Latest Odisha News
Browsing Tag

Kerala

ଜୁନ୍ ପହିଲାରେ ମୌସୁମୀ କେରଳ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ

ନୂଆଦିଲ୍ଲୀ: ଏ ବର୍ଷ ସମୟରେ କେରଳ ଛୁଇଁବ ମୌସୁମୀ । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସମୟରେ କେରଳ ଛୁଇଁବ । ଏନଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥାଏ । ଦେଶରେ ହେଉଥିବା ବର୍ଷାର ୭୦ ପ୍ରତିଶତ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟହେ ହୋଇଥାଏ । ପାଣିପାଗ…

କେରଳରେ ମେ ୮ରୁ ୧୬ ଯାଏ ସମ୍ପୂର୍ଣ୍ଣ ଲକଡାଉନ୍

ଥିରୁବନନ୍ତପୁରମ୍: କେରଳରେ ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ମେ ୮ ତାରିଖରୁ ୧୬ ତାରିଖ ଯାଏ ରାଜ୍ୟରେ ଲକଡାଉନ୍ ଲାଗୁ ହେବ । ଗୁରୁବାର କେରଳରେ କରୋନା ପୂର୍ବ ସବୁ ରେକର୍ଡ ଭାଙ୍ଗି ଦିନକରେ ୪୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ…

ନିର୍ବାଚନ ପୂର୍ବରୁ CAAକୁ ନେଇ ରାଜନୀତି, କେରଳରେ ସଂଶୋଧିତ ଆଇନ୍ ଲାଗୁ ହେବନାହିଁ କହିଲେ ବିଜୟନ

ଥିରୁଅନନ୍ତପୁରମ୍: କେରଳରେ ଆଗକୁ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ସଂଶୋଧିତ ନାଗରିକତା ଆଇନକୁ ନେଇ ଆରମ୍ଭ ହୋଇଛି ଭୋଟ୍ ରାଜନୀତି । ଗୋଟିଏ ପଟେ କୋଭିଡ୍ ଟିକାକରଣ ସରିବା ପରେ ଦେଶରେ ସଂଶୋଧିତ ନାଗରିକା ଆଇନ୍ ଲାଗୁ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।…

ତାମିଲନାଡ଼ୁ ଓ କେରଳ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ସେନାରେ ସାମିଲ୍ ହେବ ‘ଅର୍ଜୁନ ଯୁଦ୍ଧ ଟ୍ୟାଙ୍କ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାମିଲନାଡ଼ୁ ଓ କେରଳ ରାଜ୍ୟ ଗସ୍ତରେ ଯିବେ । ଚେନ୍ନାଇରେ ମୋଦି ଅଲଗା ଅଲଗା ପ୍ରକଳ୍ପକୁ ଉଦଘାଟନ କରିବେ । ଏହାସହ ଅର୍ଜୁନ୍ ଟ୍ୟାଙ୍କ (ଏମକେ-୧ଏ)କୁ ସେନାରେ ସାମିଲ୍ କରାଯିବ । ଏହାପରେ ପିଏମ୍ ମୋଦି କେରଳ ଯାଇ କୋଚ୍ଚିରେ ବିଭିନ୍ନ…

ସୋସିଆଲ୍‌ ମିଡିଆରେ ଆପତ୍ତିଜନକ ପୋଷ୍ଟ କଲେ ୩ ବର୍ଷ ଜେଲ୍‌; କେରଳ

ନୂଆଦିଲ୍ଲୀ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏକ କାର୍ଯ୍ୟକୁ ଅନୁମୋଦନ କରିଛନ୍ତି ଯେଉଁଥିରେ କେରଳ ସରକାର ବର୍ତ୍ତମାନ କଂଗ୍ରେସ ଟାର୍ଗେଟରେ ଆସିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କ ଉପରେ ଏକ ଖୋଳତାଡ଼ କରି ସେ କହିଛନ୍ତି ଯେ ସୋସିଆଲ ମିଡିଆରେ…

ମହାରାଷ୍ଟ୍ର ପରେ ଏବେ କେରଳରେ ପଶି ପାରିବନି CBI !

