Latest Odisha News

BREAKING NEWS

Browsing Tag

SP

ଏଣିକି ମନଇଚ୍ଛା ବାଜିବନି ‘ଡିଜେ’, କାର୍ଯ୍ୟାନୁଷ୍ଠାନ ପାଇଁ SPମାନଙ୍କୁ DGPଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଆଉ ଚଳିବନି ମନଇଛା ଉଚ୍ଚ ଧ୍ବନିରେ ‘ଡିଜେ’ ବଜାଇବା। ଅର୍ଥାତ, ବିନା ଅନୁମତିରେ ବାଜିବନି ‘ଡିଜେ’ । ୬୫ ଡେସିବଲ ଟପିଲେ ଗାଡ଼ି ଜବତ କରିବାକୁ ସମସ୍ତ ଜିଲ୍ଲାର ଏସ୍‌‌ପିମାନଙ୍କୁ ଡିଜିପି ସୁନୀଲ ବଂଶଲ ଦେଇଛନ୍ତି କଡ଼ା ନିର୍ଦ୍ଦେଶ । ବିଧାନସଭାରେ ମଙ୍ଗଳବାର ଏହି ପ୍ରସଙ୍ଗ ଉଠାଇ ଏ…

ତିନିଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, କାଳିଆ ଦର୍ଶନ ସହ ନବୀନଙ୍କୁ ଭେଟିବେ ମମତା

ଭୁବନେଶ୍ବର : ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭୁବନେଶ୍ବର ବିମାନବନ୍ଦରରେ ମଙ୍ଗଳବାର ପହଞ୍ଚିବାପରେ ସେଠାରୁ ପୁରୀ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ଅପରାହ୍ମରେ…

କାହାର ହେବେ ନବୀନ ?

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦେଶବ୍ୟାପୀ ବିରୋଧୀଙ୍କ ନଜର ଏବେ ନବୀନଙ୍କ ଉପରେ। ବିଜେପିକୁ ଶାସନରୁ ହଟାଇବା ପାଇଁ ବିରୋଧୀ ଏକାଠି ହେଉଛନ୍ତି। ଏଭଳି ସ୍ଥିତିରେ ୫ ପାଳି ନିରଙ୍କୁସ ଭାବେ ଓଡ଼ିଶାର ଶାସନ ଭାର ସମ୍ଭାଳି ଆସୁଥିବା ନବୀନଙ୍କୁ କିଏ ନିଜ ପକ୍ଷକୁ ନେଇପାରିବ ତାକୁ ନେଇ…

ମୈନପୁରୀରେ ଡିମ୍ପଲ ଯାଦବଙ୍କ ରେକର୍ଡ ଜିତ୍

ଲକ୍ଷ୍ନୌ: ମୈନପୁରୀ ଉପନିର୍ବାଚନରେ ସମାଜବାଦୀ ପାର୍ଟିର ବିଜୟ । ମୈନପୁରୀ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଡିମ୍ପଲ ଯାଦବ ବିଜୟୀ ହୋଇଛନ୍ତି । କଡ଼ାସୁରକ୍ଷା ମଧ୍ୟରେ ଶେଷ ହୋଇଛି ମତଗଣନା । ବିଜେପି ପ୍ରାର୍ଥୀ ରଘୁରାଜ ସିଂ ସାକ୍ୟଙ୍କୁ ପରାସ୍ତ କରିଛନ୍ତି ଡିମ୍ପଲ । ଡିମ୍ପଲଙ୍କୁ…

ନିର୍ବାଚନ କମିଶନଙ୍କୁ ଦୋଷ ଦେଲେ ଅଖିଳେଶ ଯାଦବ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଉତ୍ତର ପ୍ରଦେଶ ବିଧାନସଭା ଏବଂ ଉପ ନିର୍ବଚାନରେ ହାରିବା ପରେ ନିର୍ବାଚନ କମିଶନଙ୍କ ଉପରେ ଦୋଷ ଦେଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ନିର୍ବାଚନ ଆୟୋଗଙ୍କ ଅସାଧୁତା ପାଇଁ ତାଙ୍କ ଦଳ ସରକାର ଗଠନ କରିପାରିନଥିବା ସେ ଅଭିଯୋଗ କରିଛନ୍ତି ।  ଏସପି…

ଆଜମଗଡ଼ରେ ପୁଣି ଯୋଗୀ ଅଖିଳେଶ ଲଢ଼େଇ

ଲକ୍ଷ୍ନୈା: ଉତ୍ତରପ୍ରଦେଶର ସବୁଠୁ ହଟ୍ ସିଟ୍ ଆଜମଗଡ଼ରେ ଆସନ୍ତା ସପ୍ତାହରେ ହେବ ନିର୍ବାଚନ ।  ଆଜମଗଡରେ ହେବାକୁ ଥିବା ଲୋକସଭା ଉପ-ନିର୍ବାଚନରେ ଏସପି ଏବଂ ବିଜେପି ମଧ୍ୟରେ ଚାଲିଛି ଜୋରଦାର ଲଢ଼େଇ । ଅଖିଳେଶ ଯାଦବଙ୍କ ଇସ୍ତଫା ପରେ ଖାଲିଥିବା ଏହି ଆସନରେ ଯୋଗୀଙ୍କ ପ୍ରାର୍ଥୀ ଜିତିବ ନା…

ନିର୍ବାଚନ ଫଳାଫଳ ପରେ ଯାଦବ ପରିବାର ଏବଂ ମେଣ୍ଟରେ ବଢୁଛି ଅସନ୍ତୋଷ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପରେ ଦଳର ସର୍ବେସର୍ବା ଯାଦବ ପରିବାର ଏବଂ ମେଣ୍ଟରେ ଥିବା ସହଯୋଗୀ ଦଳ ମଧ୍ୟରେ ତିକ୍ତତା ବଢୁଥିବା ଦେଖିବାକୁ ମିଳିଛି। ନିର୍ବାଚନ ଫଳାଫଳ ପରେ ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମୁଖିଆ ତଥା ସଭାପତି ଅଖିଳେଶ ଯାଦବଙ୍କ ନେତୃତ୍ୱରେ ଏକ…

ଲୋକସଭାରୁ ଇସ୍ତଫା ଦେଲେ ଅଖିଳେଶ ଓ ଆଜମ ଖାନ୍

ଲକ୍ଷ୍ମୌ: ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଆଜି (ମଙ୍ଗଳବାର) ଲୋକସଭାରୁ ଇସ୍ତଫା ଦେଇଛନ୍ତି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ଅଖିଳେଶ ଯାଦବ କରହଲ ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କ ସହିତ ଅଖିଳେଶ ଯାଦବ ୨୦୧୯ରେ ଆଜାମଗଡ ଲୋକସଭା ଆସନରୁ…