Latest Odisha News

BREAKING NEWS

Browsing Tag

Ollywood

ଦୁଇଦୁଇଟି ଫିଲ୍ମରେ ଧମାଲ୍ ମଚାଇବେ ଅଙ୍କିତା ଭୌମିକ

ଭୁବନେଶ୍ୱର: ଆଲବମ୍ ଦୁନିଆରେ ଅଙ୍କିତା ଭୌମିକଙ୍କ ନାଁ କିଛି ନୂଆ ନୁହେଁ । କନ୍‌ସେପ୍ଟ ଯାହା ବି ହେଉନା କାହିଁକ, ତାଙ୍କ ଗ୍ଲାମରସ୍ ଅନ୍ଦାଜ ଓ ଆକର୍ଷଣୀୟ ଡାନ୍ସିଂ ଭିଡିଓ ଆଲବମ୍‌କୁ ସୁପରହିଟ୍ କରାଇବା ପାଇଁ ଯଥେଷ୍ଟ । ବହୁ ସୁପରହିଟ୍ ଭିଡିଓ ଆଲବମ ଓ କିଛି ହାତଗଣତି ଫିଲ୍ମରେ ଅଭିନୟ…

ଭାଙ୍ଗିଲା ସଂପର୍କ, ବବି ମିଶ୍ର ଓ କୋଏଲ ବାନାର୍ଜିଙ୍କ ବିବାହ ବିଚ୍ଛେଦ

ଭୁବନେଶ୍ୱର: ସାରା ଓଡିଶା ଥିଲା ଅଜଣା । ହେଲେ ୨୦୧୮ରେ ପରସ୍ପରଠୁ ଅଲଗା ହୋଇସାରିଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜି ଓ ଅଭିନେତା ବବି ମିଶ୍ର । ଆଇନଗତ ଦୁହେଁ ପରସ୍ପରଠୁ ପୃଥକ ରହୁଛନ୍ତି । ବୋଧ ହୁଏ ଏହି ଖବର ଓଲିଉଡ ଜଗତ ପାଇଁ ନୂଆ ନୁହେଁ । ହେଲେ ଚଳଚ୍ଚିତ୍ର ପ୍ରେମୀଙ୍କୁ ଏହି ଖବର ଚକିତ…

ଓଲିଉଡରେ ନୂଆ ଅଧ୍ୟାୟ, ମା’ ସମଲେଶ୍ୱରୀ

ଭୁବନେଶ୍ୱର: ଓଡିଆ ସିନେପ୍ରେମୀଙ୍କ ପାଇଁ ଖୁସୀ ଖବର । ଖାସ କରି ପଶ୍ଚିମ ଓଡିଶା ଲୋକଙ୍କୁ ଏକ ଅନନ୍ୟ ଭେଟି ଦେବାକୁ ଯାଉଛି ଅକ୍ଷୟ ପରିଜାଙ୍କ ପ୍ରଡକ୍ସନ୍ ହାଉସ୍ । ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଓଡିଆ ଧାର୍ମିକ ଫିଲ୍ମ “ମା’ ସମଲେଶ୍ୱରୀ” । ଫିଲ୍ମଟି ଡିଜିଟାଲ୍ ପ୍ଲାଟଫର୍ମ ରିଲିଜ୍…

ଆସିଲା ପୋଷ୍ଟର୍‌, ରିିଲିଜ୍ ଅପେକ୍ଷାରେ “ଅରୁନ୍ଧତୀ”

ଭୁବନେଶ୍ୱର: କରୋନାର କରାଳ ରୂପରେ ବି ଚଳଚଂଚଳ ଓଲିଉଡ । ରିଲିଜ ଅପେକ୍ଷାରେ ଆକ୍ସନ୍ ଷ୍ଟାର ରାଜବୀର ଓ ଏଲିନାଙ୍କ ଅଭିନୀତ ପ୍ରଥମ ଓଡିଆ ଫିଲ୍ମ “ଅରୁନ୍ଧତୀ” । ଆଜି ଏହାର ପୋଷ୍ଟର ସାମ୍ନାକୁ ଆସିଛି । ରମେଶ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ରମେଶ ବାରିକ ।…

ରଜରେ ଆସୁଛି “ଚକ୍ଷୁବନ୍ଧନ”

ଭୁବନେଶ୍ୱର: ସାରା ଦେଶ ସମେତ ଓଡିଶା ବି କରୋନା ସହ ଲଢୁଛି । ତଥାପି ଫିଲ୍ମ ରିଲିଜ୍ କରିବାକୁ ଅଣ୍ଟା ଭିଡିଛି ଓଲିଉଡ । ଆସନ୍ତା ଦିନରେ ପ୍ରେମ, ପ୍ରତାରଣା, ରହସ୍ୟ ଓ ରୋମାଂଚକର ମୌଳିକ କାହାଣୀକୁ ନେଇ ଏକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଯାହାର ଟାଇଟଲ ରହିଛି “ଚକ୍ଷୁବନ୍ଧନ” । ଅନିଶ୍…

ନୂଆ ଅବତାରରେ ଆସୁଛନ୍ତି ଅଭିନେତା ଦୀପକ !