କେରଳ: ଏବେ କେରଳରେ ପଶି ପାରିବନି ସିବିଆଇ । ମହାରାଷ୍ଟ୍ର ସରକାରଙ୍କ ଭଳି ରାଜ୍ୟରେ ସିବିଆଇର ଅବାଧ ପ୍ରବେଶ ଉପରେ କେରଳ ସରକାର ରୋକ ଲଗାଇଛନ୍ତି। ପୂର୍ବରୁ ଥିବା ନିୟମ ଅନୁଯାୟୀ, ସିବିଆଇ ଯେ କୌଣସି ମାମଲାରେ କେରଳରେ ପଶି ତଦନ୍ତ କରିବାର କ୍ଷମତା ରଖିଥିଲା। ଏଥିପାଇଁ ରାଜ୍ୟ ସରକାର ଓ ସିବିଆଇ…

ମନ୍ଦିରରେ ନିରାମିଷ କୁମ୍ଭୀର !

କୋଝିକୋଡ: ମନ୍ଦିର ଭିତରେ କୁମ୍ଭୀର । ଆଉ ଏହି କୁମ୍ଭୀର ମାଂଶାସୀ ନୁହେଁ ବରଂ ନିରାମିଷାସୀ । କେରଳର କାସରଗଡରେ ଥିବା ଶ୍ରୀ ଅନନ୍ତପଦ୍ମନାଭସ୍ୱାମୀ ମନ୍ଦିରରେ ଦେଖିବାକୁ ମିଳିଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଦୃଶ୍ୟ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମନ୍ଦିର ପରିସରରେ…

ଦେଶରେ ଅଛି ଏମିତି ଏକ ଗାଁ ଯେଉଁଠି ସମସ୍ତେ ଖେଳନ୍ତି ଚେସ୍‌…ଜାଣନ୍ତୁ କେଉଁଠି ?

କେରଳ: ଗାଁର ଯେଉଁଠି ଦେଖିବେ ଚାଲୁଥିବ ଚେସ୍ ଖେଳ । ପିଲା ହୁଅନ୍ତୁ କି ବୁଢା ମହିଳା ହୁଅନ୍ତୁ କି ପୁରୁଷ ସମସ୍ତେ ମାତିଥିବେ ଚେସ୍ ଖେଳରେ । ଦୋକାନ ସାମ୍ନାରେ ହେଉ କି ଖଟି ସ୍ଥାନରେ ଚେସ୍ ବୋର୍ଡ ନିଶ୍ଚୟ ପଡିଥିବ । ହଁ ଏପରି ଦୃଶ୍ୟ ଦେଖିବାକୁ ମିଳେ କେରଳ ତିରିଶୂର ଜିଲ୍ଲା ମାରୁତିଚାଲ…

କେରଳରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ

କୋଝିକୋଡ (କେରଳ): କୋଝିକୋଡର କରିପୁର ବିମାନ ବନ୍ଦରରେ ଲ୍ୟାଣ୍ଡ କରୁଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବିମାନଟି ଅବତରଣ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବିମାନରେ ମୋଟ ୧୯୧ ଜଣ ଯାତ୍ରୀଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିବା…

କେରଳରେ ଗୋଷ୍ଠୀ ସଂକ୍ରମଣ !

ଥିରୁଭନନ୍ତପୁରମ: ସାରା ଦେଶକୁ କଲବଲ କରୁଛି କିଲର ଭାଇରାସ କରୋନା । ଚାରିଆଡେ କୋଭିଡ-୧୯ ତା’ର କାୟା ବିସ୍ତାର କରିଛି । ଏହାରି ଭିତରେ ଏକ ଭଳି ତଥ୍ୟ ସାମ୍ନାକୁ ଆସିଛି ଯାହା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । କେରଳର କିଛି ଅଂଚଳରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡିଛି ।…