Latest Odisha News

BREAKING NEWS

Browsing Tag

Literarture

ଉନ୍ମୋଚିତ ହେଲା ରଶ୍ମି ମିଶ୍ରଙ୍କ ” ଅହ୍ୟରାଣୀ “

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ପେନ୍ ଇନ୍ ବୁକ୍ସ ଆନୁକୂଲ୍ୟରେ ଗାଳ୍ପିକା ରଶ୍ମି ମିଶ୍ରଙ୍କର ପ୍ରଥମ ସଙ୍କଳନ "ଅହ୍ୟରାଣୀ" ସ୍ଥାନୀୟ ଏକ ଘରୋଇ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ପ୍ରକାଶକ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ତଥା ସମ୍ପାଦକ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ସଖା ! ଏହି ସମ୍ବୋଧନ ତୁମ ପାଇଁ ପ୍ରଯୁଜ୍ୟ ବୋଲି ଖୁବ୍ ପିଲାବେଳୁ ବୁଝେଇ ଦେଇଥିଲେ ନନା । ମନେ ନାହିଁ ଆଜି ଯାଏଁ କେବେ ତୁମ ପାଖକୁ ଚିଠିଟେ ଲେଖିଛି ଖୁସିରେ । ଲୁହ ଆସିଲା କି ଆସିବାର ଉପକ୍ରମ କଲା ତ ଚିଠି ଲେଖିଯାଏ ମନରେ ନତୁବା କଲମ ଦେଇ କାଗଜ ଦେହରେ । ତୁମେ ତୁମର ସେହି ରଙ୍ଗା ଅଧରରେ…

କବିତାର ସାନିଧ୍ୟ, ଆନନ୍ଦ ଓ ଆତ୍ମତୃପ୍ତି ଦେଇଥାଏ : ଶୈଳବାଳା ମହାପାତ୍ର

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ଶୈଳବାଳା ମହାପାତ୍ର । କବିତା ଗଳ୍ପ , ଆଲେଖ୍ୟ , ଶିଶୁ ସାହିତ୍ୟ ଓ ଅନୁବାଦ ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ ସେ ସୃଷ୍ଟି କରି ଚାଲିଛନ୍ତି ସାହିତ୍ୟର କଳେବର । ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ ରଚନାଗୁଡ଼ିକ ପାଠକ…

୨୧ ଜଣଙ୍କୁ ମିଳିଲା ‘ସାଧୁତା ଗୌରବ ସମ୍ମାନ’

ଭୁବନେଶ୍ୱର : ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର ‘ସାଧୁତା’ର ୬ଷ୍ଠ ସ୍ୱନକ୍ଷତ୍ର ଉତ୍ସବ ଜଗନ୍ନାଥଙ୍କ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ଦ୍ୱାରା ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ‘ସାଧୁତା’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ହେବା ସହିତ ,…

ଉନ୍ମୋଚିତ ହେବ ରଶ୍ମି ମିଶ୍ରଙ୍କ “ଅହ୍ୟରାଣୀ “

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା 'ପେନ୍ ଇନ୍ ବୁକ୍ସ' ଆନୁକୂଲ୍ୟରେ ଗାଳ୍ପିକା ରଶ୍ମି ମିଶ୍ରଙ୍କର ପ୍ରଥମ ସଙ୍କଳନ "ଅହ୍ୟରାଣୀ" ସ୍ଥାନୀୟ ଏକ ଘରୋଇ ହୋଟେଲରେ ନଭେମ୍ୱର ୭ରେ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ତଥା ସମ୍ପାଦକ ଗୌରହରି ଦାସ ,…

ଉନ୍ମୋଚିତ ହେଲା ‘ଦି ରେନବୋ ସ୍ମାଇଲସ’

ଭୁବନେଶ୍ୱର : ବିଶିଷ୍ଟ ଅନୁବାଦିକା ପ୍ରଭାତୀ ମିଶ୍ରଙ୍କ ଓଡ଼ିଆ ଗଳ୍ପର ଇଂରାଜୀ ଅନୁବାଦ ପୁସ୍ତକ "ଦି ରେନବୋ ସ୍ମାଇଲସ " କଳିଙ୍ଗ ବୁଦ୍ଧ ବିହାର ପରିସରରେ ମନୋରଞ୍ଜନ ପାଣିଗ୍ରାହୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଅର୍ଚ୍ଚନା ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉନ୍ମୋଚନ ସମାରୋହରେ…

କୋଣାର୍କ ପାଇଁ ଲେଖା ଆବଶ୍ୟକ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୬୪ ବର୍ଷ ଧରି ପ୍ରକାଶ ପାଇଆସୁଥିବା ତ୍ରୈମାସିକ ସାହିତ୍ୟ ମୁଖପତ୍ର କୋଣାର୍କର ଆଗାମୀ ସଂଖାଗୁଡ଼ିକ ପାଇଁ ପ୍ରାବନ୍ଧିକ, ଆଲୋଚକ ଏବଂ ଗବେଷକମାନଙ୍କ ନିକଟରୁ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଷୟ ଉପରେ ଆଧାରିତ ଉଚ୍ଚକୋଟିର ଗବେଷଣାତ୍ମକ…

ସାହିତ୍ୟ ପତ୍ରିକା ପ୍ରତିଶ୍ରୁତିର ତୃତୀୟ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟ ପତ୍ରିକା ପ୍ରତିଶ୍ରୁତି ( ନୂଆ ସକାଳର ସଂକଳ୍ପ )ର ତୃତୀୟ ସଂସ୍କରଣ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ 'ଯୁଗେ ଯୁଗେ ଜଗନ୍ନାଥ' ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ…

ଲୋକାର୍ପିତ ହେଲା ପାଣ୍ଡବ ଚରଣ ଦାସଙ୍କ ‘ଭାଗବତ କଥାମୃତ’

ଭୁବନେଶ୍ୱର  : ପ୍ରଖ୍ୟାତ କବି ତଥା ଆଧ୍ୟାତ୍ମିକ ସାଧକ ପାଣ୍ଡବ ଚରଣ ଦାସଙ୍କ ଦ୍ୱାରା ରଚିତ କାବ୍ୟ "ଭାଗବତ କଥାମୃତ"ର ଆନ୍ତର୍ଜାତିକ ଆଭାସୀ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରସନ୍ନ ପାଟ୍ଟଶାଣୀ, ଇତିରାଣୀ ସାମନ୍ତ ଓ ପ୍ରଦୀପ କୁମାର ମିଶ୍ର ମିଳିତ ଭାବେ ବହିଟିକୁ ପ୍ରଦର୍ଶନ ପୂର୍ବକ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଚିଠି ଲାଗି ଚିଠି  ପରିସ୍ଥିତି ଦରକାର କରୁଥିବା କଥାକୁ ସଠିକ ବଖାଣି ପାରେନି ବୋଲି ଛୁଆବେଳୁ ଲେଖି ବସିଲି ଚିଠି । ରାଗି ଯାଉଥିବା ନନାଙ୍କୁ ଚିଠି , ମାଡ଼ ଦେଉଥିବା ବୋଉକୁ ଚିଠି , ଅକାରଣରେ ମାଡ଼ ଖୁଆଉଥିବା ସହପାଠୀଙ୍କୁ ଚିଠି , ପିଲାଙ୍କ କଥାରେ ମୋ ପିଠିରେ କୁଆଛୁଆ ଉଡ଼ିଗଲା ଭଳି ମାଡ଼…