Latest Odisha News

BREAKING NEWS

Browsing Tag

Kerala

କେରଳରୁ ଦେଶର ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଓ ଦ୍ୱିତୀୟ ଭଳି ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଜଣଙ୍କ କେରଳର । ୩୫ ବର୍ଷୀୟ ବ୍ୟକ୍ତି ଜଣଙ୍କ କେରଳ ମଲ୍ଲାପୁରମର ହୋଇଥିବା ବେଳେ ଜୁଲାଇ ୬ ତାରିଖରେ ସେ ୟୁଏଇରୁ ଫେରିଥିଲେ । ତାଙ୍କୁ ଜର ହେବା ପରେ ମଞ୍ଜେରୀ…

କରୋନା ପରେ କେରଳରୁ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ କେରଳର ବୋଲି ଜଣାପଡ଼ିଛି । କେରଳର କୋଲ୍ଲାମରୁ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ମାମଲା ଆସିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ…

ରାହୁଲ ନଥିଲେ; ଏସଏଫଆଇ ଛାତ୍ର ତାଙ୍କ ଅଫିସରେ ପଶି ଭଙ୍ଗାରୁଜା କଲେ

ତ୍ରିଭେନ୍ଦ୍ରମ: ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଫିସରେ ଭଙ୍ଗାରୁଜା ହୋଇଛି । ଏସଏଫଆଇ ଛାତ୍ର ସଂଗଠନର ସଦସ୍ୟ ମାନେ ଏକ ବିରୋଧ ପ୍ରଦର୍ଶନ କରିବାକୁ ଯାଇ ୱାଏନାଡ ସ୍ଥିତ ରାହୁଲଙ୍କ ଅଫିସକୁ ଜବରଦସ୍ତି ପଶିଥିଲେ । ତା ପରେ ଅଫିସ ଭିତରେ ପଶି ଭଙ୍ଗାରୁଜା କରିଥିଲେ । କେରଳ…

ସୁନା ଚୋରାଚାଲାଣ ଜାଣିଥିଲେ ମୁଖ୍ୟମନ୍ତ୍ରୀ: ସ୍ବପ୍ନା ସୁରେଶ

ଥିରୁଭନ୍ତପୁରମ୍: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ନାମରେ ବଡ଼ ଅଭିଯୋଗ ଆଣିଛନ୍ତି ସ୍ପପ୍ନା ସୁରେଶ । ସୁନା ଚୋରା ଚାଲାଣ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପରିବାର ଲୋକଙ୍କ ଜାଣତରେ ହେଉଥିବା ସେ କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏହା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ…

ଚର୍ମରୋଗ ଉପଚାର ବିଜ୍ଞାପନ, ହସ୍ପିଟାଲରେ ଲାଗିଥିଲା ହଲିଉଡ ଅଭିନେତା ମୋର୍ଗାନ୍ ଫ୍ରିମ୍ୟାନଙ୍କ ଫଟୋ

ଭୁବନେଶ୍ୱର: ରୋଗୀଙ୍କୁ ଆକର୍ଷିତ କରିବା ପାଇଁ ଏକ ହସ୍ପିଟାଲ୍ ବ୍ୟବହାର କରିଥିଲା ଜଣେ ହଲିଉଡ ଅଭିନେତାଙ୍କ ଫଟୋ । ଫଟୋ ଭାଇରାଲ୍ ହେବା ପରେ ସଂପୃକ୍ତ ହସ୍ପିଟାଲ ସୋସିଆଲ୍ ମିଡିଆରେ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି । କେରଳରେ ସାମ୍ନାକୁ ଆସିଛି ଏପରି ଅଭାବନୀୟ ଘଟଣା । The Vadakara…

ନୂଆ ବର୍ଷରେ ୧୦୦ କୋଟିର ମଦ ବିକ୍ରି!; କେରଳ

ଥିରୁବନନ୍ତପୁରମ୍‌: ନୂଆ ବର୍ଷ ଅବସରରେ ରାଜ୍ୟରେ ୯୬.୮୬ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା କେରଳ ଷ୍ଟେଟ ପାନୀୟ ନିଗମ ଲିମିଟେଡ୍ ପ୍ରକାଶ କରିଛି। ସୂଚନା ଅନୁଯାୟୀ ନୂଆ ବର୍ଷ ଅବସରରେ ବେଭକୋ ଏହାର ଆଉଟଲେଟରେ ୮୨.୨୬ କୋଟି ଟଙ୍କାର ମଦ ବିକ୍ରି କରୁଥିବାବେଳେ କଞ୍ଜ୍ୟୁମର୍‌ଫେଡ୍ ଆଉଟଲେଟ୍…

କେରଳରେ ନୋରାଭାଇରସ୍ ଆତଙ୍କ

କେରଳ : କେରଳର ପରିସ୍ଥିତି ଏବେ ବି ସ୍ଥିର ଅବସ୍ଥାକୁ ଫେରିନାହିଁ । ସେପଟେ କେରଳରେ ନୋରାଭାଇରସ୍  ଆତଙ୍କ ଯୋଗୁଁ ଉତ୍ତେଜନା ଦେଖାଦେଇଛି ।  କେରଳରେ ୧୩ ଟି ନୋରୋଭାଇରସ୍ ରୋଗ ଚିହ୍ନଟ ହୋଇଛି । କେରଳରେ ନୋରୋଭାଇରସ୍ ରୋଗର ବୃଦ୍ଧିକୁ ଦୃଷ୍ଟିରେ ରଖି ସୀମାନ୍ତ ଜିଲ୍ଲା କୋଡାଗୁ ଏବଂ କର୍ଣ୍ଣାଟକର…

୧୬ରୁ ଖୋଲିବ କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବରିମାଲା ମନ୍ଦିର

କେରଳ : ଖୋଲିବ ସାବରିମାଲା ମନ୍ଦରି । କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବରିମାଲାରେ ଥିବା ଆୟାପ୍ପା ସ୍ୱାମୀ ମନ୍ଦିର ଆସନ୍ତା ୧୬ ତାରିଖରେ ଖୋଲିବ। ଶ୍ରଦ୍ଧାଳୁ ମାନେ ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଦର୍ଶନ କରିପାରିବେ ବୋଲି ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଟ୍ରାଭାଙ୍କୋର ଦେବସ୍ୱମ…

କେରଳରେ ଚିନ୍ତା ବଢ଼ାଇଲା ଭାଇରସ, ଘୋଷଣା ହେଲା ଲକଡାଉନ୍

କେରଳ : କେରଳରେ ବଢ଼ିଲା କଟକଣା । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି କେରଳ ସରକାର । ସାରା ଦେଶରେ ଯେତିକି ପଜିଟିଭ ଠାବ ହେଉଛନ୍ତି ତାହାର ଅଧା ରହିଛନ୍ତି କେରଳରେ । ରାଜ୍ୟରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲାଗୁଡିକ ହେଉଛନ୍ତି…

କେରଳରେ ଜିକା ଭାଇରସ ନେଇ ହାଇ ଆଲର୍ଟ, ସମ୍ମୁଖକୁ ଆସିଲାଣି ୧୪ ମାମଲା

ଥିରୁଅନନ୍ତପୁରମ: କେରଳରେ ଜିକା ଭାଇରସ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା ୧୪ଟି ମାମଲା ସମ୍ମୁଖକୁ ଆସିଥିବା ଜାତୀୟ ଭୂତାଣୁବିଜ୍ଞାନ ସଂସ୍ଥାନ ସ୍ପଷ୍ଟ କରିଛି । ଏହାକୁ ଦେଖି ସେଠାରେ ହାଇଆଲର୍ଟ ଜାରୀ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶେଷଜ୍ଞ ଏବଂ…