଟଣା ୧୦୦କି ୨୦୦ ଟଙ୍କାରେ ତୁଟିନଥିଲା । ବରଂ ଜରିମାନା ଭାବେ ସେହି ବ୍ୟକ୍ତିଙ୍କୁ ୨ଲକ୍ଷ ୫୮ହଜାର ୩୨୯ ଟଙ୍କା ଦେବାକୁ ନୋଟିସ୍ ଜାରି ହୋଇଛି । ଏହି ଘଟଣାଟି ଘଟିଛି ତାଇୱାନର କାଓସିଙ୍ଗ୍ ସହରରେ ।…

ଫାଇନ ଦେଲେ ପିସିସି ସଭାପତି

ଭୁବନେଶ୍ୱର: କରୋନା ସମୟରେ ସାମାଜିକ ଦୂରତା ନମାନି ରାଜନୈତିକ କାର୍ଯ୍ୟକ୍ରମ କରିଥିବାରୁ ପିସିସି ସଭାପତି ଜରିମାନା ଦେଇଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଠାରୁ ଫାଇନ କାଟିଛି ପୋଲିସ । ସେ ୫ଶହ ଟଙ୍କା ଫାଇନ୍ ଦେଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାରେ ବିଫଳତାକୁ ନେଇ…

ଟ୍ରାଫିକ୍ ନିୟମ ଭାଙ୍ଗି ଫସିଲେ ନାବାଳକ; ଜାଣନ୍ତୁ, ତା’ପରେ କଣ ହେଲା…

ଭଦ୍ରକ: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ନିୟମ୍ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ମଧ୍ୟ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମ୍ ଉଲଘଂନ କରି ଫସିଛନ୍ତି ଜଣେ ନାବାଳକ । ପ୍ରାପ୍ତ ସୂଚନାନୁଯାୟୀ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକ୍ ଅନ୍ତର୍ଗତ କହଁର ଛକ ଠାରେ…

ବିନା ହେଲମେଟରେ ଗାଡି ଚାଳନା; ତଣ୍ଡ ଗଣିଲେ ଏହି ଓଡିଆ ଅଭିନେତା

ଭୁବନେଶ୍ୱର: ନୂଆ ମୋଟର ଭେହିକିଲ୍ ଆଇନ୍ ଅନୁଯାୟୀ ଗତ ବୁଧବାର ଦିନ ବିନା ହେଲମେଟରେ ଗାଡି ଚଳାଇ ପ୍ରାୟ ୧୦୦୦ଟଙ୍କା ଜୋରିମାନା ଭରିଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍ ଓରଫ୍ ତନ୍ମୟ ମହାନ୍ତି । ସେ ହେଲମେଟ୍ ନପିନ୍ଧି ଏକୁଟିଆ ବାଇକ୍ ଚଳାଉଥିବା ବେଳେ କଳିଙ୍ଗ ନଗରରେ ଥିବା…

ଟ୍ରାଫିକ୍ ନିୟମ୍ କଡାକଡି: ବାଇକ୍ ଚାଳକଙ୍କୁ ୨୨ ହଜାରରୁ ଅଧିକ ଫାଇନ୍

ବଲାଙ୍ଗିର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ନିୟମ୍ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମ୍ ଉଲଘଂନ ଅଭିଯୋଗରେ ରବିବାର ଦିନ ବଲାଙ୍ଗିରରେ ଜଣେ ବାଇକ୍ ଚାଳକ ଉପରେ ଲାଗିଛି ପ୍ରାୟ ୨୨ ହଜାର ୫୦୦ ଟଙ୍କାର ଜୋରିମାନା । ଉକ୍ତ…