Latest Odisha News

BREAKING NEWS

Browsing Tag

JDU

ବିହାର ରାଜନୀତି: ସୋନିଆଙ୍କୁ ଠକିଦେବେ କି କଂଗ୍ରେସ ବିଧାୟକ ! ଆକ୍ସନ ମୁଡ଼ରେ କଂଗ୍ରେସ

ନୂଆଦିଲ୍ଲୀ: ବିହାର ରାଜନୈତିକ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଗତକାଲି ଠାରୁ କଂଗ୍ରେସ ବିଧାୟକଙ୍କ ଫୋନ ବନ୍ଦ ରହିଥିବା ବେଳେ ଏହି ଘଟଣା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ମେଣ୍ଟ ସରକାର ଭାଙ୍ଗିବାକୁ ଥିବା ବେଳେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ବିହାରରେ…

ନୀତିଶଙ୍କୁ ନିଜ ମାଟିରେ ସଫା କରିବାକୁ ଶାହାଙ୍କ ଗେମପ୍ଲାନ !

ଭୁବନେଶ୍ୱର: ବିହାର ଉପରେ ଏବେ ବିଜେପିର ନଜର। ନୀତିଶ କୁମାର ବିଜେପି ହାତ ଛାଡିବା ସହ ଇଣ୍ଡିଆ ମେଣ୍ଟକୁ ଶକ୍ତ କରାଇବାରେ ପ୍ରମୁଖ ଭୂମିକା ନେଉଛନ୍ତି। ଏପରିକି ଲାଲୁ ପ୍ରସାଦ ଯାଦବ ଓ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ମେଣ୍ଟକୁ ସଫଳତାର ସହ ଆଗକୁ ନେବା ଦିଗରେ ସବୁ…

ନିଜେ ବୁଡିବା ସହ ‘ଇଣ୍ଡିଆ’ କୁ ବୁଡାଇବେ ନୀତିଶ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ନିର୍ଣ୍ଣାୟକ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇଣ୍ଡିଆ ମେଣ୍ଟ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି ଏକ ପ୍ରମୁଖ ଚେହେରା ଚୟନ ଓ ସିଟ ଭାଗବଣ୍ଟା। ଯାହାକୁ ନେଇ ବିରୋଧୀ ମେଣ୍ଟ ଜୋରଦାର ମନ୍ଥନ କରିବା ଆରମ୍ଭ କରିଛି। ଏଭଳି ସ୍ଥିତିରେ ବିହାର…

‘ବିହାର ରାଜନୀତି’, ନୀତିଶଙ୍କ ପାଦତଳୁ ମାଟି ଖସୁଛି!

ଭୁବନେଶ୍ୱର: ବିରୋଧୀଙ୍କୁ ଏକାଠି କରି ମୋଦିଙ୍କୁ ସତ୍ତାରୁ ହଟାଇବାକୁ ଯୋଜନାବଦ୍ଧ ଭାବେ ଆଗେଇ ଚାଲିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଝଟକା। ଆଗାମୀ ୨୩ ତାରିଖରେ ପାଟନାରେ ବିରୋଧୀଙ୍କ ବୈଠକ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ବିହାରରୁ ଏକ ବଡ଼ ଖବର ଆସିଛି। ବିହାରର…

ଆରମ୍ଭରୁ ଚାଳ ବାଜିଲାଣି, ସ୍ଥଗିତ ରହିଲା ବିରୋଧୀଙ୍କ ପାଟନା ବୈଠକ !

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ପାଟନାରେ ହେବାକୁ ଥିବା ବିରୋଧୀ ଦଳ ଗୁଡ଼ିକର ବୈଠକକୁ ଘୁଞ୍ଚାଇ ଦିଆଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସାରା ଦେଶର ବିଭିନ୍ନ ରାଜ୍ୟ ବୁଲି ବିରୋଧୀଙ୍କୁ ଏକାଠି କରିବା ଉଦ୍ୟମକୁ ଜୋରଦାର କରିଛନ୍ତି। ଏପରିକି ଚଳିତ ମାସ ୧୨ ତାରିଖରେ ପାଟନାରେ…

‘2024 ନିର୍ବାଚନ’, ବିଜେପିଠୁ ଲୋକସଭା ସିଟ ଛଡାଇନେବେ ବିରୋଧୀ !

