Latest Odisha News
Browsing Tag

Literarture

ପାଠକୀୟ ଆଦୃତି ହିଁ ଲେଖକର ସର୍ବଶ୍ରେଷ୍ଠ ପୁରସ୍କାର : ସୁଷମା ପରିଜା

ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଗଳ୍ପ , କବିତା , ଶିଶୁ ସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଚାଲିଥିବା ସୁଷମା ପରିଜା ଏକ ନିଆରା ବ୍ୟକ୍ତିତ୍ୱ । ତାଙ୍କ ରଚନାରେ ଥାଏ । ଅନୁଭବ ଓ ଅନୁଭୂତିର କଥା , ସମାଜର ରୀତି ନୀତି , ଓଡ଼ିଶାର ପରମ୍ପରା, ପର୍ବ ପର୍ବାଣି ତଥା…

‘ଭଲ କବିତାର ଖୋଜ୍’ ପକ୍ଷରୁ ୭୫ତମ କବିତା ଆସର

ବାଲେଶ୍ୱର : ଭାଷା ସାହିତ୍ୟ ଓ ସଂସ୍କୃତି ମଞ୍ଚ ପକ୍ଷରୁ 'ସଙ୍କେତ'ଠାରେ 'ଭଲ କବିତାର ଖୋଜ୍' ପକ୍ଷରୁ ଏହାର ୭୫ତମ ଆସର ଅନୁଷ୍ଠିତ ହୋଇଯାଇଛି ପ୍ରାୟ ଅଠର ମାସରୁ ଅଧିକ କାଳ ଭଲ କବିତାର ଖୋଜ୍ ପକ୍ଷରୁ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଏହା ପୁଣି ଆରମ୍ଭ କରାଯାଇଛି। ଏହି ଆସରରେ ୯ ଜଣ କବି…

କୁନି କୁନି ପିଲାଙ୍କ ପାଇଁ ସିନ୍ଧୁ ବ୍ରାଉନଙ୍କ ୨୧ଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ସିନ୍ଧୁ ବ୍ରାଉନ, ମାନସ ରଞ୍ଜନ ଦାସ, ମାନବୀ ଟୌଙ୍କ୍, ଶ୍ରୀଦେବୀ ଓ କୁଞ୍ଜନଙ୍କ ସହାୟତାରେ “ଟ୍ରେସିଂ ଏବଂ ଲର୍ଣ୍ଣିଙ୍ଗ କନସେପ୍ଟକୁ ନେଇ ବିଭିନ୍ନ ଥିମ୍ ଉପରେ ପିଲାମାନଙ୍କ ପାଇଁ ପ୍ରସ୍ତୁତ କରିଥିବା ୨୧ ଟି ପୁସ୍ତକ ସ୍ଥାନୀୟ ମାଇକେଲ କିଚେନ୍…

କିଶୋର ମହାନ୍ତି ପାଇଲେ ‘ଉଦୟ ଭାନୁ ସାରସ୍ୱତ ସମ୍ମାନ’

କଟକ : ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ତଥା ବୈଷ୍ଣବ ପାଣି ଜୟନ୍ତୀ ପାଳନ ସହ, ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉଦୟଭାନୁ ସାହିତ୍ୟ ସଂସଦର ସ୍ଵନକ୍ଷେତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନାଟ୍ୟକାର କିଶୋର ମହାନ୍ତିଙ୍କୁ 'ଉଦୟ ଭାନୁ ସାରସ୍ୱତ ସମ୍ମାନ' ପ୍ରଦାନ କରାଯାଇଛି…

‘ଚନ୍ଦନଧାରା’ର ଶାରଦୀୟ ବିଶେଷାଙ୍କ ଲୋକାର୍ପିତ

ଉମରକୋଟ : କବି ହିମାଂଶୁ ଆଚାରୀଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ରାଜ୍ୟସ୍ତରୀୟ ସାହିତ୍ୟ ପତ୍ରିକା 'ଚନ୍ଦନଧାରା'ର ଶାରଦୀୟ ବିଶେଷାଙ୍କ ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବଲ୍ଲଭ ରାଉତଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି…

