Latest Odisha News

BREAKING NEWS

Browsing Tag

Naveen

ରୋମ ପରେ ଆଜିଠୁ ୟୁଏଇ ଭ୍ରମଣରେ ଯିବେ ନବୀନ

ଭୁବନେଶ୍ବର: ଦଶ ବର୍ଷ ପରେ ମୁଖ୍ୟମନ୍ତ୍ରୀ ବିଦେଶ ଭ୍ରମଣରେ ଯାଇଛନ୍ତି ।  ରୋମରେ ତୀର୍ଥସ୍ଥାନ ଭ୍ରମଣ କରିବା ସହ ପୋପଙ୍କୁ ଭେଟିବା ପରେ ଆଜିଠୁ ନବୀନଙ୍କ ସହ ତାଙ୍କ ଟିମ ର  ୟୁଏଇ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଭ୍ରମଣର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ପଟ୍ଟନାୟକ ମଧ୍ୟ  ଦୁବାଇର…

ସକାଳର ଟପ୍ ନିଉଜ୍

ଆଜି ସକାଳର ଟପ୍ ନିଉଜ୍ https://www.youtube.com/watch?v=_T_EFzgRUBA (1)ଜର୍ମାନ ଚାନସେଲର ଓଲାଫ ସୋଜଙ୍କ ଆମନ୍ତ୍ରଣ କ୍ରମେ ଜି୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆଜି ଜର୍ମାନି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି  । ସେଠାରେ ମୋଦି ୟୁରୋପରେ ବସବାସ କରୁଥିବା ପ୍ରବାସୀ…

ସକାଳର ଟପ୍ ନିଉଜ

ସକାଳର ଟପ୍ ନିଉଜ 25.06.2022 https://www.youtube.com/watch?v=LIRoQ51t33M (1) ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ଅନ୍ୟ…

ଦ୍ରୌପଦି ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ସବୁ ବିଧାୟକଙ୍କୁ ଆହ୍ୱାନ କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସଭାପତି ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦି ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ନବୀନ ଏନେଇ ବୁଧବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନବୀନ ତାଙ୍କ ଟ୍ୱିଟରେ ଓଡ଼ିଶା ବିଧାନସଭାର ସମସ୍ତ ବିଧାୟକଙ୍କୁ ଦ୍ରୌପଦିଙ୍କୁ ସମର୍ଥନ…

ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରୋମରେ ପହଁଚି ଭ୍ରମଣ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପ୍ରଥମେ  ପିଆଜା ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍କମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ରୋମ ଗସ୍ତ ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ବିଦେଶ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ବହୁଦିନ ପରେ ବିଦେଶ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରୁ ରୋମ୍ ଅଭିମୁଖେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ନେତାଙ୍କୁ ନନେଇ ଅଫିସରଙ୍କନେଇ ଭୋର ୪ଟା ୧୫ରେ ଦିଲ୍ଲୀ ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ବିଦେଶ ଯାତ୍ରା ଆରମ୍ଭ କରିଛନ୍ତି । ରୋମ ରହଣୀ ସମୟରେ…

ମମତାଙ୍କ ମଞ୍ଚରେ ଫାଟ: ଯୋଗ ଦେଲେନି ନବୀନ

ଦିଲ୍ଲୀ : ମମତା ବାନାର୍ଜୀଙ୍କୁ ଲାଗିଛି ଝଟକା । ତୃଣମୂଳ ନେତ୍ରୀଙ୍କ ସବୁ ଯୋଜନା ପାଣି ଫୋଟକା ପରି ମିଳେଇ ଯାଇଛି । ଯୁଦ୍ଧ କରିବା ପୂର୍ବରୁ ସେନାପତିମାନେ ମମତାଙ୍କ ଯୁଦ୍ଧକୁ ପସନ୍ଦ କରିନାହାଁନ୍ତି । ମମତାଙ୍କ ବୈଠକକୁ ସାରା ଦେଶ ଅନାଇ ରହିଥିବା ବେଳେ ତାହା ଫୁସ ହୋଇଯାଇଛି ।  ବିଜେପି…

ନବୀନ ଦେଖିବେ ବାରବାଟିରେ ଟି -20 କ୍ରିକେଟ, କିଣିଲେ ଟିକେଟ

ଭୁବନେଶ୍ବର: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା 12 ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ ମ୍ୟାଚ  ଖେଳାଯିବ । ଏହି ମ୍ୟାଚ ଦେଖିବା ପାଇଁ ଟିକେଟ କିଣିଥିବା ଟୁଇଟ କରିଛନ୍ତି ନବୀନ । ଏହାସହ ଏହିମ୍ୟାଚ ଦେଖିବାକୁ…

ନବୀନ କରିବେ ସଂଗଠନରେ ଅଦଳବଦଳ: ବିବାଦୀୟଙ୍କୁ ମିଳିବ ସଂଗଠନ ଦାୟିତ୍ୱ

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ବହୁଦିନରୁ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ନବୀନ ସରକାରଙ୍କ ମୁଣ୍ଡବିନ୍ଧା ସାଜିଥିବା ମନ୍ତ୍ରୀମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରି ନୂଆ ମନ୍ତୀମଣ୍ଡଳ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠୁ ବଡ଼ କଥା ହେଉଛି…

5 T ରେ ଯୋଡି ହେଲା ନୂଆ T ଟୁର୍

ଭୁବନେଶ୍ବର: ନୂଆ ମନ୍ତ୍ରୀମଣ୍ଡଳ ଗଠନ ପରେ ସମସ୍ତ ମନ୍ତ୍ରୀଙ୍କୁ ନବୀନ ନିବାସ ଡକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି । 2024 ନିର୍ବାଚନ ପୂର୍ବରୁ ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ମନ୍ତ୍ରୀମାନେ ମୋ ସରକାର ଅଧିନରେ ଏବେ 6ଟି…