Latest Odisha News

BREAKING NEWS

Browsing Tag

Rath Yatra

ଗଜପତି ମହାରାଜାଙ୍କୁ ଶ୍ରୀଜୀଉଙ୍କ ସୁସ୍ଥତା ସନ୍ଦେଶ ଦେଲେ ଦଇତାପତି ସେବାୟତ

ପୁରୀ: ଅତ୍ୟଧିକ ସ୍ନାନ ଯୋଗୁ ଶ୍ରୀଜୀଉ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଦଇତାପତି ସେବକମାନଙ୍କ ସେବା ଶୁଶ୍ରୁଷା ପରେ ସୁସ୍ଥ ହୋଇଛନ୍ତି । ଶ୍ରୀଜୀଉଙ୍କ ସୁସ୍ଥତା ସୁସମ୍ବାଦ ଦଇତାପତି ସେବାୟତ ମାନେ ଆଜି ଗଜପତି ମହାରାଜାଙ୍କୁ ଜଣାଇବା ସହ ଅଣବସର ପ୍ରସାଦ ଗଜପତିଙ୍କୁ ଭେଟି ସ୍ୱରୂପ ପ୍ରଦାନ…

[ଦେଖନ୍ତୁ ଭିଡିଓ] ବିଶ୍ୱସ୍ତରୀୟ ହେବ ପୁରୀ ରେଳ ଷ୍ଟେସନ, ରଥଯାତ୍ରା ପାଇଁ ଗଡ଼ିବ ୨ ଶହ ଟ୍ରେନ୍

ପୁରୀ: ଖୁବଶୀଘ୍ର ପୁରୀ ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି । ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ୩୬୪ କୋଟି ଟଙ୍କାର ଟେଣ୍ଡର ହୋଇଛି । ଆଉ ୨ ମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।…

ଘୋଷ ଯାତ୍ରାକୁ ଆଉ ୨ ଦିନ, ଆଜି ଉଭାଯାତ୍ରା ଓ ଆଜ୍ଞାମାଳ ବିଜେ

ପୁରୀ: ଆଉ ୨ଦିନ ରହିଲା ରଥଯାତ୍ରା। ଶୁକ୍ରବାର ନବଯୌବନ ଦର୍ଶନ ଥିବା ବେଳେ ଆଜି ଶନିବାର ଉଭାଯାତ୍ରା ସାଙ୍ଗକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ସରିବା ପରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବ। ସେପଟେ ରଥ ପ୍ରସ୍ତୁତ ହେବାରେ ଲାଗିଛି। ଶୁକ୍ରବାରଠାରୁ କନା ପଡ଼ିବା ଆରମ୍ଭ…

ବଳଦେବଜୀଉ ମନ୍ଦିରରେ ରଥଯାତ୍ରା ପାଇଁ ହାଇକୋର୍ଟରେ ମାମଲା

କଟକ : ହାଇକୋର୍ଟରେ ପହଞ୍ଚିଲା କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ରଥଯାତ୍ରା ମାମଲା । ରଥଯାତ୍ରା କରିବା ଦାବିରେ ମନ୍ଦିରର ୫ ଜଣ ସେବାୟତଙ୍କ ପକ୍ଷରୁ ଦାୟର ହୋଇଛି ମାମଲା । ପୁରୀ ଢାଞ୍ଚାରେ ଓ କୋଭିଡ କଟକଣା ମଧ୍ୟରେ ସେବାୟତଙ୍କୁ ନେଇ ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ପ୍ରାର୍ଥନା…

ଶ୍ରୀପଞ୍ଚମୀରେ ଘୋଷଯାତ୍ରା ପାଇଁ ପୂଜାର୍ଚ୍ଚନା ହେଲା ରଥ କାଠ

ପୁରୀ: ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ମହାପ୍ରଭୁଙ୍କ ଆଗାମୀ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ କାଠ ପୂଜାର୍ଚ୍ଚନା ଶ୍ରୀନହର ସମ୍ମୁଖ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ…

ଚଳିତବର୍ଷ ରଥଯାତ୍ରାର ସଂକେତ ଓ ସାଇକେଲ୍

ବିଶ୍ଵ ବର୍ତ୍ତମାନ ଏକ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଛି l ସମଗ୍ର ମାନବ ସମାଜ ବର୍ତ୍ତମାନ ବିଭିନ୍ନ ମାଧ୍ୟମ ଖୋଜୁଛି କରୋନା ଭୂତାଣୁ ଠାରୁ ନିଜକୁ, ନିଜ ପରିବାରକୁ, ଗାଁକୁ, ସହରକୁ ଏବଂ ଦେଶକୁ ବଞ୍ଚେଇବା ପାଇଁ l ଆଉ ଏହି ଭୂତାଣୁରୁ ଯଦି କେହି ଅଧିକ କ୍ଷତି ହୋଇଛନ୍ତି, ତେବେ ସେ ହଉଚି…

ଶ୍ରୀମନ୍ଦିରକୁ ଫେରିଲେ ଶ୍ରୀଜଗନ୍ନାଥ; ବିନା ଭକ୍ତରେ ଶେଷ ହେଲା ରଥଯାତ୍ରା

ପୁରୀ: ପାରମ୍ପରିକ ନୀଳାଦ୍ରି ବିଜେ ନୀତି ସମାପ୍ତ ହେବା ସହିତ ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ନବଦିନାଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷକରି ଶ୍ରୀମନ୍ଦିରସ୍ଥିତ ରତ୍ନବେଦୀକୁ ବାହୁଡ଼ିଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ…

ରଥାରୂଢ ଶ୍ରୀଜଗନ୍ନାଥଙ୍କୁ ‘ରସଗୋଲା’ ଭୋଗ ଅର୍ପଣ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଅନ୍ତିମ ଦିବସରେ ଆଜି ପାଳିତ ହେଉଛି ନୀଳାଦ୍ରି ବିଜେ ନୀତି । ସୁସ୍ୱାଦୁ ରସଗୋଲାକୁ ଭାରି ଭଲ ପାଆନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଛେନାରେ ତିଆରି ରସଗୋଲା ମିଷ୍ଟାନ୍ନ ଓଡ଼ିଶାରେ ଅତି ଲୋକପ୍ରିୟ । ଓଡ଼ିଶାରେ ଏହି ମିଠାର ଜନ୍ମ ତଥା ଏହା ଓଡ଼ିଶାରୁ…

ନୀଳାଦ୍ରି ବିଜେ: ସୁଆଦିଆ ରସଗୋଲାରେ ହେବ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନଭଞ୍ଜନ…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଭାରତୀୟ ପୁରାଣ ଶାସ୍ତ୍ରରେ ମହାଲକ୍ଷ୍ମୀ ହେଲେ ଜଣେ ଦେବୀ । କିନ୍ତୁ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ଲକ୍ଷ୍ମୀ ସାଆନ୍ତାଣୀ ହେଲେ ପ୍ରଥମେ ଜଣେ ପତ୍ନୀ ଓ ପରେ ଦେବୀ । ଏଠାରେ ମହାଲକ୍ଷ୍ମୀଙ୍କର ତାଙ୍କ ସ୍ୱାମୀ…