Latest Odisha News
Browsing Tag

Road accident

୧୦ ମିନିଟରେ ପରସ୍ପରକୁ ଧକ୍କା ଦେଲା ୪୯ ଗାଡ଼ି, ୧୬ ମୃତ

ବେଜିଂ:ମାତ୍ର ୧୦ ମିନିଟରେ ସବୁକିଛି ଓଲଟିଗଲା । କେହି କିଛି ବୁଝିପାରିଲେନି । ଗାଡିକୁ ଗାଡି ପିଟି ହୋଇ ଚାଲିଥାଏ । ଗୋଟିଏ ବା ଦୁଇଟି ନୁହେଁ, ଏକ ସାଙ୍ଗରେ ୪୯ଟି ଗାଡି ପରସ୍ପରକୁ ଲଗାତାର ଧକ୍କାଦେଇ ଚାଲିଥାନ୍ତି । ଏମିତି ଏକ ଛାତି ଥରାଇଦେବା ପରି ଦୁଘଟଣା ଦେଖିବାକୁ ମିଳିଛି ଚୀନରେ ।…

ପରିବା ବିକି ଘରକୁ ଫେରୁଥିଲେ, ଚାପିଦେଲା ଭ୍ୟାନ

କେନ୍ଦୁଝର:  ହାଟକୁ ପରିବା ନେଇ ଯାଇଥିଲେ । ବେପାର ସାରି ପଇସା ହିସାବ କରି ଘରକୁ ଫେରୁଥିଲେ । ହେଲେ ଘରେ ପହଞ୍ଚି ପାରିଲେନି । ଅଧାବାଟରେ ଯେମିତି ଛକି ବସିଥିଲା ଯମଦୂତ । ସାମ୍ନାପଟୁ ଆସି ଚାପିଦେଲା ଭ୍ୟାନ । ଚାଲିଗଲା ୪ ଜଣ ପରିବା ବିକାଳିଙ୍କ ଜୀବନ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ ।…

ଟ୍ରକ ଓ କାର୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୯ ଜଣଙ୍କ ଜୀବନ

ମୁମ୍ବାଇ : ମୁମ୍ବାଇ-ଗୋଆ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ପାଞ୍ଚଟା ବେଳେ ଗୋରେଗାଓଁ ପୋଲିସ ଷ୍ଟେସନ ଅନ୍ତର୍ଗତ ରୋପୋଲି ଗ୍ରାମ୍ୟ ନିକଟ ମୁମ୍ବାଇ-ଗୋଆ ରାଜପଥରେ ଏକ ଟ୍ରକ ଏବଂ…

ଟ୍ରକ୍ ଧକ୍କାରେ ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ୨ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ନିକଟରେ ବାଇକକୁ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା…

ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୫ ମୃତ

ତାମିଲନାଡ଼ୁ : ତ୍ରିଚି ଚେନ୍ନାଇ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ପରବାରରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ତାମିଲନାଡ଼ୁର କୁଡାଲୋର ଜିଲ୍ଲାରେ ଦୁଃଖଦ ସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳୁ ତ୍ରିଚି ଚେନ୍ନାଇ ଜାତୀୟ ରାଜପଥରେ ୨ ଟି…

ଏନଏଚରେ ବସ୍ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍, ଏସୟୁଭିକୁ ଧକ୍କା ଦେବାରୁ ୯ ମୃତ ଓ ୨୮ ଆହତ

ସୁରଟ: ଗୁଜରାଟର ନବାସାରୀ ଜିଲ୍ଲାରୁ ଆସିଲା ଦୁଖଦ ଖବର । ଏକ ବସ୍ ଓ ଏସୟୁଭି ମୁହାଁମୁହିଁ ଧକ୍କା ହେବା ଫଳରେ ୯ଜଣଙ୍କ ମୃତ୍ୟୁ ହୋଇଛି । ଏଥିଲେ ୨୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବସଯାତ୍ରୀ ସୁରଟରେ ଚାଲିଥିବା ସ୍ୱାମୀ ମହାରାଜ ଶତାବ୍ଦୀ ମହୋତ୍ସବ ସମାରୋହରୁ ଫେରୁଥିଲେ । ୪୮ ନମ୍ୱର…

ମରଣଯନ୍ତା ପାଲଟିଛି ତାଳଚେର ବାଇପାସ୍, ଟ୍ରକ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ

ତାଳଚେର: ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ତାଳଚେର ବାଇପାସ୍ ନିକଟ ପବିତ୍ର ମୋହନ ଛକରେ ସଡ଼କ ଦୁର୍ଘଟଣା ଘଟିଛି । ଦିନ ପ୍ରାୟ ୨ଟା ୩୦ ସମୟରେ ଦୁଇ ଜଣ ବାଇକ୍ ଯୋଗେ ତାଳଚେରରୁ ଫେରୁଥିବା ବେଳେ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ୨ ମୃତକ ଖାଲପାଳ…

୫ ବାଇକ୍ ଓ ୨ କାର୍ ଉପରେ ଚଢିଗଲା ଟ୍ରକ୍

କଟକ:କଟକ ଜିଲ୍ଲା ଜଗତପୁର ଖଇରା ପୋଲ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । ସନ୍ଧ୍ୟାରେ ଭାରସାମ୍ୟ ହରାଇ ୫ଟି ବାଇକ୍ ଓ ୨ଟି କାର୍ ଉପରେ ମାଡ଼ି ଯାଇଛି ଟ୍ରକ୍।  ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଆହତ ହୋଇଛନ୍ତି ।   ମୃତକ ଜଣକ ସେଠିକାର ଫଳ ଦୋକାନୀ ଓ ତାଙ୍କ ନାମ ସୁବାସ ସାହୁ। ଏହି…

ଅଜଣା ଗାଡ଼ି ଧକ୍କାରେ ୩ ସାମ୍ବାଦିକ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ସଲାମତପୁର ଥାନା ଅନ୍ତର୍ଗତ ଲମ୍ବାଖେଡାଠାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି   । ଦୁର୍ଘଟଣାରେ ପ୍ରେସ କ୍ଲବ ସଭାପତିଙ୍କ ସମେତ ତିନିଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି  । ସମ୍ବାଦିକ ମାନେ ଯାଉଥିବା ସମୟରେ ଏକ ଅଜଣାଗାଡ଼ି ଧକ୍କା ଦେଇଥିଲା ।…

ଦେବଦୂତ ସାଜିଲା ପୋଲିସ, ଆହତଙ୍କୁ ନିଜ ଗାଡ଼ିରେ ବସାଇ ଡାକ୍ତରଖାନା ନେଲେ

ନିଶ୍ଚନ୍ତକୋଇଲି:  ରାସ୍ତାକଡରେ ଛଟପଟ ହେଉଥିଲେ । ଆକୁଳ ଚିତ୍କାର କରୁଥିଲେ । ହେଲେ କାହା କାନରେ ବାଜୁ ନ ଥିଲା ତାଙ୍କର ସେ ବିକଳ କାନ୍ଦ । ସମସ୍ତେ ଦେଖୁଥାନ୍ତି, ହେଲେ ମୁହଁ ବୁଲାଇ ଚାଲି ଯାଉଥାନ୍ତି । ଶରୀର ଯନ୍ତ୍ରଣାଠାରୁ ଏ ଅମାନବୀୟ ବ୍ୟବହାର ତାଙ୍କୁ ଅଧିକ ଯନ୍ତ୍ରଣା ଦେଉଥିଲା  । ଏହି…