Latest Odisha News
Browsing Tag

kapil sharma

ମେସିନରେ ଟଙ୍କା ଗଣିବେ ଖିଲାଡି ଷ୍ଟାର, ଅକ୍ଷୟଙ୍କୁ ଉପହାର ଦେଲେ କପିଲ ଶର୍ମା

ମୁମ୍ବାଇ: ଏଣିକି ମେସିନରେ ଟଙ୍କା ଗଣିବେ ଖିଲାଡି ଷ୍ଟାର । ତାଙ୍କ ପାଖରେ ଏତେ ଟଙ୍କା ଅଛି ଯେ, ତାକୁ ସହଜରେ ଗଣି ହେବ ନାହିଁ । ତେଣୁ ଟଙ୍କା ଗଣିବାକୁ ଅକ୍ଷୟଙ୍କୁ ଏକ ମେସିନ ଦେଇଛନ୍ତି କମେଡି କିଙ୍ଗ କପିଲ ଶର୍ମା । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଆଉ ଏହି ଘଟଣା ଘଟିଛି…

ମୁକେଶ ଖାନ୍ନାଙ୍କୁ ଏମିତି ଜବାବ ଦେଲେ କପିଲ ଶର୍ମା

ମୁମ୍ବାଇ: ମୁକେଶ ଖାନ୍ନାଙ୍କ ଦ କପିଲ ଶର୍ମା ସୋ’କୁ ନେଇ ଦେଇଥିବା ମନ୍ତବ୍ୟ କାହାକୁ ଅବା ଅଜଣା । ଏହି ମନ୍ତବ୍ୟର ଉତ୍ତର ରଖିଛନ୍ତି ଖୋଦ କପିଲ ଶର୍ମା । ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କପିଲ ଶର୍ମା କହିଛନ୍ତି ଯେ ବିଶେଷ କରି ଏହି ମହାମାରୀ ସମୟରେ ସେ ଏବଂ ତାଙ୍କ…

ସୁଟିଂ ଆରମ୍ଭ କଲେ କପିଲ ଶର୍ମା, ସେଟରେ ଏଣ୍ଟ୍ରି ପୂର୍ବରୁ କୋଭିଡ୍ ଟେଷ୍ଟ

ମୁମ୍ୱାଇ: କପିଲ ଶର୍ମା ସୋ ଫ୍ୟାନଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ତାଙ୍କ ଟିମ୍ ଟିଭି ପରଦାରେ ଫ୍ରେସ ଏପିସୋଡ ସହ ନଜର ଆସିବେ । ଲକଡାଉନର ୧୨୫ ଦିନ ପରେ ପୁଣି ଥରେ ସୁଟିଂ ଆରମ୍ଭ କରିଛନ୍ତି କପିଲ । ତାପୂର୍ବରୁ ସମସ୍ତଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ସୁଟିଂ ସେଟରେ ପହଞ୍ଚିବା ପୂର୍ବରୁ…

କରୋନା ବିରୋଧୀ ଲଢେଇ, ୫୦ ଲକ୍ଷ ଟଙ୍କା ଦେଲେ କପିଲ ଶର୍ମା !

ମୁମ୍ବାଇ: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ ୫୦ ଲକ୍ଷ ଟଙ୍କା ଡୋନେଟ୍ କଲେ କମେଡି କିଙ୍ଗ କପିଲ ଶର୍ମା । କରୋନା ବିରୋଧୀ ଲଢେଇରେ କପିଲ ବି ପରୋକ୍ଷ ଭାବେ ସାମିଲ ହୋଇଛନ୍ତି । କରୋନାଭାଇରସ୍ ସହ ଲଢୁଛି ସାରା ଭାରତ । ଅନେକ ସେଲିବ୍ରିଟି ଭାରତ ସରକାରଙ୍କୁ ସମର୍ଥନ କରିବା ସହ ଅଳ୍ପ ବହୁତ…

ପୁଣିଥରେ ଏକାଠି ନଜର ଆସିବେ କପିଲ ଶର୍ମା ଓ ସୁନୀଲ ଗ୍ରୋଭର !

ମୁମ୍ବାଇ: କପିଲ ଶର୍ମା ନିଜ ନିଆରା ଅନ୍ଦାଜର କମେଡି ପାଇଁ ସାଉଁଟି ପରିଛନ୍ତି ବେଶ୍ ଲୋକପ୍ରିୟତା । ଖୁବ କମ ଦିନରେ ବଲିଉଡର ଆଗଧାଡ଼ିର ଆୟ କରୁଥିବା ଅଭିନେତାଙ୍କ ମଧ୍ୟରେ ଆସୁଛି କପିଲଙ୍କ ନାମ । ତେବେ କପିଲ ଶର୍ମାଙ୍କ ରିଆଲିଟି ସୋ’ ‘ଦି କପିଲ ଶର୍ମା ସୋ’ ମଧ୍ୟ ଦର୍ଶକଙ୍କୁ ବେଶ୍ ହସାଉଛି…

ହଲିଉଡ୍‌ ଫିଲ୍ମରେ କପିଲଙ୍କ ଭଏସ

ମୁମ୍ୱାଇ: ନିର୍ମାଣ ଅପେକ୍ଷାରର ଅଛି ହଲିଉଡ଼ର ଆନିମେଶନ୍ ଫିଲ୍ମ ଆଙ୍ଗ୍ରି ବାର୍ଡ୍‌-୨’। ତିନି ବର୍ଷ ପୂର୍ବରୁ ଏହାର ପ୍ରଥମ ଭାଗ ଆଙ୍ଗ୍ରି ବାର୍ଡ୍‌ ତିଆରି କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ‘ଆଙ୍ଗ୍ରି ବାର୍ଡ୍‌-୨’ର ହିନ୍ଦୀ ଭର୍ସନର ମୁଖ୍ୟ ଚରିତ୍ରରେ ଥିବା ରେଡ୍‌ ପାଇଁ ଭଏସ…

ଚର୍ଚ୍ଚାରେ ପୁଣି କମେଡି କିଙ୍ଗ କପିଲ ଶର୍ମା

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦି କପିଲ୍‌ ଶର୍ମା ଶୋ’ର ହୋଷ୍ଟ୍ ତଥା କମେଡିକିଙ୍ଗ କପିଲ ଶର୍ମା କିଛି ନା କିଛି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । କେତେବେଳେ ବ୍ୟକ୍ତିଗତ କାରଣ ତ ଆଉ କେତେବେଳେ କାର୍ଯ୍ୟକ୍ଷେତ୍ରର ବିବାଦ କପିଲଙ୍କ ଚର୍ଚ୍ଚାର ବିଷୟ ସଜିଥାଏ।…