Latest Odisha News

BREAKING NEWS

Browsing Tag

Nabarangpur

ଆଧାର କାର୍ଡ ନଦେଖାଇବାରୁ WEO ପରୀକ୍ଷା ଦେଇପାରିଲେନି ୯ ଜଣ, ଜିଲ୍ଲାପାଳଙ୍କୁ ଗୁହାରୀ

ନବରଙ୍ଗପୁର: ଆଇଡି ପ୍ରୁଫ୍ ଅଛି, ଠିକ୍ ସମୟରେ ବି ପରୀକ୍ଷାକେନ୍ଦ୍ରରେ ପହଞ୍ଚିଥିଲେ । ଆଧାର କାର୍ଡ ନଥିବାରୁ ପରୀକ୍ଷା ଦେଇପାରିଲେନି WEO ଆଶାୟୀ । ଆଜି ଏହି ପରୀକ୍ଷା ପାଇଁ OSSC ପକ୍ଷରୁ ନବରଙ୍ଗପୁର ପଲିଟେକନିକ୍ କଲେଜରେ ସେଣ୍ଟର ହୋଇଥିଲା । କିନ୍ତୁ କଲେଜ କର୍ତ୍ତୃପକ୍ଷଙ୍କ ମାତ୍ରାଧିକ…

ମକା ପାଇଁ ନାହିଁ ମଣ୍ଡି, ଦଲାଲଙ୍କ କବ୍ଜାରେ ମକାଚାଷୀ

ନବରଙ୍ଗପୁର : ମକା ପାଇଁ ନାହିଁ ମଣ୍ଡି  । ଦଲାଲଙ୍କ କବ୍ଜାରେ ଚାଷୀ  । ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ହୋଇ ରହିଯାଉଛି । ସରକାରଙ୍କର ସମସ୍ତ ସୁବିଧାରୁ ବଞ୍ଚିତ ହେଉଛନ୍ତି ନବରଙ୍ଗପୁରର ମକା ଚାଷୀ । ମକା ଚାଷ ପାଇଁ ନବରଙ୍ଗପୁର ଜିଲ୍ଲା ସମଗ୍ର ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି,…

ଶାଗ ବିକି ପରିବାର ପୋଷୁଛନ୍ତି BCA ଛାତ୍ର

ନବରଙ୍ଗପୁର: ହସୁଛି ସବୁଜ କ୍ଷେତ । ହୋଇଛି ଭଳିକି ଭଳି ଶାଗ । ସକାଳ ହେଲେ ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକ ଆସଙ୍ଗା ଗାଁର ଡମ୍ବୁରୁ ଧର ମାଳି କୋଦାଳ ଧରି ଜମିକୁ ବାହାରି ପଡ଼ନ୍ତି । ନିଜ ହାତରେ ଶାଗ ଚାଷ କରିବା ସହ ତୋଳି ବିକ୍ରି କରନ୍ତି । ବଇଁଶୀଧର ମାଳିଙ୍କ ପଢ଼ୁଆ ପୁଅ ଡମ୍ବୁରୁଧର ଜୟପୁର…

ନବରଙ୍ଗପୁର ଡାବୁ ଗାଁରେ କାର୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ କାର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ହୋଇଛି । ଭାରସାମ୍ୟ ହରାଇ କାରଟି ଗଛକୁ ପିଟିଥିଲା । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ଓ  ଦୁଇ ଗୁରୁତରଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ…

୧୦ ବର୍ଷ ତଳେ ଜବତ ଦେଶୀ ବନ୍ଧୁକ ପାଇଁ ୫ ଜଣ ମେଡିକାଲରେ ଭର୍ତ୍ତି

ନବରଙ୍ଗପୁର: ବାରହା ମାରି ଫସିଥିଲେ, ଏବେ ପୁଣି ଫସିବେ । ୧୦ ବର୍ଷ ତଳେ ଜବତ ଦେଶୀ ବନ୍ଧୁକ ପାଇଁ ୫ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ମୈଦଲପୁର ସାପ୍ତାହିକ ହାଟରେ । ଦେଶୀ ବନ୍ଧୁକ ସଜାଡ଼ିବା ବେଳେ ବାରୁଦ ଫୁଟିବାରୁ ୫ ଜଣ ଆହତ ହୋଇ ମେଦଲପୁର…

