Latest Odisha News

BREAKING NEWS

Browsing Tag

School

ଅଗଷ୍ଟ ୧୫ ପରେ ଖୋଲିପାରେ ସ୍କୁଲ, କଲେଜ

ନୂଆଦିଲ୍ଲୀ: କରୋନା ସଙ୍କଟ କାରଣରୁ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। କରୋନା ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ମାର୍ଚ୍ଚ ମାସରୁ  ସ୍କୁଲ-କଲେଜ୍ ବନ୍ଦ ରହିଛି। ହେଲେ ଅଗଷ୍ଟ ମାସରେ ସ୍କୁଲ-କଲେଜ୍ ଖୋଲିବାର ସମ୍ଭାବନା ରହିଛି। ଦେଶର ମାନବ ସମ୍ବଳ ବିକାଶ ମନ୍ତ୍ରୀ…

ସିବିଏସ୍‌ସି ଛାତ୍ରଛାତ୍ରୀ ନିଜ ଜିଲ୍ଲାରୁ ବସି ଦେଇପାରିବେ ବୋର୍ଡ ପରୀକ୍ଷା: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଜନିତ ଲକ୍‌ଡାଉନ ଯୋଗୁଁ ନିଜ ଗୃହ ଜିଲ୍ଲାରେ ରହି ଯାଇଥିବା ସିବିଏସ୍‌ସି ଛାତ୍ରଛାତ୍ରୀ ବର୍ତ୍ତମାନ ନିଜ ଘରେ ବସି ବୋର୍ଡ ପରୀକ୍ଷା ଦେଇପାରିବା ବିଷୟ ପ୍ରକାଶ କରିଛନ୍ତି କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ । ଅଧିକ ପଢନ୍ତୁ: ଜୁନ ୩୦…

ଜୁନ ୧୫ରୁ ସିକିମରେ ଖୋଲିବ ସ୍କୁଲ, କଲେଜ; ସରକାରଙ୍କ ନିର୍ଦ୍ଦେଶନାମାକୁ ଅପେକ୍ଷା

ଗ୍ୟାଙ୍ଗ୍‌ଟକ: ଆସନ୍ତା ଜୁନ ୧୫ ତାରିଖରୁ ୯ମ ଶ୍ରେଣୀ ଏବଂ ତଦୂର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶୈକ୍ଷିକ ଅନୁଷ୍ଠାନ ମାନ ଖୋଲିବା ନିମନ୍ତେ ସିକିମ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଦେଶର କେବଳ କରୋନା ମୁକ୍ତ ରାଜ୍ୟ ରୁପେ, ସ୍କୁଲ ଖୋଲିବା ପରେ ସ୍ୱାସ୍ଥ୍ୟ ସୁରକ୍ଷା କୁ…

ଶିଶୁ ପୁଣି କଲମ ଧରୁ, ହାତୁଡ଼ି ନୁହେଁ…

କ୍ଷୁଧା ମଣିଷର ଏକ ଅନିବାର୍ଯ୍ୟ ଆବଶ୍ୟକତା । ଜୀଇଁବା ପାଇଁ ପେଟରେ ଦାନା ଦି ମୁଠା ପଡ଼ିବା ନିହାତି ଜରୁରୀ । ଭୋକିଲା ପେଟରେ କିଏ ବା ରହିପାରିବ । ଦି ଗୁଣ୍ଡା ଖାଇଲେ ତ ଦି ଓଳି କାମ କରିବୁ । ଭୋକିଲା ପେଟରେ ନିରାଶ ମନରେ ସବୁକିଛି ଦୁଃର୍ବିସହ ଲାଗେ । ମଣିଷ ଆଶା ହରାଇବସେ । ଖାଇବା ଅର୍ଥାତ…

ଅଗଷ୍ଟରେ ଖୋଲିବ ବିଶ୍ୱବିଦ୍ୟାଳୟ !

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସରେ ପୁନର୍ବାର ବିଶ୍ୱବିଦ୍ୟାଳୟ ଖୋଲିବା ସହିତ ସେପ୍ଟେମ୍ବରରେ ବିଭିନ୍ନ ଶ୍ରେଣୀଗୁଡ଼ିକରେ ସମସ୍ତ ପାଠ୍ୟକ୍ରମ ଆରମ୍ଭ ହେବା ନେଇ ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି)ର ଏକ୍ସପର୍ଟ କମିଟି ବୁଧବାର ଦିନ ସୂଚନା ପ୍ରଦାନ କରିଛି । ଦେଶରେ କରୋନା ମହାମାରୀ…

ଅଗଷ୍ଟରୁ ଆରମ୍ଭ ହେବ ‘ଗଣିତ କଳିକା’; ଉପକୃତ ହେବେ ୩୭ ଲକ୍ଷ ୭୧ ହଜାର ୨୪୯ ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଗଣିତରେ ଅଧିକ ଦକ୍ଷ ଓ ପାରଙ୍ଗମ କରିବା ଲାଗି ରାଜ୍ୟ ସରକାର ଆରମ୍ଭ କରୁଛନ୍ତି ଗଣିତ କଳିକା କାର୍ଯ୍ୟକ୍ରମ । ‘ଗଣିତ କଳିକା’ ନାମରେ ଏହି କାର୍ଯ୍ୟକ୍ରମ ରାଜ୍ୟବ୍ୟାପି ପ୍ରାଥମିକ ସ୍କୁଲଗୁଡ଼ିକରେ ଲାଗୁ ହେବାକୁ ଥିବା ବେଳେ ଏଥିପାଇଁ ମୋଟ୍…

ଲକ୍‌ଡାଉନରେ ସ୍କୁଲ ଫି ହ୍ରାସ ପ୍ରସଙ୍ଗ; ମୁଖ୍ୟମନ୍ତ୍ରୀଙ୍କ ଅପିଲକୁ ମାନିବାକୁ ନାରାଜ ଘରୋଇ ସ୍କୁଲ୍ !

ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଏବେ ଓଡ଼ିଶା ସମେତ ସାରା ଦେଶରେ ଚାଲିଛି ଲକ୍‌ଡାଉନ୍ । ଏବେ ସମସ୍ତ ସରକାରୀ ଓ ବେସରକାରୀ ଘରୋଇ ସ୍କୁଲ ଗୁଡ଼ିକ ବନ୍ଦ ରହିଥିବା ଯୋଗୁଁ ବିଦ୍ୟାଳୟମାନଙ୍କରେ ପାଠପଢା ସମ୍ପୂର୍ଣ୍ଣ ବନ୍ଦ ରହିଛି । ମାତ୍ର, ୱାଟସଆପ ମାଧ୍ୟମରେ ଅନେକ ଘରୋଇ…

ଜୁନ ୧୭ ଯାଏଁ ବନ୍ଦ ରହିବ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ ଅବଧିକୁ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ବଢାଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ଜୁନ ୧୭ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟ…

ଏପ୍ରିଲ ଶେଷ ସୁଦ୍ଧା ସମସ୍ତ ସ୍କୁଲରେ ବିଦ୍ୟୁତ ସଂଯୋଗ ବାଧ୍ୟତାମୂଳକ !

ଭୁବନେଶ୍ୱର:: ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡିକରେ ବିଦ୍ୟୁତ ସଂଯୋଗ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ ସ୍କୁଲରେ ପୂର୍ବରୁ ବିଦ୍ୟୁତ ସଂଯୋଗ ନଥିବାରୁ ସ୍କୁଲଗୁଡିକ ଗ୍ରୀଷ୍ମ ଛୁଟି ପୂର୍ବରୁ ବନ୍ଦ କରିବାକୁ ନିର୍ଦ୍ଦେଶ…

ଭୁବନେଶ୍ୱର ସ୍କୁଲ ଶିକ୍ଷକଙ୍କର ବଦଳିଲା ୱର୍କିଂ ଆୱାର୍

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ମଜଭୁତ କରିବାକୁ ଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଦିନ ଏକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଭୁବନେଶ୍ୱରର ସମସ୍ତ ବିଦ୍ୟାଳୟଗୁଡିକର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଦୈନିକ…