Latest Odisha News

BREAKING NEWS

Browsing Tag

New Delhi

ରାଜସ୍ଥାନରେ ବୁରାଡି ଘଟଣାର ପୁନରାବୃତ୍ତି, ଗୋଟିଏ ଘରୁ ମିଳିଲା ୬ ମୃତେଦହ

ନୂଆଦିଲ୍ଲୀ:  ଦିଲ୍ଲୀର ବୁରାଡି କାଣ୍ଡ ଘଟଣା  ଶୁଣିଲା ଏବେ ବି ଦେହ ଶୀତେଇ ଉଠେ । ଆଖି ଆଗକୁ ଚାଲି ଆସେ ସେହି ୧୦ ଜଣଙ୍କ ମୁହଁ । ଗୋଟିଏ ଘରେ ଏକାଥରକେ ଫାସିରେ ଝୁଲୁଥିଲେ ୧୦ଜଣ । ଏହି ଘଟଣା ଦିନେ ପୁରା ଦେଶକୁ ଦୋହଲାଇ ଦେଇଥିଲା । ଆଜି ପୁଣି ଥରେ ସେହି ହୃଦୟଥରା ଘଟଣାର ପୁନରାବୃତ୍ତି…

କାର୍‌ ବିସ୍ଫୋରଣରେ ୧୦୦ରୁ ଅଧିକ ମୃତ: ସୋମାଲିଆ ରାଷ୍ଟ୍ରପତି ହସନ ଶେଖ୍ ମହମ୍ମଦ

ନୂଆଦିଲ୍ଲୀ : ସୋମାଲିଆରେ ବିସ୍ଫୋରଣ । ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ୩୦୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଏନେଇ ସୋମାଲିଆର ରାଷ୍ଟ୍ରପତି ହସନ ଶେଖ୍ ମହମ୍ମଦ ସୂଚନା ଦେଇଛନ୍ତି । ଗଣମାଧ୍ୟମ ସୂଚନା ଅନୂଯାୟୀ ସୋମାଲିଆର ଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟାଳୟକୁ…

ରାଜ୍ୟ ବିଜେପି ବିଧାୟକମାନେ ଗଲେ ଦିଲ୍ଲୀ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଜ୍ୟ ବିଜେପି ବିଧାୟକମାନେ ଦିଲ୍ଲୀ ଗସ୍ତ କରିଛନ୍ତି । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେବାକୁ ଏହି ବିଧାୟକମାନେ ଦିଲ୍ଲୀ ଯାଇଥିବା କହିଛନ୍ତି । ଦିଲ୍ଲୀ ଯାଇଥିବା…

ଇଣ୍ଡିଆ ଟିମକୁ ଘାଇଲା କରିବେ କି ରାବଡା ?

ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ ଭାରତ –ଦକ୍ଷିଣ ଆଫ୍ରିକା ମଧ୍ୟରେ ମଇଦାନରେ ହେବ ଲଢ଼େଇ ।  ଦିଲ୍ଲୀର ଅୁରଣ ଜେଟଲି ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ  ପୁଣି ଚାଲିକ କ୍ରିକେଟ ଟକ୍କର ।  କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଭାରତୀୟ ଟି -20 ଦଳ ଦକ୍ଷିଣ ଆଫ୍ରିକା ସହ  ଖେଳିବ ପ୍ରଥମ ମ୍ୟାଚ ।  ପାଞ୍ଚ…

ନେତାଙ୍କ ସହ ଘନିଷ୍ଠତା ଭାଙ୍ଗି ଲୋକଙ୍କ ବିଶ୍ୱାସ ଭାଜନ ହୁଅ: ସିଜେଆଇ

ନୂଆଦିଲ୍ଲୀ: ନିରପେକ୍ଷତା ଅଭାବରୁ ଏବଂ ରାଜନୈତିକ ବର୍ଗଙ୍କ ସହ ଘନିଷ୍ଠତା କାରଣରୁ ପୋଲିସର ଭାବମୂର୍ତ୍ତି ଖରାପ ହୋଇଛି । ଲୋକେ ହତାଶା ସମୟରେ ବି ପୁଲିସର ଦ୍ୱାରସ୍ଥ ହେବାକୁ ଭୟ କରୁଛନ୍ତି ବୋଲି ପ୍ରଧାନବିଚାରପତି ଏନ ଭି ରମନ୍ନା କହିଛନ୍ତି । କିଛି ପୁଲିସ କର୍ମଚାରୀଙ୍କ ଦୁର୍ନୀତି ଓ…

ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ଜୁଏଲ ଓରାମ

ଭୁବନେଶ୍ବର : ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ବିଜେପିର ଲୋକସଭା ସାଂସଦ ଜୁଏଲ ଓରାମ । ପୂର୍ବରୁ କୋରୋନାରେ ଆକ୍ରାନ୍ତ ହୋଇଥିଲେ ଜୁଏଲ ଓରାମ । ତେଣୁ ସତର୍କତାମୂଳକ ପଦକ୍ଷେପ ଭାବେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଜୁଏଲ ଓରାମ । ସେ ଏବେ ସୁସ୍ଥ ଥିବା ମଧ୍ୟ…

ନିର୍ମାଣ ହେବ ଭାରତର ସବୁଠାରୁ ଆକର୍ଷଣୀୟ ରେଳ ଷ୍ଟେସନ, ଖର୍ଚ୍ଚ ହେବ ୬୫୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀର ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଭବ୍ୟ ଷ୍ଟେସନ ଭାବେ ନିର୍ମାଣ କରିବାକୁ ଯୋଜନା ଚାଲିଛି । ଏହି ରେଳ ଷ୍ଟେସନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୬୫୦୦ କୋଟି । ଏହା ହେବ ଭାରତର ସବୁଠାରୁ ଆକର୍ଷଣୀୟ ରେଳ ଷ୍ଟେସନ । ପିପିପି ପ୍ରକଳ୍ପ ଅନୁସାରେ ନିର୍ମାଣ ହେବାକୁଥିବା ଏହି ନୂଆ…

ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ଅନୁମତି, ରୁଟ୍ ପ୍ଲାନ୍ ଦେଲେ ଚାଷୀ

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀ କରିବେ ଟ୍ରାକ୍ଟର ରାଲି । ଏଥିପାଇଁ ଦିଲ୍ଲୀ ପୋଲିସ ଚାଷୀଙ୍କୁ ସର୍ତ୍ତମୂଳକ ଅନୁମତି ଦେଇଛି । ଭିନ୍ନ ଭିନ୍ନ ରୁଟ୍‌ରେ ଶାନ୍ତିପୂର୍ଣ୍ଣ ଭାବେ ପରେଡ କରିବେ ଅନ୍ନଦାତା । ପରେଡ୍‌ରେ ସାମିଲ ହେବ ହଜାର ହଜାର ଟ୍ରାକ୍ଟର । ସାରା ବିଶ୍ବ ଏହି…

୫୮ ଦିନରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ :  କୃଷି ଆଇନ ନେଇ ବିବାଦ ତୁଟୁନି । ୫୮ ଦିନରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ । ସମସ୍ୟାର ସମାଧାନ ପାଇଁ ଆଜି ଚାଷୀ ଓ ସରକାରଙ୍କ ମଧ୍ୟରେ ଆଜି ଏକାଦଶ ପର୍ଯ୍ୟାୟ ଆଲୋଚନା ହେବ । ଏହା ପୂର୍ବରୁ ଆଇନ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି…

ହସ୍ପିଟାଲରୁ ଡିସଚାର୍ଜ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀ ଏମସରୁ ଡିସ୍ ଚାର୍ଜ ହୋଇଛନ୍ତି । ଗତ ରବିବାର ଦ୍ୱିତୀୟ ଥର ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ତାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।…