Latest Odisha News

BREAKING NEWS

Browsing Tag

School

‘ବିଇଓଙ୍କ ଚିଠି, ବିଭାଗୀୟ ନିର୍ଦ୍ଦେଶ ନୁହେଁ’, ସ୍କୁଲ୍ ପରିସରକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନା ନେଇ ନିର୍ଦ୍ଦେଶ…

ଭୁବନେଶ୍ୱର: ପ୍ରତିବାଦ, ସମାଲୋଚନା ପରେ ବଦଳିଲା ମନ୍ତ୍ରୀଙ୍କ ବୟାନ । ଢେଙ୍କାନାଳ କଙ୍କଡ଼ାହାଡ଼ ବିଇଓଙ୍କ ଚିଠି ପରେ ମନ୍ତ୍ରୀ ବିବୃତି ରଖିଥିଲେ । କହିଥିଲେ କିଛି ଅଣସ୍ୱୀକୃତି ପ୍ରାପ୍ତ ୱେବ ସାମ୍ବାଦିକ ବିଦ୍ୟାଳୟରେ ପଶି ଶିକ୍ଷାଦାନରେ ବାଧା ସୃଷ୍ଟି କରୁଛନ୍ତି । ତେଣୁ ବିଇଓମାନେ…

ଧରାପଡ଼ିଲେ ଦରମା ଫେରାଇବେ ନକଲି ଶିକ୍ଷକ: ସମୀର ରଞ୍ଜନ ଦାଶ

ଭୁବନେଶ୍ୱର: ଛାଡ଼ ପାଇବେନି ନକଲି ଶିକ୍ଷକ । ରାଜ୍ୟରେ ୨୦୧୯ ମସିହାରୁ ନକଲି ଶିକ୍ଷକ ଧରପଗଡ଼ ଜୋରଦାର ହୋଇଛି । ଏବେ ସୁଦ୍ଧା ୧୦୦ରୁ ଅଧିକ ନକଲି ଶିକ୍ଷକ ଧରାପଡ଼ି ଜେଲ୍ ମଧ୍ୟ ଯାଇଛନ୍ତି । ସେହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…

ଶୁକ୍ରବାର ଗଞ୍ଜାମର ୨୩୦ଟି ରୂପାନ୍ତରିତ ବିଦ୍ୟାଳୟକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ୫-ଟି ବିଦ୍ୟାଳୟ ରୂପାନ୍ତରଣର ଲୋକାର୍ପଣ ଉତ୍ସବ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀରେ ଜିଲାର ୨୩୦ଟି ବିଦ୍ୟାଳୟରେ ରୂପାନ୍ତରଣର ଲୋକାର୍ପଣ କରିବେ । ଜିଲା ସ୍ତରୀୟ ଲୋକାର୍ପଣ ଉତ୍ସବ ବ୍ରହ୍ମପୁର…

ଆସନ୍ତାକାଲିଠୁ ଖୋଲିବ ସ୍କୁଲ, କ୍ଲାସରେ ପାଠପଢ଼ିବେ ଅଷ୍ଟମରୁ ଦ୍ବାଦଶ ପିଲା

ଭୁବନେଶ୍ବର : ଆସନ୍ତାକାଲିଠୁ ପୁଣି ସ୍କୁଲରେ ବାଜିବ ଘଣ୍ଟା । କମ୍ପିବ କ୍ଲାସ ରୁମ୍, ଚାଲିବ ପାଠପଢ଼ା । କାଲିଠୁ ଅଷ୍ଟମରୁ ଦ୍ବାଦଶ ପିଲାଙ୍କର ହେବ କ୍ଲାସରୁମରେ ପାଠପଢ଼ା । କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ, ବିଭିନ୍ନ ସ୍କୁଲରେ ସିଟିଂ ଆରେଞ୍ଜମେଣ୍ଟଠୁ ଆରମ୍ଭ କରି ସାନିଟାଇଜ୍ ପର୍ଯ୍ୟନ୍ତ…

ସୁନ୍ଦରଗଡର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଓ ଗବେଷଣା ମନୋଭାବ ସୃଷ୍ଟି କରିବ ଆଧୁନିକ ବିଜ୍ଞାନାଗାର

ସୁନ୍ଦରଗଡ: ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସ୍କୁଲ ଭିତ୍ତିଭୂମିର ସାମଗ୍ରିକ ବିକାଶ କରାଯିବା ସହ ସ୍ମାର୍ଟ କ୍ଲାସରୁମ, ଇ- ଲାଇବ୍ରେରୀ, ଆଧୁନିକ ବିଜ୍ଞାନାଗାର, ସ୍ୱଚ୍ଛ ଶୌଚାଳୟ ଏବଂ ଖେଳପଡ଼ିଆ ଆଦିର ଉନ୍ନତିକରଣ କରାଯାଉଛି । ଆଦିବାସୀ…

