Latest Odisha News
Browsing Tag

Padampur Byelection

ପଦ୍ମପୁର ଉପନିର୍ବାଚନ: କିଏ ସବୁଠାରୁ ଧନୀ ପ୍ରାର୍ଥୀ

ଭୁବନେଶ୍ୱର: ଜୋର ଧରିଲାଣି ପଦ୍ମପୁର ଉପନିର୍ବାଚନ ତାତି । ଶେଷଦିନରେ ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଖାରଜ ହୋଇଯାଇଛି ୨ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର । ଏବେ ମଇଦାନରେ ୧୧ ପ୍ରାର୍ଥୀ ।  ନିର୍ବାଚନରେ ଜୋରଦାର ଟକ୍କର ହେବ ବିଜେଡି-ବିଜେପି ମଧ୍ୟରେ ।…

ତୁଟୁନି ପଦ୍ମପୁର ଅଡ଼ୁଆ, ପାଇକମାଲକୁ ଏନଏସି ମାନ୍ୟତା ଦାବିରେ ୪୮ ଘଣ୍ଟିଆ ବନ୍ଦ ପାଳନ

ବରଗଡ଼: ପଦ୍ମପୁର ଉପନିର୍ବାଚନକୁ ନେଇ ଅଡ଼ୁଆ ଛିଡ଼ୁନି । ପ୍ରଥମେ ପଦ୍ମପୁରକୁ ଜିଲ୍ଲା ଦାବି ସହ ଚାଷୀ ଆନ୍ଦୋଳନ ପଦ୍ମପୁର ରାଜନୀତିକୁ ଭୁବନେଶ୍ୱରରୁ ଦିଲ୍ଲୀ ଯାଏ ଟାଣି ହୋଇ ଯାଇଛି । ଏବେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ପାଇକମାଲକୁ ଏନଏସି ମାନ୍ୟତା ଦାବି ହୋଇଛି ।…

ଚାଷୀ ବୀମା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କଲା ବିଜେଡି

ଭୁବନେଶ୍ୱର: ଚାଷୀ ବୀମା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଛି ବିଜେଡି । ହୋମୱାର୍କ ନକରି କେନ୍ଦ୍ରମନ୍ତ୍ରୀ ମନ୍ତବ୍ୟ ଦେଉଛନ୍ତି । ଚାଷୀଙ୍କ ପ୍ରତି ଦରଦ ଆଗରୁ କେଉଁଠି ଥିଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଓଡ଼ିଶା ଚାଷୀଙ୍କ…

ପଦ୍ମପୁରରେ ଏଥର ପୁଣି ପଦ୍ମ-ଶଙ୍ଖ ଲଢ଼େଇ !

ବରଗଡ଼: ଧାମନଗର ଉପନିର୍ବାଚନ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ଧାମନଗରରେ ବିଜେପି ନିଜ ଆସନ ସୁରକ୍ଷିତ ରଖିପାରିଥିବା ବେଳେ ପଦ୍ମପୁରରେ ବିଜେଡି ନିଜ ଆସନ ରଖିପାରୁଛି କି ନାହିଁ ତାହା ସମ୍ମାନର ପ୍ରଶ୍ନ ବିଜେଡି ପାଇଁ । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଓ…

ପଦ୍ମପୁର ଉପନିର୍ବାଚନ: କଂଗ୍ରେସରୁ ଲଢିବେ ସତ୍ୟଭୂଷଣ ସାହୁ

ଭୁବନେଶ୍ୱର : ପଦ୍ମପୁର ଉପନିବାର୍ଚନ ପାଇଁ ବିଜେପି ଗତକାଲି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ କଂଗ୍ରେସ ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ସତ୍ୟଭୂଷଣ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । AICC  ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ ଏ ନେଇ ସୂଚନା ଦିଆଯାଇଛି । ପଦ୍ମପୁର…

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଲା । ଡିସେମ୍ୱର ୫ ତାରିଖରେ ପଦ୍ମପୁର ବିଧାନସଭା ପାଇଁ ଉପନିର୍ବାଚନ ହେବ । ଡିସେମ୍ୱର ୮ ତାରିଖରେ ଭୋଟ୍ ଗଣତି ହେବ । ଏନେଇ ପୂର୍ବରୁ ଭାରତୀୟ…

ଶପଥ ପରେ ସୂର୍ଯ୍ୟବଂଶୀଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର : ଶପଥ ନେବା ପରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଗୁରୁ ଦାୟିତ୍ୱ । ପଦ୍ମପୁର ଉପନିର୍ବାଚନ ପାଇଁ ସେ କରିବେ ପ୍ରଚାର । ପଦ୍ମପୁର ପାଇଁ ପ୍ରଚାର କରିବାକୁ ତାଙ୍କୁ ପଠାଇବ ବିଜେପି । ଆଜି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ସୂଚନା ଦେଇଛନ୍ତି । ରାଜନୀତିରେ ନୂଆ ହେଲେ ବି ସେ…

ପଦ୍ମପୁର ପାଇଁ ପ୍ରସ୍ତୁତି ଆରମ୍ଭ, ସିଇଓଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର : ବରଗଡ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ୫ ତାରିଖରେ ଉପନିର୍ବାଚନ ହେବ । ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଗତକାଲି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରସ୍ତୁତି ବୈଠକ କରିଥିଲେ । ଏହି ବୈଠକରେ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ । ବରଗଡ…