Latest Odisha News

BREAKING NEWS

Browsing Tag

JDU

କାହାର ହେବେ ନବୀନ ?

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦେଶବ୍ୟାପୀ ବିରୋଧୀଙ୍କ ନଜର ଏବେ ନବୀନଙ୍କ ଉପରେ। ବିଜେପିକୁ ଶାସନରୁ ହଟାଇବା ପାଇଁ ବିରୋଧୀ ଏକାଠି ହେଉଛନ୍ତି। ଏଭଳି ସ୍ଥିତିରେ ୫ ପାଳି ନିରଙ୍କୁସ ଭାବେ ଓଡ଼ିଶାର ଶାସନ ଭାର ସମ୍ଭାଳି ଆସୁଥିବା ନବୀନଙ୍କୁ କିଏ ନିଜ ପକ୍ଷକୁ ନେଇପାରିବ ତାକୁ ନେଇ…

ମଣିପୁରରେ ନୀତୀଶଙ୍କୁ ଝଟକା

ନୂଆଦିଲ୍ଲୀ : NDA ମେଣ୍ଟରୁ ଅଲଗାହୋଇ ବିହାରରେ ବିଜେପିକୁ ଶକ୍ତ ଝଟକା ଦେଇଥିବା ନୀତିଶଙ୍କୁ  ମଣିପୁରରେ ଲାଗିଛି ଝଟକା । ମଣିପୁର ଜନତା ଦଳ ୟୁନାଇଟେଡ (JDU)ର ୬ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣ ପଦ୍ମ ଧରିଛନ୍ତି । ମଣିପୁର ବିଧାନସଭା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଜେଡିୟୁ ବିଧାୟକ…

ବିହାରରେ  ବିଜେପିର ମିଶନ 35 ସଫଳ ହେବ କି?

ବିହାରରେ ବିଜେପି ଏବେ ବିରୋଧୀ ଦଳର ଭୂମିକାରେ ରହିଛି । ତେବେ ଗୃହମନ୍ତ୍ରୀ ଅମିତ ଶାହ ବିହାରରେ 2024 ନିର୍ବାଚନ ପାଇଁ ମିଶନ 35 ଟାର୍ଗେଟ ଦେଇଛନ୍ତି । ଅମିତ ଶାହଙ୍କ ଟାର୍ଗେଟ ପୂରଣ କରିବା ପାଇଁ ବିଜେପି ନେତାମାନେ ଏବେ ବିହାରରେ କସରତ ଆରମ୍ଭ କରିଦେଇଛନ୍ତି । ବିଜେପିକୁ ବାଏ ବାଏ କହି…

ବିଜେପିକୁ ବାଏ ବାଏ କଲେ ନୀତିଶ

ପାଟଣା: ଭାଙ୍ଗିଲା ମେଣ୍ଟ । ବିଜେପି ନେତୃତ୍ୱାଧୀନ ଏନଡିଏ ଠାରୁ ଅଲଗା ହେଲା ଜେଡିୟୁ । ବିହାର ରାଜନୀତିରେ ଆଜି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଜେପି ସହଯୋଗରେ ଜେଡିୟୁ ସରକାର ଚାଲିଥିବା ବେଳେ ମେଣ୍ଟରୁ ଓହରି ଯାଇଛନ୍ତି ନୀତିଶ କୁମାର । ଏଥିସହ ନୀତିଶ ରାଜ୍ୟପାଳଙ୍କୁ ଅପରାହ୍ଣ…

ପୁଣି ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର

ପାଟନା: ପୁଣି ମୁଖ୍ୟମନ୍ତ୍ରୀ ହେବ ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନୀତିଶ । ବିହାରରେ ପୁଣି ରାଜ କରିବେ ନୀତିଶ-ସୁଶିଲ ଯୋଡି । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର । ସେହିଭଳି ଉପମୁଖ୍ୟମନ୍ତ୍ରୀ ନେଇ ରହିଥିବା ସସପେନ୍ସ ବି ଦୂର ହୋଇଛି । ବର୍ତମାନର…

ବିହାରରେ ଆଜି ଏନଡିଏ ବୈଠକ, ବିଧାୟକ ଦଳ ନେତା ନିର୍ବାଚିତ ହେବେ ନୀତିଶ କୁମାର

ପାଟନା: ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ଏନଡିଏ ସରକାର ଗଠନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ବସୁଛି ଏନଡିଏ ବିଧାୟକ ଦଳ ବୈଠକ । ଏଠାରେ ନୀତିଶ କୁମାରଙ୍କୁ ବିଧାୟକ ଦଳ ନେତା ମନୋନୀତ କରାଯିବ । ବୈଠକରେ ଅଂଶୀଦାର ଦଳ ବିଜେପି, ଜେଡିୟୁ, ହାମ୍ ଓ ଭିଆଇପିର ନବନିର୍ବାଚିତ…

ବିହାରରେ ଏନଡିଏ ସରକାର: ୧୨୫ ଆସନ ସହ ବହୁମତ ହାସଲ, ୧୧୦ ସିଟରେ ଅଟକିଲା ମହାମେଣ୍ଟ

ନୂଆଦିଲ୍ଲୀ: ବିହାରରେ ବିଜେପିର ସୁପର ସୋ । କ୍ଷମତା ଲଢ଼େଇରେ ପୁଣି ଏନଡିଏ ହାତରେ ବିହାର ଶାସନ ଡ଼ୋରି ଧରାଇଛନ୍ତି ବିହାର ଭୋଟର । ୧୨୫ ଆସନ ସହ ବହୁମତ ହାସଲ କରିଛି ଏନଡିଏ । ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ୱର ଥିଲା ୧୨୨ । ଏନଡିଏ ମେଣ୍ଟରେ ବିଜେପି ବଡ଼ ଦଳ ଭାବରେ ଉଭା ହୋଇଛି ।…

ବିହାର ଟ୍ରେଣ୍ଡ କହୁଛି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହେବ ବିଜେପି

ପାଟନା: ବିହାରରେ କିଏ ମାରିବ ବାଜି । ଆଉ କିଛି ଘଣ୍ଟା ପରେ ଜଣା ପଡ଼ିବ କାହା ସପକ୍ଷରେ ଯାଇଛି ଜନାଦେଶ । ବର୍ତ୍ତମାନ ସୁଦ୍ଧା ଗଣତିର ଟ୍ରେଣ୍ଡ କହୁଛି ବିହାରରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହୋଇପାରେ । ବର୍ତ୍ତମାନ ସୁଦ୍ଧା ମହାମେଣ୍ଟଠାରୁ ଆଗରେ ରହିଛି ଏନଡିଏ । ନିର୍ବାଚନ…

ବିହାର ନିର୍ବାଚନରେ NDAରୁ ଅଲଗା ହେବ LJP, ଆଜି ନିଷ୍ପତ୍ତି ଶୁଣାଇବେ ଚିରାଗ ପାଶଓ୍ୱାନ

ପାଟଣା: ବିହାର ବିଧାନସଭା ନିର୍ବାଚନ ନେଇ ରାଜନୀତି ଏବେ ସରଗରମ । ନିର୍ବାଚନ ରଣାଙ୍ଗନାକୁ ଏକାକୀ ଓହ୍ଲାଇପାରେ ରାମବିଳାସ ପାଶଓ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ବା ଏଲଜେପି । ସିଟ୍ ବୁଝାମଣାକୁ ନେଇ ଦଳରେ ଅସନ୍ତୋଷ ବଢ଼ିଛି । ଆଜି ଏଲଜେପି ସଂସଦୀୟ ବୋର୍ଡ ବୈଠକରେ ଏକାକୀ ନିର୍ବାଚନ ନେଇ…

ବିହାରରେ ଏକାଠି ନିର୍ବାଚନ ଲଢ଼ିବେ ବିଜେପି, ଜେଡିୟୁ ଓ ଏଲ୍‌ଜେପି

ନୂଆଦିଲ୍ଲୀ: ଆଗକୁ ଆସୁଛି ବିହାର ନିର୍ବାଚନ । ଏବେଠାରୁ ହିଁ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । ସମସ୍ତ ରାଜନୈତିକ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି କସରତ । ଏହାରି ଭିତରେ ବିଜେପି କାର୍ଯ୍ୟକାରଣୀ ବୈଠକ ସରିଛି । ନୀତିଶଙ୍କ ନେତୃତ୍ୱରେ ବିଜେପି, ଜେଡିୟୁ ଓ ଏଲ୍‌ପେଜି ଏକାଠି ହୋଇ ବିହାରରେ…