ନୂଆ ନିୟମରେ ହେବ ନବମ ଓ ଦଶମ ପରୀକ୍ଷା ,ସ୍କୁଲରେ ହେବନି ଖାତାଦେଖା

କଟକ:ଏଣିକି ନୂଆ ନିୟମରେ ହେବ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା । ଦୁଇଟି ସିଟିଂରେ ପରୀକ୍ଷା ଆୟୋଜନ କରାଯିବ। ବର୍ଷକୁ ୪ ଟି ଫରମେଟିଭ ଓ ୨ ଟି ସମେଟିଭ ଆସନେମେଣ୍ଟ ପରୀକ୍ଷା କରାଯିବ। ଏନେଇ ବିସ୍ତୃତ ବିବରଣୀ ଦେଇଛି ମାଧ୍ୟମିକ ଶିକ୍ଷା ବୋର୍ଡ। ଆସନ୍ତା ୨୨ ତାରିଖରୁ ତାରିଖରୁ ଆରମ୍ଭ ହେବ ସମେଟିଭ୍…

ଗାଁ ସ୍କୁଲରେ ତାଲା

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ମାମୁଁ ଘର ଗାଁ ନବୀନପୁର । ପିଲାଦିନେ ମାଆ ସାଙ୍ଗରେ ଯାଉଥିଲି । ଦିନେ ଦି ଦିନ ରହିବା ପରେ ପୁଣି ଗାଁରୁ ଜେଜେଙ୍କ ଡାକରା ଯାଏ । ତେଣୁ ମାଆ ବାପଘର ଛାଡ଼ିବାକୁ ବାଧ୍ୟହୁଏ । ଆଉ ଆମେ ପୁଣି ଘରକୁ ଫେରୁ । ହେଲେ ନବୀନପୁରର ଗୋଟିଏ କଥା…

ସ୍କୁଲ୍ ଖୋଲିବାକୁ ସରକାରଙ୍କ ପ୍ରସ୍ତୁତି!

ଭୁବନେଶ୍ୱର: ସ୍କୁଲ୍ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଏଥିପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନିଜ ନିଜ ହେଡ଼ କ୍ୱାର୍ଟର ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦିଆଯାଇଛି। କୋଭିଡ ଯୋଗୁଁ ଦୀର୍ଘ ୬ ମାସ ଧରି ବିଦ୍ୟାଳୟ ବନ୍ଦ ରହିଛି । ତେଣୁ ବିଦ୍ୟାଳୟ ପରିସରକୁ…

ଶିକ୍ଷା ସଂପର୍କ ଗଲା କୁଆଡ଼େ?

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଗଲା ସାତ ମାସ ହେଲା ପାଠପଢା ବେଶ ଅସହାୟ ଅବସ୍ଥାରେ ପଡ଼ି ରହିଛି । ପିଲା ପଢୁଛନ୍ତି କି ନାହିଁ, କିଏ ପଢାଉଛି, କଣ ପଢାଉଛି, ଯଦି ବି ପଢା ଯାଉଛି, ତାହା ପିଲାଙ୍କ ପାଖରେ ପହଂଚୁଛି କି ନାହିଁ-…

ସର୍ଭେ, ୬୦% ପିଲା ଚାଲିଚାଲି ଯାଉଛନ୍ତି ସ୍କୁଲ

ନୂଆଦିଲ୍ଲୀ: ଦେଶ ଆଜି ବିକାଶ ପଥରେ କିନ୍ତୁ ଶିକ୍ଷାନୁଷ୍ଠନ ଯିବା ପାଇଁ ଛାତ୍ରଛାତ୍ରରଙ୍କ ପ୍ରଥମ ପସନ୍ଦ ପାଲଟିଛି ପାଦ ଚଲାବାଟ । ସେହିପରି ଦ୍ୱିତୀୟ ପସନ୍ଦ ରହିଛି ସାଧାରଣ ପରିବହନ ସେବା । ଏହାକୁ ନେଇ ଏକ ସର୍ଭେ କରିଛି ଜାତୀୟ ପରିସଂଖ୍ୟାନ ସଂଗଠନ(ଏନ୍‌ଏସ୍‌ଓ) । ଏହି ସର୍ଭେ ଉଭୟ…