ଘୁମରେଶ୍ୱର ଶୈବ ପୀଠରେ ଜଳପ୍ରପାତକୁ ଖସି ଯୁବକ ନିଖୋଜ

ନବରଙ୍ଗପୁର : ସେଲ୍ଫି ହେଲା କାଳ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ  ଅନ୍ତର୍ଗତ ପ୍ରସିଦ୍ଧ ଘୁମରେଶ୍ବର ଶୈବ ପୀଠ ରେ ଘଟିଛି ଏକ ଅଘଟଣ  ।  ଘଟଣା  ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଙ୍ଗରଦୋରା ନିକଟରେ ରହିଥିବା ପ୍ରସିଦ୍ଧ…

ବିଦ୍ୟାଳୟରୁ ନିଖୋଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ସନ୍ଦେହ

ନବରଙ୍ଗପୁର: ମିଳିଲା ନିଖୋଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ । ୨ ଦିନ ହେବ ବିଦ୍ୟାଳୟରୁ ନିଖୋଜ ଥିବା ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଗଛରୁ ମିଳିଛି । ଯାହାକୁ ନେଇ ନବରଙ୍ଗପୁର ଜିଲ୍ଲା ମାନିଗାଁ ଉଚ୍ଚ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ ଛାତ୍ର ଶଙ୍କର ହରିଜନଙ୍କ ପରିବାର…

ଦୀର୍ଘ ୧୦ ଦିନ ଧରି ବିଦ୍ୟାଳୟ ମୂଖ୍ୟ ଫାଟକରେ ଝୁଲୁଛି ତାଲା

ନବରଙ୍ଗପୁର : ଏମ. ଖଟୁଗୁଡା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ଝୁଲୁଛି ତାଲା । ବିଭିନ୍ନ ସମସ୍ୟାକୁ ନେଇ ଦୀର୍ଘ ୧୦ ଦିନ ଧରି ବିଦ୍ୟାଳୟ ଫାଟକରେ ତାଲା ଦେଇ ଧାରଣାରେ ବସିଛନ୍ତି ଗ୍ରାମବାସୀ । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଏମ.ଖଟୁଗୁଡା ଗାଁରେ ଦେଖିବାକୁ…

ଭଙ୍ଗା କୁଡ଼ିଆରେ ଗଢ଼ା ଚାଲିଛି ଭବିଷ୍ୟତ, ୭ ବର୍ଷ ହେଲା ସରୁନି କୋଠା ନିର୍ମାଣ

ନବରଙ୍ଗପୁର: ପଞ୍ଚମରୁ ପ୍ରଥମ ଶ୍ରେଣୀ । ପଢ଼ୁଛନ୍ତି ୩୨ ଛାତ୍ରଛାତ୍ରୀ । ଆଉ ଏ ଭଙ୍ଗା କୁଡ଼ିଆ ହେଉଛି ପ୍ରାଥମିକ ବିଦ୍ୟାଳୟ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଘୁମରଦୋରା ପ୍ରାଥମିକ ବିଦ୍ୟାଳୟ କୁଡ଼ିଆ ଘରେ ଚାଲିଛି । ବିଡ଼ମ୍ବନା ହେଉଛି ରାସ୍ତାକଡ଼ ପାନ ଦୋକାନ ଠାରୁ ବି ୟେ…

ଖାତାକୁ ଆସୁନି କାଳିଆ ଟଙ୍କା, ଉଠାଉଛି କିଏ ?

ନବରଙ୍ଗପୁର: ଆଦିବାସୀଙ୍କ ସରଳତା ଓ ନିରୀହତାର ସୁଯୋଗ ନେଇ ଠକେଇ । ଏମାନେ ସମସ୍ତେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ହିତାଧିକାରୀ । ଏମାନଙ୍କ ଆକାଉଣ୍ଟକୁ ସରକାର ଟଙ୍କା ବି ପଠାଉଛନ୍ତି । ହେଲେ ୩୦ରୁ ଊର୍ଦ୍ଧ୍ୱ ଚାଷୀ ୩ ବର୍ଷ ହେଲା ଟଙ୍କାଟିଏ ପାଇନାହାଁନ୍ତି । ଏନେଇ ନବରଙ୍ଗପୁର ଜିଲ୍ଲା…