Latest Odisha News
Browsing Tag

Uddhav Thackeray

‘ମହାରାଷ୍ଟ୍ର ରାଜନୀତି’, ଉଦ୍ଧବଙ୍କୁ ବୁଡାଇଦେବେ ସିନ୍ଦେ!

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବା ବେଳେ ମହାରାଷ୍ଟ୍ର ରାଜନୀତି ପୁଣିଥରେ ଚଳଚଂଚଳ ହୋଇଉଠିଛି। ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ ନିଜର ଶକ୍ତି ବୃଦ୍ଧିରେ ଲାଗି ପଡିଛନ୍ତି। ମୁମ୍ବାଇର ୪୦ ଜଣ ପୂର୍ବତନ କର୍ପୋରେଟର ସିନ୍ଦେଙ୍କ ଶିବସେନା…

ଶରଦ ପାୱାରଙ୍କ ଖେଳ ବୁଝିହେଉନି, ପ୍ଲାନ ‘ବି’ ପ୍ରସ୍ତୁତ କଲେ ସହଯୋଗୀ !

ଭୁବନେଶ୍ୱର: ପୁଣିଥରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ଗୋଟିଏ ପଟେ ଶରଦ ପାୱାରଙ୍କ ଆଭିମୁଖ୍ୟକୁ ନେଇ ଏମଭିଏ ମେଣ୍ଟ ଦ୍ବନ୍ଦ୍ୱରେ ଥିବା ବେଳେ ଆଉ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଭବିଷ୍ୟତକୁ ନେଇ ନାନା କଳ୍ପନା କଳ୍ପନା ପ୍ରକାଶ ପାଉଛି। ଏଭଳି…

ସୁପ୍ରିମକୋର୍ଟଙ୍କୁ ମହାରାଷ୍ଟ୍ର ବାଚସ୍ପତିଙ୍କ ଚ୍ୟାଲେଞ୍ଜ!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ଆକ୍ଷେପ ପ୍ରତିଆକ୍ଷେପ ପର୍ବ ତୀଵ୍ର ହୋଇଛି। ପ୍ରତି ମୁହୂର୍ତ୍ତରେ ନୂଆ ରୂପ ନେଉଥିବା ମହାରାଷ୍ଟ୍ର ରାଜନୀତିରେ ନେତାଙ୍କ ମନ୍ତବ୍ୟକୁ ଆନ୍ଦୋଳନ ଆରମ୍ଭ ହୋଇଛି। ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ ବିଜେପି ରାସ୍ତାକୁ ଓଲ୍ହାଇଛି। ମହାରାଷ୍ଟ୍ର…

‘ଗୋଟିଏ ଦେଶ ଗୋଟିଏ ଦଳ’ ଫର୍ମୁଲା, ଭାରତରେ କେବଳ ବିଜେପି ରହିବ!

ଭୁବନେଶ୍ୱର: ଗୋଟିଏ ଦେଶ ଗୋଟିଏ ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ଦେଶରେ ରାଜନୈତିକ ଉଷ୍ମତା ତୀଵ୍ର ହେବାରେ ଲାଗିଛି। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାର ଦେଶରେ ଗୋଟିଏ ବ୍ୟବସ୍ଥା ଲାଗୁ ଉପରେ ଗୁରୁତ୍ବ ଦେଇଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ ଏକକ ନାଗରିକ ସଂହିତାକୁ ନେଇ ରାଜନୀତି…

ଗଦ୍ଦାର କିଏ, ଉଦ୍ଧବ ନା ସିନ୍ଦେ?

ଭୁବନେଶ୍ୱର: ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ ପରେ ଏବେ ଅନ୍ତଃରାଷ୍ଟ୍ରୀୟ ଗଦ୍ଦାର ଦିବସ ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ରରେ ଶିବସେନାର ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତବର୍ଷ ଆଜିର ଦିନରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ୪୦ ବିଧାୟକ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରିଥିଲେ।…

ଲଢୁଛି ଶିବସେନା, ଦେଖୁଛି ବିଜେପି !