ଭୁବନେଶ୍ୱର: ବିଜେପି ଓ ବିରୋଧୀଙ୍କ ନଜର ୨୦୨୪ ସାଧାରଣ ନିର୍ବାଚନ ଉପରେ। ଦେଶରେ କ୍ଷମତାକୁ ନେଇ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି। ବିଜେପିକୁ ହରାଇବାକୁ ହେଲେ ଆଞ୍ଚଳିକ ସ୍ତରରେ ନିଜ ଭିତରେ ଲଢେଇ ନ କରି ବିରୋଧୀ ଦଳଗୁଡିକ ମଧ୍ୟରେ ଯିଏ ଯେଉଁଠି ଦୃଢ଼ ଅଛି ସେ ସେଠି…

କର୍ଣ୍ଣାଟକରୁ କଂଗ୍ରେସ ଖସାଇଲା, ଦେଶରୁ ଖସାଇଦେବେ କି ବିରୋଧୀ ?

ଭୁବନେଶ୍ୱର: କଂଗ୍ରେସର କର୍ଣ୍ଣାଟକ ବିଜୟ ବିରୋଧୀଙ୍କ ପାଇଁ ନୂତନ ଆଶାର ସଂଚାର କରିଛି। ବିରୋଧୀ ଏକତା ଦିଗରେ ଏହା ଏକ ବଡ଼ ଉପଲବ୍ଧି କୁହାଯାଉଥିବା ବେଳେ ଆସନ୍ତା ୧୦ ଦିନ ମଧ୍ୟରେ ବିରୋଧୀମାନେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିବେ। ଦେଶର ପ୍ରମୁଖ ୧୨ ଟି ବିରୋଧୀ ଦଳ ବିହାରର ପାଟନାରେ…

‘ନୀତିଶ କୁମାର’, ନିଜେ ଯୋଡୁଛନ୍ତି କିନ୍ତୁ ନିଜର ଭାଙ୍ଗୁଛି

ଭୁବନେଶ୍ୱର: ଗୋଟିଏ ପଟେ ବିରୋଧୀଙ୍କୁ ଯୋଡିବାରେ ଲାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସାରା ଦେଶର ବିଭିନ୍ନ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ଗୁଡ଼ିକର ମୁଖିଆଙ୍କୁ ଭେଟୁଛନ୍ତି। ପାଟନାରେ ବିରୋଧୀଙ୍କ ମହାମେଳି ପାଇଁ ପ୍ରସ୍ତୁତି ଜୋରଦାର କରୁଛନ୍ତି।…

‘ବିରୋଧୀ’ ଏଥର ଯୋଡି ନ ହେଲେ ସଫା !

ଭୁବନେଶ୍ୱର: ବିରୋଧୀଙ୍କ ପାଇଁ ଏବେ କର ବା ମର ସ୍ଥିତି। ବିଭିନ୍ନ ପ୍ରକାର ଦୁର୍ନୀତିରେ ବିରୋଧୀ ଦଳଗୁଡିକ ଉପରେ ବିଜେପିର ଲଗାତର ଆଟାକକୁ ନେଇ ବିରୋଧୀ ଅଣନିଶ୍ୱାସୀ ହୋଇ ପଡ଼ିଥିବା କୁହାଯାଉଛି। ଏପରିକି ଅଣବିଜେପି ଦଳ ଓ ନେତାଙ୍କ ଉପରେ ଲଗାତର ବିଭିନ୍ନ ପ୍ରସଙ୍ଗକୁ ନେଇ ଇଡି, ସିବିଆଇ ଓ…

ବଢୁଛି ବିରୋଧୀଙ୍କ ଶକ୍ତି, ଏଥର ମୋଦିଙ୍କ ସହ ନିର୍ଣ୍ଣାୟକ ଲଢେଇ!

ଭୁବନେଶ୍ୱର: ଶକ୍ତ ହେଉଛି ବିରୋଧୀ ମେଳି। ପୂର୍ବରୁ ବିରୋଧୀ ଏକ ହୋଇପାରୁ ନ ଥିବା ବେଳେ ଏବେ ଗୋଟିଏ ମଞ୍ଚରେ ସମସ୍ତେ ଏକାଠି ହେବାରେ ଲାଗିଛନ୍ତି। ଏପରିକି ପୂର୍ବରୁ କଂଗ୍ରେସ ନେତୃତ୍ୱକୁ ସମସ୍ତେ ସ୍ୱୀକାର କରି ନ ଥିବା ବେଳେ ଧୀରେ ଧୀରେ କଂଗ୍ରେସ ସହ ମିଶି ବିଜେପି ବିରୋଧରେ ଲଢ଼ିବାକୁ ସହମତି…