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ଅଭିନେତା ଦୀପକ । ଅଭିନୟ ସହ ପ୍ରତ୍ୟକ୍ଷ ଭାବେ ଜଡିତ ଏହି ଅଭିନେତା ବେଶ କିଛି ଦିନ ଧରି ସଙ୍ଗୀତ ପ୍ରେମରେ ବୁଡି ରହିଛନ୍ତି । ତେବେ ରିୟଲ ନୁହେଁ ବରଂ ରିଲ୍ ଲାଇଫରେ ଦୀପକ ମ୍ୟୁଜିକ ଲଭର ଭାବେ ଦର୍ଶକଙ୍କୁ ଦେଖାଦେବେ । କାହିଁକି ନା ଆଗାମୀ ଦିନରେ ରିଲିଜ ହେବାକୁ…

ଆଜି ରିଲିଜ ହେବ ଓଡ଼ିଆ କ୍ରାଇମ ଥ୍ରୀଲର ମୁଭି ‘ଚରିତ୍ର’ର ଟ୍ରେଲର

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ସିସିର କୁମାର ସାହୁ ଏବଂ ପିନାକୀ ସିଂ ରାଜପୁତ ସେମାନଙ୍କର ଆଗାମୀ ଓଡିଆ ଚଳଚ୍ଚିତ୍ର ‘ଚରିତ୍ର’କୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଏହି କ୍ରାଇମ ଥ୍ରୀଲରର ଟ୍ରେଲର ମଙ୍ଗଳବାର ରିଲିଜ ହେବ। ଏହି ଚଳଚ୍ଚିତ୍ରରେ ପାର୍ଥ ସାରଥୀ ରୟ, ଅନନ୍ୟା ମିଶ୍ର,…

ମସ୍କୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ଓଡିଆ ସିନେମା ‘adieu Godard

ଭୁବନେଶ୍ୱର: ଚଳିତ ମାସ ୪୩ ତମ ମସ୍କୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡିଆ ଚଳଚ୍ଚିତ୍ର ‘ଆଡିୟୁ ଗୋଡାର୍ଡ’ ପ୍ରଦର୍ଶିତ ହେବ। ଏହି ଚଳଚ୍ଚିତ୍ର ମହୋତ୍ସବ ଏପ୍ରିଲ ୨୨ ରୁ ୨୯ ପର୍ଯ୍ୟନ୍ତ ରୁଷର ମସ୍କୋ ଠାରେ ଅନୁଷ୍ଠିତ ହେବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଯୁବ…

ସରିଲା ଓଡ଼ିଆ ଚଳଚ୍ଚିତ୍ର ‘ଗାୟିକା ନା ନାୟିକା’ର ମହୁରତ; ଖୁବ୍‌ ଶୀଘ୍ର ଆରମ୍ଭ ହେବ ସୁଟିଂ

ଭୁବନେଶ୍ୱର: ଓଲିଉଡ ଚଳଚ୍ଚିତ୍ର ‘ଗାୟିକା ନା ନାୟିକା’ର ମହୁରତ ଶୁକ୍ରବାର ଦିନ ସହରର ଏକ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ଚଳଚ୍ଚିତ୍ରର କାହାଣୀ ଜଣେ ମହିଳା ଗାୟିକଙ୍କ ସଂଘର୍ଷ ଉପରେ ଆଧାରିତ। ଚଳଚ୍ଚିତ୍ରରଟି ଗାୟିକ ରାନୁ ମଣ୍ଡଳଙ୍କ ଜୀବନ କାହାଣୀ ସହିତ ସମାନ ବୋଲି ପ୍ରଡକ୍ସନ୍…

ରିଲିଜ ହେଲା ଓଡିଆ ଚଳଚ୍ଚିତ୍ର ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’ ଗୁରୁବାର ଦିନ ଓଡିଶାର ୨୨ଟି ସିନେମା ହଲରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରର କାହାଣୀ ରୋମାଣ୍ଟିକ୍‌ ଡ୍ରାମା ଉପରେ ଆଧାରିତ। ଏଥିରେ ଅଭିଷେକ ରଥ, ଅଙ୍କିତା, ମହିମା ଏବଂ ଶକ୍ତି ବରାଳ ପ୍ରମୁଖ ଭୂମିକାରେ ଅଭିନୟ…