Latest Odisha News

BREAKING NEWS

Browsing Tag

Suresh Mohapatra

ପରୀକ୍ଷା ପାଇଁ ହେବନି ବିଦ୍ୟୁତ୍ କାଟ୍

ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲ ମାସରେ ଅପେକ୍ଷାକୃତ ଅଧିକ ଗ୍ରୀଷ୍ମ ପ୍ରବାହ ଏବଂ ଆଗାମୀ ମେଟ୍ରିକ ବୋର୍ଡ ଓ +୨ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ ଯୋଗାଣ କାଟ ନକରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଦ୍ୟୁତ୍ ବିତରକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର…

ଆସନ୍ତା ସପ୍ତାହରେ ମେଟ୍ରିକ ଓ +୨ ପରୀକ୍ଷା, ମୁଖ୍ୟ ଶାସନ ସଚିବ କଲେ ସମୀକ୍ଷା

ଭୁବନେଶ୍ୱର: ଚଳିତ ମାସ ଶେଷକୁ ଆରମ୍ଭ ହେବାକୁ ଥିବା ମେଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବୈଠକରେ ପରୀକ୍ଷା ସୁପରିଚାଳନା, ପ୍ରଶ୍ନପତ୍ର ସୁରକ୍ଷା, ନୋଡାଲ ସେଣ୍ଟର ସୁରକ୍ଷା ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହୋଇଛି…

ସ୍ୱାଭିମାନ ଅଞ୍ଚଳରେ ମୁଖ୍ୟ ଶାସନ ସଚିବ, କହିଲେ ଶୀଘ୍ର ହେବ ଏୟାରପୋର୍ଟ

ଭୁବନେଶ୍ୱର: ମାଲକାନଗିରିରେ ଖୁବ୍ ଶୀଘ୍ର ବିମାନ ବନ୍ଦର ତିଆରି ହେବ । ଏ ସକାଶେ ଜମି ଅଧିଗ୍ରହଣ ସରିଛି । ବାଡ଼ ବି ବୁଲା ହୋଇଯାଇଛି । ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ଅନୁମତି ମିଳିଯାଇଛି । ଆଉ ନିର୍ମାଣ ପାଇଁ ଟେଣ୍ଡର ବି ଆହ୍ୱାନ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର…

ଆଉ କିଛି ସମୟ ପରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆଉ କିଛି ସମୟ ପରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଦିନ ୧୨ଟାରେ ସେ ପ୍ରେମସିଟରେ ସୂଚନା ଦେବେ । କଣ କହିବେ ମୁଖ୍ୟ ଶାସନ ସଚିବ ତାଉପରେ ସମସ୍ତଙ୍କର ନଜର ରହିଛି । ଏବେ ରାଜ୍ୟରେ କୋଭିଡ୍ ସଂକ୍ରମଣ…

ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ

ପୁରୀ: ଆଜି ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସକାଳୁ ସକାଳୁ ସେ ପୁରୀରେ ପହଞ୍ଚିଥିଲେ । ତାଙ୍କୁ ଜିଲ୍ଲାପାଳ ସ୍ୱାଗତ କରିଥିଲେ । ସିଂହଦ୍ୱାର ଦେଇ ପ୍ରବେଶ କରିଥିଲେ ମୁଖ୍ୟ ଶାସନ ସଚିବ । ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ କରୋନା କାଳରେ…

ଓଡ଼ିଶାରରେ ବଢ଼ିବ କି ଲକଡାଉନ୍ ? ଆଜି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ସଂକ୍ରମଣ ୧୦ ହଜାର ତଳକୁ ଖସୁନି । ରାଜ୍ୟରେ ଲକଡାଉନ୍ ବଢ଼ିବା ନେଇ ଆରମ୍ଭ ହୋଇଚି ଚର୍ଚ୍ଚା । ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଅପରାହ୍ଣ ସାଢ଼େ ୪ଟାରେ ପ୍ରେସମିଟରେ ମୁଖ୍ୟ ସଚିବ କଣ କହିବେ ତାଉପରେ…

ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଦୁଇ ମନ୍ଦିର ଅନନ୍ତବାସୁଦେବ ଓ ବ୍ରହ୍ନେଶ୍ୱର ମନ୍ଦିରରୁ ବାଇ ଲ’ ପ୍ରତ୍ୟାହାର କରି୍‌ବା ନେଇ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ । ବିକାଶରେ ବାଧା ସୃଷ୍ଟି କରୁଥିବାରୁ ବାଇ-ଲ ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି ସଚିବ ରାଘବେନ୍ଦ୍ର ସିଂଙ୍କୁ…

ନୂଆବର୍ଷରେ ଦାୟିତ୍ୱ ଗ୍ରହଣ କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ଭୁବନେଶ୍ୱର: ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ସୁରେଶ ମହାପାତ୍ର । ନୂଆବର୍ଷରେ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜିଠାରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବରେ କାର୍ୟ୍ୟଭାର ସମ୍ଭାଳିଛନ୍ତି ୧୯୮୬ ବ୍ୟାଚ୍ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର । ଅସିତ ତ୍ରିପାଠୀଙ୍କ ଅବସର ପରେ ସେ…

ମୁଖ୍ଯ ଶାସନ ସଚିବ ନିଯୁକ୍ତି ପରେ ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁରେଶ ମହାପାତ୍ର

ପୁରୀ: ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତି ପରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ସୁରେଶ ମହାପାତ୍ର। ଶ୍ରୀଜିଉଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି। ସିଂହଦ୍ବାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ…

ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ହେବେ ନୂଆ ମୁଖ୍ୟ ଶାସନ ସଚିବ। ତାଙ୍କ ନାଁରେ ଆଜି ବିଦ୍ଧିବଦ୍ଧ ମୋହର ଲାଗିଛି । ଆସନ୍ତା  ୩୧ ତାରିଖରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଅବସର ନେବେ। ତେଣୁ ତାଙ୍କ ସ୍ଥାନରେ ସୁରେଶ ମହାପାତ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।…