Latest Odisha News
Browsing Tag

pakisthan

ପାକିସ୍ଥାନରେ ହିନ୍ଦୁ ନେତାଙ୍କ ଘରେ ବୁଲଡ଼ୋଜର ଚଲାଇଦେଲେ ଶେହବାଜ ସରକାର

ପାକିସ୍ଥାନ : ପାକିସ୍ଥାନରେ ହିନ୍ଦୁ ମାନଙ୍କ ଦିଆ ଯାଉଥିବା ନିର୍ଯାତନା ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି । ପାକିସ୍ଥାନରେ ଯେମିତି ହିନ୍ଦୁ ହେବା ଏକ ଅପରାଧ ! ଏଠାରେ ହିନ୍ଦୁ ଝିଅ ମାନଙ୍କୁ ଅପହରଣ କରିବା ଏବଂ ଜବରଦସ୍ତି ସେମାନଙ୍କର ଧର୍ମ ପରିବର୍ତ୍ତନ  କରାଯାଉଥିବା ଅଭିଯୋଗ ପ୍ରାୟ…

ପାକିସ୍ତାନରେ ଜନଗଣନାକାରୀ ଟିମ ଉପରେ ଆତଙ୍କୀ ଆକ୍ରମଣ: ୨ ପୋଲିସ କର୍ମଚାରୀ ମୃତ

ଇସଲାମବାଦ:ପାକିସ୍ତାନରେ ପୁଣି ଆତଙ୍କୀ ଆକ୍ରମଣ । ଜନଗଣନା କରୁଥିବା ଏକ ଟିମ ଉପରେ ଅଚାନକ ଆତଙ୍କୀ ଆକ୍ରମଣ ଯୋଗୁ ୨ ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆତଙ୍କୀମାନେ ଦୁଇ ଭିନ୍ନ ଭିନ୍ନ ଜିଲ୍ଲାରେ କାମ କରୁଥିବା ଜନଗଣନା ଟିମକୁ…

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ; ୯ ପୋଲିସ କର୍ମୀ ମୃତ

କ୍ୱେଟା: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ସୋମବାର ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏହି ଆକ୍ରମଣରେ ଅତି କମରେ ୯ ଜଣ ପୋଲିସ କମର୍ଚାରୀଙ୍କର ମୃତ୍ୟୁ ଘଟିଛି । ୧୩ରୁ ଅଧିକ ଆହତ ହୋଇଛନ୍ତି । ଏହି ଆକ୍ରମଣ ବୋଲନ ଜିଲ୍ଲାରେ ହୋଇଛି । ସ୍ଥାନୀୟ ପୋଲିସ ଅଧୀକ୍ଷକ ଏହି ସୂଚନା…

“ଭାରତରେ ରକ୍ତର ନଦୀ ବୁହାଇବୁ”-ପାକିସ୍ତାନ ମାଟିରେ ଏମିତି ଖୋଲାଖୋଲି ଧମକ ଦେଲା ମୋଷ୍ଟ ୱାଣ୍ଟେଡ…

ରାଓଲପିଣ୍ଡି:ପାକିସ୍ତାନରେ ସେଲିବ୍ରିଟିଜଙ୍କୁ ଭାରତୀୟ ଗୀତିକାର ଜାବେଦ ଅଖତାରଙ୍କ ଏକ ଟିପ୍ପଣୀ କଟାଘାରେ ଚୁନ ଦେବା ପରି ଲାଗିଛି । ହେଲେ ସେଲିିବ୍ରିଟିମାନେ ଏହି ସମୟରେ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ହାଫିଜ ସଇଦର ଭାଇରାଲ ଭିଡିଓ ଉପରେ ଚୁପ ରହିଛନ୍ତି । ଭାରତରେ ହୋଇଥିବା ଅନେକ ଆତଙ୍କୀ…

ଭାରତୀୟ ଅକାଶରେ ପାକିସ୍ତାନୀ ଡ୍ରୋନକୁ ମାରି ଖସାଇଲେ ବିଏସଏଫ,ଡ୍ରୋନରୁ ମିଳିଲା ହେରୋଇନ

ଗୁରଦାସପୁର: ଭାରତରେ ପୁଣି ନୂଆ ଚାଲ ଖେଳୁଛି ପାକିସ୍ଥାନ । ଡ୍ରୋନରେ ହେରୋଇନ ପଠାଇବାର ଚକ୍ରାନ୍ତ କରୁଛି ପାକିସ୍ଥାନ । ପଞ୍ଜାବ ଗୁରଦାସ ପୁରରେ ବିଏସଏଫ ଯବାନ ମାନେ ଏକ ଡ୍ରୋନକୁ ମାରି ଖସାଇ ଦେଇଛନ୍ତି । ଏଥିସହିତ ଏଥିରେ ଥିବା ହେରୋଇନ ଜବତ କରିଛି । ଶନିବାର ରାତି ପ୍ରାୟ ୯ଟାରେ ଭାରତ-ପାକ…

ଅଟା, ଗ୍ୟାସ ପରେ ପାକିସ୍ତାନରେ ବିଜୁଳି ସଙ୍କଟ; ଅନ୍ଧାରରେ ଇସଲାମବାଦ, କରାଚି ସହ ଅନେକ ସହର

ଇସଲାମବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନାର ସମସ୍ୟା ପୁଣି ବଢିଯାଇଛି । ଦରଦାମ ବୃଦ୍ଧି ସାଙ୍ଗକୁ ବିଜୁଳି ସମସ୍ୟା ସାଧାରଣ ଲୋକଙ୍କୁ ବ୍ୟତିବ୍ୟସ୍ତ କରିଦେଇଛି ।  ପ୍ରଥମେ ଅଟା, ତା ପରେ ଗ୍ୟାସ, ପେଟ୍ରୋଲ ସଙ୍କଟ ପରେ ଏବେ ଦେଶରେ ବିଦ୍ୟୁତ ସମସ୍ୟା ଭୟଙ୍କର ହୋଇଛି ।  ଦେଶର…

ରାଲି ନୁହେଁ ଅଟା ଟ୍ରକ ପଛରେ ଧାଉଁଛନ୍ତି ଲାକେ..ଭାଇରାଲ ହେଲା ପାକିସ୍ତାନର ବିକଳ ଦୃଶ୍ୟ

ଇସଲାମବାନ: ପାକିସ୍ତାନରେ ହାହା କାର ସ୍ଥିତି । ଖାଦ୍ୟ ସଙ୍କଟ ଦେଶରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଖାଦ୍ୟ ନ ପାଇ ଲୋକେ ଡହଳବିକଳ ହେଉଛନ୍ତି  । ବିଶେଷକରି  ଗହମ ଅଭାବ ଯୋଗୁ ଅରାଜକ ସ୍ଥିତି ଦେଖିବାକୁ ମିଳିଛି । ଅଟା ୨୦ କିଲ ପାଇଁ  ଲୋକଙ୍କୁ ୩ ହଜାର ଟଙ୍କା ଦେବାକୁ ପଡୁଛି…

ଅଟା କିଲୋ ୬୪ ଟଙ୍କା; ଆକାଶ ଛୁଆଁ ଚିନି, ଘିଅ

ପାକିସ୍ତାନ : ହୁ ହୁ ହୋଇ ବଢ଼ିଚାଲିଛି ଖାଦ୍ୟ ସାମଗ୍ରୀ ଦର । ଗରିବୀ କରିବେ କଣ ? ବଞ୍ଚିବେ କେମିତି ? ଏମିତି କିଛି ପ୍ରଶ୍ନ ନେଇ ଛିଡ଼ା ହୋଇଛି ପାକିସ୍ତାନବାସୀ । ଆଉ ଖାଦ୍ୟ ସାମଗ୍ରୀର ଦର ଶୁଣି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବଞ୍ଚିବା ପାଇଁ ଖାଦ୍ୟ ଜରୁରୀ ଆଉ ଖାଦ୍ୟ…

ପିଟିଆଇ ପଦରୁ ହଟିବେ ଇମ୍ରାନ ଖାଁ

ନୂଆଦିଲ୍ଲୀ : ଇମ୍ରାନ ଖାଁଙ୍କୁ ବଡ଼ ଝଟ୍‌କା । ପାକିସ୍ତାନ ନିର୍ବାଚନ ଆୟୋଗଙ୍କର ବଡ଼ ନିଷ୍ପତ୍ତି  । ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ପଦରୁ ଇମ୍ରାନ ଖାଁଙ୍କୁ ହଟାଇବା ଲାଗି ପାକିସ୍ତାନ ନିର୍ବାଚନ ଆୟୋଗ ବଡ଼ ପଦକ୍ଷେପ ନେଇଛନ୍ତି। ଦୁର୍ନୀତି ମାମଲାରେ ଇମ୍ରାନ ଦୋଷୀ…

ପାକିସ୍ତାନର ସାକ୍ଷରତା ହାର ସବୁଠୁ କମ୍‌; ୪୬ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସ ୨୦୨୧ରେ ୧୩୨ ଅର୍ଥବ୍ୟବସ୍ଥା ମଧ୍ୟରୁ ପାକିସ୍ତାନକୁ ୯୯ ତମ ସ୍ଥାନରେ ରଖିାଯାଇଛି। ପାକିସ୍ତାନର ସାକ୍ଷରତା ହାର ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ଏହାଦ୍ୱାରା ଗବେଷଣା ଏବଂ ଶିକ୍ଷା କ୍ଷେତ୍ରରେ ନବସୃଜନରେ ଗୁରୁତ୍ୱପୂର୍ଣ୍ଣ ବିନିଯୋଗର ଅଭାବ…