Latest Odisha News

BREAKING NEWS

Browsing Tag

sand art

ଟିକାକରଣରେ ଇତିହାସ ରଚିଲା ଭାରତ, ବାଲୁକା କଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ : ଟିକାକରଣରେ ଇତିହାସ ରଚିଛି ଭାରତ । ଦେଶରେ ୧୦୦ କୋଟି ଟପିଛି ଭ୍ୟାକ୍ସିନେସନ । ମହାମାରୀ କରୋନା ବିରୋଧରେ ଭାରତର ଏପରି ସଫଳତାକୁ ନେଇ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ଟିକାକରଣର ଏହି କୀର୍ତ୍ତିମାନକୁ ନେଇ ବାଲୁକା କଳାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତରାଷ୍ଟ୍ରୀୟ…

ବାଲୁକା କଳାରେ ୧୨ ପ୍ରକାର ପରିବାରେ ମାଆ ଦୁର୍ଗାଙ୍କ ପ୍ରତିମା

ପୁରୀ : ବିିଭିନ୍ନ ସ୍ଥାନରେ ଚାଲିଛି ମାଆ ଦୁର୍ଗାଙ୍କ ଅରାଧନା । ବିଭିନ୍ନ ସ୍ଥାନରେ ମାଆର ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଆ ଦୁର୍ଗାଙ୍କ ଏକ ପ୍ରତିମା । ଯାହାକି ବାଲୁକା କଳାରେ ଶୋଭା ପାଉଛି । ଦେବୀଙ୍କ ଏହି ପ୍ରତିମା ବାଲିରେ ତିଆରି ହୋଇଛି ।…

ବାଲୁକା ଚିତ୍ରକଳାରେ ମହାସପ୍ତମୀ

ପୁରୀ : ଆଜି ଶାରଦୀୟ ଦୁର୍ଗା ପୂଜାର ମହା ସପ୍ତମୀ । ପ୍ରତେକ ପୂଜା ମଣ୍ଡପ ଏଥିପାଇଁ ଚଳ ଚଞ୍ଚଳ। ଏହି ପବିତ୍ର ଦିବସରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକା…

ବାଲୁକା କଳାରେ ଅମିତାଭ ବଚ୍ଚନଙ୍କୁ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବଲିଉଡ଼ ସୁପରଷ୍ଟାର ଅଭିନେତା ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ୭ଟନ୍ ବାଲି ସାହାଯ୍ୟରେ ପ୍ରାୟ ୧୨ଫୁଟ ଲମ୍ବ ଓ ୫ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି କଳାକୃତି ନିର୍ମାଣ କରି ବିଗ୍ ବିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଜି ସେ ୭୯ବର୍ଷରେ ପଦାର୍ପଣ କଲେ। ତାଙ୍କର ଏହି ଜନ୍ମ ଦିବସ ଅବସରରେ ଫ୍ୟାନ୍,…

ବାଲୁକା କଳାରେ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ  : ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ । ୧୮୬୯ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ । ଗାନ୍ଧୀଙ୍କ ଅହିଂସାର ମାର୍ଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଅର୍ନ୍ତଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଛି ।…

ଶହଶହ ଶାମୁକାରେ ମୋଦିଙ୍କୁୁ ଜନ୍ମ ଦିନ ଶୁଭେଚ୍ଛା

ପୁରୀ: ଶହଶହ ଶାମୁକାରେ ମୋଦିଙ୍କୁୁ ଜନ୍ମ ଦିନ ଶୁଭେଚ୍ଛା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶାମୁକାରେ ମୋଦିଙ୍କ ବାଲୁକାକଳା ଗଢ଼ିଛନ୍ତି । ପୁରୀ ସୁବର୍ଣ୍ଣ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ଏକ…

ବାଲୁକା କଳାରେ ତାଲିବାନୀଙ୍କ ବର୍ବରତାର ଚିତ୍ର

ପୁରୀ:ବାଲୁକା କଳାରେ ତାଲିବାନୀଙ୍କ ହିଂସ୍ରତାର ଝଲକ। ଆଫଗାନିସ୍ତାନରେ ମହିଳାଙ୍କ ଉପରେ ଚାଲିଥିବା ଅତ୍ୟାଚାର ବର୍ବରତା ଦିନକୁ ଦିନ ବଢିଚାଲିିଛି। ଏମିତି ଛାତିଥରା ଦୃଶ୍ୟର ଛବିକୁ ବାଲୁକା କଳା ମାଧ୍ୟମରେ ଲୋକ ଲୋଚନକୁ ଆଣିଛନ୍ତି ପୁରୀର ପ୍ରଖ୍ୟାତ ଭାସ୍କଯ୍ୟ ଶିଳ୍ପୀ ଶ୍ରୀଧର ଦାସ। ସମଗ୍ର…

କାବୁଲ ଏୟାରପୋର୍ଟ ବିସ୍ଫୋରଣରେ ମୃତକଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

ପୁରୀ: କାବୁଲ ଏୟାରପୋର୍ଟରେ ବିସ୍ଫରୋଣରେ ଶତାଧିକ ମୃତ୍ୟୁବରଣ କରିଛନ୍ତି  । ପୁରୀ ବେଳାଭୂମିରେ ବାଲୁକା କଳାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  । ଏହି ଘଟଣାରେ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି  । ପୃଥିବୀରେ ସମସ୍ତ ହିଂସା ଛାଡି…

ବାଲୁକା କଳାରେ ଭାରତୀୟ ପାରା ଅଲିମ୍ପିଆନଙ୍କୁ ଶୁଭେଚ୍ଛା

ପୁରୀ: ଆଜିଠାରୁ ଟୋକିଓରେ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥିରେ ଅଂଶ ଗ୍ରହଣ କରୁଥିବା ଭାରତୀୟ ଆଥଲେଟଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ଭାରତୀୟ ପାରା…

ବାଲୁକା କଳାରେ ଖେଳାଳିଙ୍କୁ ଶୁଭେଚ୍ଛା

ପୁରୀ: ବାଲୁକା କଳାରେ ଖେଳାଳିଙ୍କୁ ଶୁଭେଚ୍ଛା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଜାଭଲିନ ଥ୍ରୋ ଖେଳାଳି ନିରଜ ଚୋପ୍ରାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି | ସେ ତାଙ୍କ ବାଲୁକା କଳା ମାଧ୍ୟମରେ ଆଶା ବ୍ୟକ୍ତ କରିଛନ୍ତି ଖେଳାଳି ନିରଜ ଚୋପ୍ରା ଅଲିମ୍ପିକ୍ ରେ…