Latest Odisha News

BREAKING NEWS

Browsing Tag

Sundargarh

୨୦ ବର୍ଷ ପରେ ଗାଁକୁ ଫେରିଲା ହଜିଲା ପୁଅ ବିରଜୁ

ସୁନ୍ଦରଗଡ଼: ପାକିସ୍ତାନ ଜେଲରୁ ସୁନ୍ଦରଗଡ଼ । ୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବା ପରେ ଭିଟାମାଟିକୁ ଫେରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବିରଜୁ କୁଲୁ । ଆଜି ସକାଳୁ ସେ ନିଜ ଗାଁ କୁତ୍ରାରେ ପହଞ୍ଚିଛନ୍ତି । ପ୍ରଥମେ ସେ କୁତ୍ରା ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ତାପରେ…

୬ ଦିନ ପରେ ଘରକୁ ଫେରିଲେ ଅପହୃତ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ

ରାଉରକେଲା: ଘରକୁ ଫେରିଲେ ନିଖୋଜ ବ୍ୟବସାୟୀ । ଦୀର୍ଘ ୬ ଦିନ ପରେ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁରର ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ଘରକୁ ଫେରିଛନ୍ତି । ଗତକାଲି ରାତିରେ ରହସ୍ୟଜନକ ଭାବେ ସେ ଘରକୁ ଫେରିଥିବା ସୂଚନା ମିଳିଛି। ଏନେଇ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ସ୍ପଷ୍ଟ କରିଥିବା ବେଳେ…

ପାକିସ୍ତାନ ଜେଲରେ ୨୦ ବର୍ଷ ରହିବା ପରେ ଘରକୁ ଫେରୁଛନ୍ତି ଓଡ଼ିଆ ପୁଅ ବିର୍ଜୁ

ରାଉରକେଲା: ସୁନ୍ଦରଗଡ କୁତ୍ରା ବ୍ଲକର ଓଡ଼ିଆ ପୁଅ ବିର୍ଜୁ କୁଲୁ । ପାକିସ୍ତାନ ଲାହୋର ଜେଲରେ ବିତାଇଲେ ୨୦ ବର୍ଷ । ଦୀର୍ଘ ୨୦ ବର୍ଷ ପରେ ଏବେ ନିଜ ଭିଟାମାଟିକୁ ପେରୁଛନ୍ତି । ୱାଘା ବୋର୍ଡର ଦେଇ ସ୍ୱଦେଶ ଫେରୁଛନ୍ତି ଓଡ଼ିଆ ପୁଅ । ବିର୍ଜୁଙ୍କୁ ଆଣିବା ପାଇଁ ସୁନ୍ଦରଗଡ ପ୍ରଶାସନ ଗତ ୬…

ଗର୍ଭବତୀ ମା’ଙ୍କ ପାଇଁ ଆରମ୍ଭ ହେଲା ମାଗଣାରେ ଅଲଟ୍ରାସାଉଣ୍ଡ ପରୀକ୍ଷା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଅଧୀନରେ ଗର୍ଭବତୀ ମା’ ମାନଙ୍କ ପାଇଁ ‘ଗର୍ଭାବସ୍ଥାରେ ଯତ୍ନ’ ବା ଏଏନସି ସେବା ଆଜିଠାରୁ ସୁନ୍ଦରଗଡ଼ରେ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ସଦର ବ୍ଲକର ଗର୍ଭବତୀ ମା’ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ତଥା ଅନୁବନ୍ଧିତ ବିଭିନ୍ନ…

ପାକିସ୍ତାନ ଜେଲ୍‌ରେ ୨୦ ବର୍ଷ ସଜା କାଟିବା ପରେ ଗାଁକୁ ଫେରୁଛି ଓଡ଼ିଆ ପୁଅ

ସୁନ୍ଦରଗଡ: ୨୫ ବର୍ଷ ପରେ ଘରକୁ ଫେରୁଛି ପୁଅ । ପାକିସ୍ତାନ ଜେଲରେ ୨୦ ବର୍ଷ ସଜା କାଟି ଓଡ଼ିଆ ପୁଅ ଘରକୁ ଫେରୁଛି । ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ ଗାଁକୁ ଫେରୁଥିବାରୁ ଗାଁ ଲୋକେ ତା ଫେରିବା ବାଟକୁ ଉତ୍ସୁକତାର ସହ ଚାହିଁ ବସିଛନ୍ତି ।…

ଲଜ୍ଜା ! ବନ୍ଦ ଘରେ ନାବାଳିକାଙ୍କୁ ପାଞ୍ଚ ମାସ ଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ଼: ନାବାଳିକାଙ୍କୁ ପାଞ୍ଚ ମାସ ଗୋଟିଏ ଘର ଭିତରେ ବନ୍ଦ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ । କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିବା ସହ ତନାଘନା ତଦନ୍ତ ଆରମ୍ଭ କରିଛି ପୋଲିସ । ତା ନାଁ…

ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ଲାଗି ଯୁବକ ମୃତ

ସୁନ୍ଦରଗଡ଼: ବାରହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର । କିନ୍ତୁ ବାରହା ବଦଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ବାହାଳ ଗାଁରେ । ବାରହା ଶିକାର ପାଇଁ ବିଛା ଯାଇଥିବା…

ଏବେ ପନିପରିବା ପଚିବାକୁ ନାହିଁ ଡର, ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କୁ ମିଳୁଛି ‘ସବଜି କୁଲର’

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର କ୍ଷୁଦ୍ର ଚାଷୀଙ୍କ ପାଇଁ ବରଦାନ ପାଲଟିଛି ‘ସବଜି କୁଲର’ ବା ‘ଜିରୋ କୁଲିଙ୍ଗ ଚାମ୍ବର’। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କୁଲର ସେମାନଙ୍କ ଆର୍ଥିକ ସ୍ଥିତି ଓ ଜୀବନଧାରଣ ମାନରେ ବିଶେଷ ପରିବର୍ତ୍ତନ ଆଣି ପାରିଛି। ପ୍ରଶାସନ ସହଯୋଗରେ ଚାଷୀମାନେ ନିଜ…

ପୁଣି ଧରାପଡିଲା ନକଲି ସସ୍ କାରଖାନା, ୬୫୧ ବୋତଲ ଜବତ

ସୁନ୍ଦରଗଡ: ପୁଣି ଅସଲି ବ୍ରାଣ୍ଡରେ ବିକ୍ରି ହେଉଥିଲା ନକଲି ମାଲ । ଠାବ ହେଲା ନକଲି ସସ୍ କାରଖାନା । ସୁନ୍ଦରଗଡ ଜିଲ୍ଳା ରାଜଗାଙ୍ଗପୁର କୁମ୍ଭାରପଡାଠାର ଏକ ନକଲି ସସ୍ କାରଖାନା ଉପରେ ପୋଲିସ ଚଢଉ କରିଛି । ସେଠାରୁ ବହୁ ପରିମାଣର ନକଲି ସସ୍ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଏହି…

ଗର୍ଭବତୀ ମହିଳା ଓ ଶିଶୁଙ୍କ ବିକାଶ ପାଇଁ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏକାଧିକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ରବିବାର ଦିନ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମହିଳା ଓ ଶିଶୁ ବିକାଶ ପାଇଁ ପ୍ରମୁଖ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ ଉଦଘାଟନ କରାଯାଇଛି। ଏହା ସହିତ…