Latest Odisha News

BREAKING NEWS

Browsing Tag

Jagatpur

୫ ବାଇକ୍ ଓ ୨ କାର୍ ଉପରେ ଚଢିଗଲା ଟ୍ରକ୍

କଟକ:କଟକ ଜିଲ୍ଲା ଜଗତପୁର ଖଇରା ପୋଲ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । ସନ୍ଧ୍ୟାରେ ଭାରସାମ୍ୟ ହରାଇ ୫ଟି ବାଇକ୍ ଓ ୨ଟି କାର୍ ଉପରେ ମାଡ଼ି ଯାଇଛି ଟ୍ରକ୍।  ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଆହତ ହୋଇଛନ୍ତି ।   ମୃତକ ଜଣକ ସେଠିକାର ଫଳ ଦୋକାନୀ ଓ ତାଙ୍କ ନାମ ସୁବାସ ସାହୁ। ଏହି…

କଟକ ଜଗତପୁରରୁ ପୁଣି ନକଲି ଘିଅ କାରଖାନା ଠାବ

କଟକ : କଟକ ଜଗତପୁର ଶିଳ୍ପାଞ୍ଚଳରୁ ପୁଣି ଠାବ ହୋଇଛି ନକଲି ଘିଅ କାରଖାନା । ପୋଲିସ ଚଢ଼ାଉ କରି ନକଲି ଘିଅ ଜବତ କରିଛି । ଅସଲି ବ୍ରାଣ୍ଡରେ ଭେଜାଲ ମାଲ୍ ରଖି ଗ୍ରାହକଙ୍କୁ ଠକୁଥିଲା କମ୍ପାନୀ । ସୁବାସ ବ୍ରାଣ୍ଡର ଅପମିଶ୍ରିତ ସାମଗ୍ରୀକୁ ପୋଲିସ ଜବତ କରି ନଷ୍ଟ କରିଛି । କେବଳ ଘିଅ…

କଟକରୁ ନକଲି ସିମେଣ୍ଟ କାରଖାନା ଠାବ, ଜଣେ ଅଟକ

କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ । କେତେବେଳେ ହଦଳିଗୁଣ୍ଡ ତ ପୁଣି କେବେ ସୋୟା ବଡ଼ି, ଟମାଟୋ ସସ୍ । ନକଲି ଘିଅ, ତେଲ ପରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ଆଜି କଟକ-ଚାନ୍ଦବାଲି ରାସ୍ତାର ଜଗତପୁରଠାରେ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି । କୌଣସି ସୂତ୍ରରୁ…

ଦୋକାନ ପଛପାଖ କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ଜଗତପୁର: ସୁନା ଦୋକାନରେ କଳାକନା ବୁଲାଇ ଦେଲେ ଲୁଟେରା । ଦୋକାନ ପଛପାଖ କାନ୍ଥ ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । କଟକ ଜଗତପୁର ସ୍ଥିତ ଆଇବି ରୋଡରେ ଥିବା ସୁନାଗହଣା ଦୋକାନରୁ ଏହି ଲୁଟ୍ ହୋଇଛି । ଅଭିଯୋଗ ଅନୁସାରେ ଲୁଟେରା ୬୦ଭରି ସୁନା, ୩୫ କେଜି ରୁପା ଓ ନଗଦ ୬୦ ହଜାର ଟଙ୍କା…

ଟ୍ରକ ଧକ୍କାରେ ଆଖି ବୁଜିଲେ ପରିବାରର ଏକ ମାତ୍ର ରୋଜଗାରିଆ ଝିଅ ମଧୁସ୍ମିତା

କଟକ : ଚୌଦ୍ୱାର ଅଂଚଳର ମଧୁସ୍ମିତା ଦଳେଇ । ଟାଙ୍ଗୀ ସ୍ଥିତ ଏକ ଗାଡି ସୋ ରୁମର କର୍ମଚାରୀ । ଲକ୍‌ଡାଉନ ଥିଲେ ମଧ୍ୟ ଅଫିସରେ କୌଣସି ଜରୁରୀ କାମ ଥିବାରୁ ତାଙ୍କୁ ଡକାଯାଇଥିଲା । ଘରୁ ସ୍କୁଟିରେ ବାହାରିଥିଲେ ମଧୁସ୍ମିତା । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । କାରଣ ତାଙ୍କ ପାଇଁ ବାଟରେ…