‘ଅମୃତ ସନ୍ଧାନୀ ମନୋଜ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଦିଲ୍ଲୀ ଲେଖିକା ସଙ୍ଘ ଦ୍ୱାରା ଆୟୋଜିତ , ଭୁବନେଶ୍ୱରସ୍ଥିତ ଜାତୀୟ ଅଭିଲେଖାଗାର ପରିସରରେ , ଅନିତା ପଣ୍ଡାଙ୍କ ସମ୍ପାଦିତ "ଅମୃତ ସନ୍ଧାନୀ ମନୋଜ" ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକଟିରେ ମନୋଜ ଦାସଙ୍କ ଜୀବନ ଓ ସାହିତ୍ୟକୁ ନେଇ ୩୯ ଜଣ ଲେଖକ ଓ ଲେଖିକାଙ୍କ ଆଲେଖ୍ୟ…

ସଂଘମିତ୍ରା ମିଶ୍ରଙ୍କ ସମ୍ପାଦିତ ‘ବିଜୟ ବିଭବ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ସ୍ମୃତିରେ , ପ୍ରକାଶନୀ ସଂସ୍ଥା ପକ୍ଷୀଘର ଆନୁକୂଲ୍ୟରେ ସଂଘମିତ୍ରା ମିଶ୍ରଙ୍କ ସମ୍ପାଦନାରେ, ବିଜୟ ମିଶ୍ରଙ୍କ ରଚିତ ନାଟକ ସମୂହକୁ ନେଇ ଏକ ସମାଲୋଚନା ପୁସ୍ତକ 'ବିଜୟ ବିଭବ' ଉନ୍ମୋଚିତ ହୋଇଯାଇଛି l ବଟକୃଷ୍ଣ ତ୍ରିପାଠୀଙ୍କ ସଭାପତିତ୍ୱରେ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ବର୍ଷା ବରଣ ବର୍ଷା ଖୋଜୁଥିଲି । ତୁମକୁ ନେଇ ଥରେ ଅଧେ ତିଆରି ହେଉଥିବା ଅନିଶ୍ଚିତତାର ଡହକରୁ ମୁକୁଳିଯିବାକୁ ଚାହୁଁଥିଲି । ତୁମେପଣର ଆର୍ଦ୍ରତାରେ ଜୁଡୁବୁଡ଼ୁ ହେବାକୁ ଇଚ୍ଛାଟା ସବୁଦିନିଆଁ ଏବେ । ତୁମେ କିନ୍ତୁ ମେଘ ହୋଇ ଆଖି ପାଆନ୍ତାରେ ଥାଅ ସିନା ହାତ ପାଆନ୍ତାରେ ନୁହେଁ । ଅଭିମାନରେ…

ଅନୁଭବ ଓ ଅଭିଜ୍ଞତାର ସମ୍ଭ୍ରାନ୍ତ କଳାତ୍ମକ ଉଚ୍ଚାରଣ ହିଁ କବିତା : ସୁରେଶ କୁମାର ନାୟକ

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ସୁରେଶ ନାୟକ । ଗତ ଦୁଇ ଦଶନ୍ଧିରୁ ଉର୍ଦ୍ଦ୍ୱ ସମୟରେ ସେ ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରିଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ…

୫ ଜଣ ପ୍ରତିଭାଙ୍କୁ ମିଳିଲା ପ୍ରାଣନାଥ ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ସ୍ମୃତିରେ , ପ୍ରାଣନାଥ ସ୍ମୃତି କମିଟି ଆନୁକୂଲ୍ୟରେ , ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଏକ ସ୍ମୃତି ସଭା ଓ ପ୍ରାଣନାଥ ସମ୍ମାନ ୨୦୨୧ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଙ୍ଘମିତ୍ରା ପତି (ସ୍ୱାସ୍ଥ୍ୟ…