Latest Odisha News

BREAKING NEWS

Browsing Tag

kapil sharma

୪୧ ବର୍ଷରେ ପାଦ ଦେଲେ କମେଡି କିଙ୍ଗ୍ କପିଲ ଶର୍ମା

ମୁମ୍ବାଇ: ଭାରତର ଅନନ୍ୟ ହାସ୍ୟ ଅଭିନେତା କପିଲ ଶର୍ମା । ଏହି କମେଡିଆନଙ୍କ ଗୁଣଗାନ କେବଳ ଭାରତରେ ସୀମିତ ନାହିଁ । ପଡୋଶୀ ଦେଶମାନଙ୍କରେ ବି କପିଲଙ୍କର ଖୁବ ଚର୍ଚ୍ଚାରେ ରହିଛି । ନିକଟରେ ଭୁବନେଶ୍ୱର ଆସିଥିବା ଏହି ହାସ୍ୟ ଅଭିନେତା ଆଜି ନିଜର ୪୧ତମ ଜନ୍ମଦିନ ପାଳନ କରିଛନ୍ତି । ଅପ୍ରେଲ୍…

ଶ୍ରୀଜିଉଙ୍କ ଦର୍ଶନ କଲେ କମେଡିଆନ୍ କପିଲ ଶର୍ମା

ପୁରୀ: ପ୍ରଥମ ଥର ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି କମେଡିଆନ ତଥା ବଲିଉଡ କଳାକାର କପିଲ ଶର୍ମା । ନିଜର ଏକ ଫିଲ୍ମ ସୁଟିଂ ପାଇଁ ଭୁବନେଶ୍ୱର ଗସ୍ତରେ ରହିଥିବା କପିଲ ସୋମବାର ସଂଧ୍ୟାରେ ବଡ ଠାକୁରଙ୍କୁ ଦର୍ଶନ କରିଥିଲେ । କପିଲ ଶର୍ମା ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ…

ଦ କଶ୍ମୀର ଫାଇଲ୍ସ ପ୍ରମୋଶନ୍ ନାଟ, ଜବାବ୍ ରଖିଲେ କପିଲ୍ ଶର୍ମା

ମୁମ୍ବାଇ: ରିଲିଜ୍ ନହେଉଣୁ ଖୁବ ଚର୍ଚ୍ଚା ସାଉଣ୍ଟିଛି ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର୍ ଫାଇଲ୍ସ । ତେବେ ଫିଲ୍ମର କଣ୍ଟେଣ୍ଟ ନୁହେଁ ବରଂ ପ୍ରମୋଶନକୁ ନେଇ ବିବେକଙ୍କ ବୟାନ୍ ଏବେ ଅନେକଙ୍କୁ ତାଜୁବ୍ କରିଛି । ବିବେକଙ୍କ ଟୁଇଟ୍ ଅନୁଯାୟୀ ଦ କଶ୍ମୀର ଫାଇଲ୍ସରେ କୁଆଡେ ବଡ ଷ୍ଟାର୍…

ଶୋ’ ଅଫ୍‌ ଏୟାର୍‌କୁ ନେଇ ମୁହଁ ଖୋଲିଲେ କପିଲ୍‌

ମୁମ୍ବାଇ: କପିଲ ଶର୍ମା ପୁଣିଥରେ ତାଙ୍କ ସୋ ଜରିଆରେ ଦର୍ଶକଙ୍କ ମନ ଜିଣିବାରେ ଲାଗିଛନ୍ତି। ଶୋ’କୁ ଦର୍ଶକମାନେ ଜବରଦସ୍ତ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କପିଲ ଏହାକୁ ନେଇ ବେଶ୍‌ ଖୁସି ମଧ୍ୟ ଅଛନ୍ତି। ନିକଟରେ ତାଙ୍କ ଶୋ ବନ୍ଦ ହେବା ପରେ ପ୍ରଶଂସକମାନେ ନିରାଶ ହୋଇଥିଲେ। ଯଦିଓ କପିଲଙ୍କ…

କମେଡି କିଙ୍ଗ କପିଲ ଶର୍ମାଙ୍କ ବିଷୟରେ ପଢିବେ ସ୍କୁଲ ପିଲା, ଜାଣିବେ ତାଙ୍କ ପିଲାଦିନର କାହାଣୀ

ମୁମ୍ବାଇ: ଏଣିକି କପିଲ ଶର୍ମାଙ୍କ ବିଷୟରେ ପାଠ ପଢିବେ ଚତୁର୍ଥ ଶ୍ରେଣୀ ପିଲା । ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ପାଠ୍ୟପୁସ୍ତକରେ କପିଲଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । କପିଲଙ୍କ ପିଲାଦିନର କାହାଣୀ ସହ ତାଙ୍କ ସଂଘର୍ଷମୟ ଯାତ୍ରା ବାବଦରେ ପଢି ଜାଣିବେ ପିଲାମାନେ । ଏନେଇ କପିଲ ନିଜ…

ପୁତ୍ର ସନ୍ତାନର ବାପା ହେଲେ କମେଡି କିଙ୍ଗ କପିଲ ଶର୍ମା

ମୁମ୍ବାଇ: ପୁଣି ଥରେ ବାପା ହେଲେ କମେଡି କିଙ୍ଗ କପିଲ ଶର୍ମା । ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ପତ୍ନୀ ଗିନ୍ନି ଚତରଥ । ଏନେଇ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କପିଲ ଶର୍ମା । ଏହାପରେ ଶର୍ମା ଦମ୍ପତିଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । କପିଲ ଟ୍ୱିଟ୍ କରି ଲେଖିଛନ୍ତି,…

ଦିଲୀପ ଛାବ୍ରିଆଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଲେ ହାସ୍ୟ ଅଭିନେତା କପିଲ୍‌

ନୂଆଦିଲ୍ଲୀ: ଠକେଇ ଏବଂ ଟଙ୍କା ଅପବ୍ୟବହାର ଅଭିଯୋଗରେ କାର ଡିଜାଇନର୍ ଦିଲୀପ ଛାବ୍ରିଆଙ୍କୁ ପୋଲିସ ଗିରଫ କରିଛି। ବର୍ତ୍ତମାନ ପ୍ରସିଦ୍ଧ ହାସ୍ୟ ଅଭିନେତା ତଥା ଅଭିନେତା କପିଲ ଶର୍ମା ତାଙ୍କୁ ଭ୍ୟାନିଟି ଭ୍ୟାନ୍‌ ତିଆରି ନାମରେ ୫.୭ କୋଟି ଟଙ୍କା ଠକିଥିବା ଅଭିଯୋଗ କରିଛନ୍ତି। ଯାହା ପରେ…

କପିଲ ଶର୍ମାଙ୍କୁ ସମନ୍ ଜାରି କଲା ମୁମ୍ବାଇ କ୍ରାଇମ୍ ବ୍ରାଂଚ

ମୁମ୍ବାଇ: କମେଡି କିଙ୍ଗ୍ କପିଲ ଓ କଣ୍ଟ୍ରୋଭର୍ସି । ଏହି ଦୁଇଟି ଶବ୍ଦ ଦର୍ଶକଙ୍କ ପାଇଁ କିଛି ନୂଆ ନୁହେଁ । ପୂର୍ବରୁ ରାତି ଅଧିଆ ଟୁଇଟ୍‌, କମେଡିଆନ୍ ସୁନୀଲ ଗ୍ରୋଭରଙ୍କ ସହ ଝଗଡା ଓ କମେଡି ନାଇଟ୍ସ ଭଳି ସୋର ପ୍ରାପ୍ୟ ପାଇଁ କପିଲ ବିବାଦରେ ଥିଲେ । ହେଲେ ଏବେ ଏକ ନୂଆ ବିବାଦ ପାଇଁ…

ୱେବ୍ ସିରିଜ୍ ଓ କପିଲଙ୍କୁ ନେଇ ନୂଆ ଖବର

ମୁମ୍ବାଇ: ବେଶ କିଛିଦିନ ଧରି ଜୋର ଧରିଥିଲା ଚର୍ଚ୍ଚା । ୱେବ୍ ସିରିଜରେ ଡେବ୍ୟୁ କରିବେ କମେଡି କିଙ୍ଗ କପିଲ ଶର୍ମା । ଏ ନେଇ ସୋସିଆଲ ମିଡିଆ ଓ ଟିଭିରେ ଅନେକ କଳ୍ପନାଜଳ୍ପନା ବି ସାମ୍ନାକୁ ଆସିଥିଲା । ତେବେ ନିକଟରେ ଓଟିଟି ପ୍ଲାଟଫର୍ମରେ ପାଦ ଥାପିବା ନେଇ ଖୋଦ କପିଲ ଘୋଷଣା କରିଛନ୍ତି ।…

ଦ କପିଲ ଶର୍ମା ସୋ’ରୁ ଛୁଟି ନେବେ କମେଡି କିଙ୍ଗ କପିଲ୍

ମୁମ୍ବାଇ: କମେଡି କିଙ୍ଗ କପିଲଙ୍କୁ କିଏ ବା ନଜାଣେ । କମେଡି ସହ କପିଲ ଅଭିନୟ ଦୁନିଆରେ ବି ପ୍ରବେଶ କରିଛନ୍ତି । ଅଭିନୟ ଦୁନିଆରେ ତାଙ୍କର କ୍ୟାରିୟର ଏତେଟା ସଫଳ ହୋଇନଥିଲେ ବି କମେଡି ଦୁନିଆରେ କିନ୍ତୁ ସେ ଆଜି ବି ବାଦଶାହ । ଶୁଣିବାକୁ ମିଳିଛି କପିଲ ନିଜ ସୋରୁ କିଛି ସମୟ ପାଇଁ ଛୁଟି ନେବେ…