ଭୁବନେଶ୍ୱର: ଚଳଚଞ୍ଚଳ ହେଉଛି ମହାରାଷ୍ଟ୍ର ରାଜନୀତି। ଗୋଟିଏ ପଟେ ଶିବସେନାର ପ୍ରତିଷ୍ଠା ଦିବସକୁ ଉଦ୍ଧବ ଗୋଷ୍ଠି ଓ ସିନ୍ଦେ ଗୋଷ୍ଠି ଅଲଗା ଅଲଗା ପାଳନ କରିଛନ୍ତି। ଉଭୟ ଗୋଷ୍ଠି ଏହି ଅବସରରେ ନିଜର ପାୱାର ସୋ କରିଛନ୍ତି। କିନ୍ତୁ ସେପଟେ ଜଣଙ୍କ ପରେ ଜଣେ ନେତା ଉଦ୍ଧବଙ୍କ ହାତ ଛାଡିବାରେ…

୧୯ ରେ ଲଢ଼ିବେ ସିନ୍ଦେ, ଉଦ୍ଧବ

ଭୁବନେଶ୍ୱର: ଚଳିତ ମାସ ୧୯ ତାରିଖରେ ମହାରାଷ୍ଟ୍ରରେ ମହଲଢ଼େଇ ଦେଖିବାକୁ ମିଳିବ। ୧୯ ତାରିଖରେ ଶିବସେନାର ପ୍ରତିଷ୍ଠା ଦିବସ ହୋଇଥିବାରୁ ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛନ୍ତି। ପୂର୍ବ ବର୍ଷ ଦୁଇ ଗୋଷ୍ଠୀ ଅଲଗା ଅଲଗା ଦଶହରା ରାଲି କରି ମୁହାଁମୁହିଁ…

‘ମହାରାଷ୍ଟ୍ର ରାଜନୀତି’, ସିନ୍ଦେଙ୍କୁ ଡରାଉଛନ୍ତି ଉଦ୍ଧବ !

ଭୁବନେଶ୍ୱର: ଶିବସେନା ବିବାଦ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାରାଷ୍ଟ୍ର ରାଜନୀତି ଉଗ୍ର ରୁପ ନେବାରେ ଲାଗିଛି। ସିନ୍ଦେ ଗୋଷ୍ଠୀର ୧୬ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବେ ବୋଲି ବିରୋଧୀ ଆଶା ରଖିଥିବା ବେଳେ ଏ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। କିନ୍ତୁ ସୁପ୍ରିମକୋର୍ଟ ଏ…

ଉଦ୍ଧବଙ୍କୁ ବଡ଼ ଝଟକା, ଅସଲି ଶିବ ସେନା ସିନ୍ଦେ ଗୋଷ୍ଠୀ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଉଦ୍ଧବ ଠାକରେ ଗୋଷ୍ଠୀଙ୍କୁ ବଡ଼ ଝଟକା । ଶିବସେନା କାହାର ? ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ପରେ ଉଦ୍ଧବ ଠାକରେଙ୍କ ହାତରୁ ଶିବସେନା ସହ ଦଳର ଚିହ୍ନ ଧନୁ ତୀର ଖସିଥିବା ବେଳେ ପାଇଛନ୍ତି…

ସେନା-ସେନା ଫାଇଟ: ମୁମ୍ବାଇରେ ଦୁଇଟି ଦଶହରା ରାଲି

ମୁମ୍ବାଇ: ଚଳିତ ବର୍ଷ ଦଶହରାରେ ମୁମ୍ବାଇରେ ଶିବସେନାର ଦୁଇଟି ଦଶହରା ରାଲି ହେବାକୁ ଯାଉଛି । ଉଦ୍ଧବଙ୍କ ଶିବସେନା ଶିବାଜୀ ପାର୍କରେ ରାଲି କରିବେ । ଏକନାଥ ସିନ୍ଦେଙ୍କ ଶିବସେନା ବିକେସି ପଡିଆରେ ରାଲି କରିବେ । ଦୁଇ ଶିବସେନା ନିଜକୁ ଅସଲି କହୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ…