Latest Odisha News

BREAKING NEWS

Browsing Tag

passes away

ପରଲୋକରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ବିଜୟ ସାହୁ

ଭୁବନେଶ୍ୱର: ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ ସାହୁଙ୍କର ଆଜି ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଆଜିସେଠାରେ ଚିକିତ୍ସାଧୀନ…

କରୋନା ଯୁଦ୍ଧରେ ହାରିଗଲେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟଶ୍ରୀ ରାଉତରାୟ । କରୋନାରେ ଆକ୍ରାନ୍ତ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ରାଉତରାୟଙ୍କର କିଛି ସମୟ ତଳେ ଦେହାନ୍ତ ହୋଇଛି । ମେ ମାସ ପ୍ରଥମ ସପ୍ତାହରେ ସେ ପଜିଟିଭ୍ ଥିବା ଜଣାପଡିଥିଲା । ମୃତ୍ୟୁ…

ପରଲୋକରେ ଗାୟକ ସମ୍ରାଟ୍ ପ୍ରହ୍ଲାଦ ସାହୁ

ଖୋର୍ଦ୍ଧା: ପରଲୋକରେ ବର୍ଷୀୟାନ ପାଲା ଗାୟକ ଗାୟକ ସମ୍ରାଟ୍ ପ୍ରହ୍ଲାଦ ସାହୁ । ଆଜି ଖୋର୍ଦ୍ଧା ସାରୁଅ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । କୋଭିଡ୍ ଗାଇଡ୍ ଲାଇନ…

ପୁଣି ଏକ ଦୁଃଖଦ ଖବର, କରୋନାରେ ଆଖି ବୁଜିଲେ ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କର ବଡ ପୁଅ ଯଶୋବନ୍ତ

ଭୁବନେଶ୍ୱର : ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଆଜି ମୃତ୍ୟୁ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ସମ୍ କୋଭିଡ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ବାପା ରଘୁନାଥ ମହାପାତ୍ରଙ୍କ…

କରୋନାରେ ଆଖିବୁଜିଲେ ଜଣାଶୁଣା ହେତୁବାଦୀ ରାଜା ସୁରେଶ

ବ୍ରହ୍ମପୁର: କୋରନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାଶୁଣା ହେତୁବାଦୀ ତଥା ପ୍ରଗତିଶୀଳ ବୁଦ୍ଧିଜୀବୀ ଇଂ ରାଜା ସୁରେଶ ଆଜି ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ଗତ ଏପ୍ରିଲ ୧୯ ତାରିଖରୁ ବ୍ରହ୍ମପୁର ସ୍ଥିତ ଅଶ୍ଵିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ…

ପରଲୋକରେ ଜଗନ୍ନାଥ ସଂସ୍କୃତିର ମହାନ ପ୍ରଚାରକ ତଥା ପୂର୍ବତନ ପ୍ରଶାସକ ଗୋପୀନାଥ ମହାନ୍ତି

ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିର ମହାନ ପ୍ରଚାରକ, ଲେଖକ ତଥା ପୂର୍ବତନ ପ୍ରଶାସକ ଗୋପୀନାଥ ମହାନ୍ତିଙ୍କର ଆଜି ସନ୍ଧ୍ୟାରେ ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତ ଖବର ପାଇ ବହୁ…

କରୋନାରେ ଆଖି ବୁଜିଲେ ଆଉ ଜଣେ ସାମ୍ବାଦିକ

ଭୁବନେଶ୍ୱର: କରୋନାରେ ଆଜି ପୁଣି ଜଣେ ସାମ୍ବାଦିକଙ୍କର ପରଲୋକ ହୋଇଛି । ଭୁବନେଶ୍ୱର ଟାଇମ୍ସ ଅଫ୍ ଇଣ୍ଡିଆର ବରିଷ୍ଠ ସାମ୍ବାଦିକ ପ୍ରୀତିମାନ ମହାପାତ୍ର ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା । କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ…

ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ପରଲୋକ, କରୋନାରେ ଥିଲେ ଆକ୍ରାନ୍ତ, ନେଇଥିଲେ କରୋନା ଭ୍ୟାକସିନର ପ୍ରଥମ ଡୋଜ

ମୁମ୍ବାଇ: ଶହ ଶହ ଭକ୍ତି ଗୀତ ଲେଖିବା ସହ ଅନେକ ଲୋକପ୍ରିୟ ଧାରାବାହିକ ପାଇଁ ମଧ୍ୟ ଗୀତ ଲେଖିଥିବା ଗୀତିକାର ଆଉ ନାହାନ୍ତି । ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ପଣ୍ଡିତ କିରଣ ମିଶ୍ର କରୋନାରେ ଆକ୍ରାନ୍ତ ଥିଲେ । ଗତ ୧୩…

ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ଅନିଲ ଧାରକରଙ୍କର ଦେହାନ୍ତ  

ମୁମ୍ବାଇ: ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ଅନିଲ ଧାରକରଙ୍କର ପରଲୋକ ହୋଇଛି । ମୁମ୍ବାଇର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୁରୁବାର ତାଙ୍କର ସର୍ଜରୀ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସେ ସ୍ତମ୍ଭକାର ଓ ଲେଖକ ଭାବେ ସକ୍ରିୟ ଥିଲେ ।…

ପରଲୋକରେ ଓଡିଶାର ପ୍ରଥମ ଓଡିଶୀ ନୃତ୍ୟାଙ୍ଗନା ଲକ୍ଷ୍ମୀପ୍ରିୟା ମହାପାତ୍ର

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଓଡିଶୀ ନୃତ୍ୟାଙ୍ଗନା ତଥା ଗୁରୁ କେଳୁଚରଣଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଗତକାଲି ରାତିରେ ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ…