Latest Odisha News

BREAKING NEWS

Browsing Tag

vigilance raid

ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଇ ଧରା ପଡ଼ିଲେ ପ୍ରଧାନ ଶିକ୍ଷକ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ । କୁମଝରିଆ ଅନୁସୂଚିତ ଜାତି ଓ ଜନଜାତି ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ବୋର୍ଡ ସାର୍ଟିଫିକେଟ୍ ପାଇଁ କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ସଞ୍ଜୟ ସାମଲ୍ ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼଼ିଛନ୍ତି ।…

ଭିଜିଲାନ୍ସ ଜାଲରେ ଓ୍ୱାର୍ଡ ଅଫିସର; ୧୫ ହଜାର ନେଇ ଗିରଫ

ଭୁବନେଶ୍ୱର: ବିଏମସିର ଟ୍ୟାକ୍ସ ଆଦାୟକାରୀ ଅଫିସର ତଥା ଓ୍ୱାର୍ଡ ଅଫିସର ହେମନ୍ତ ସାହୁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଖଣ୍ଡଗିରି ସ୍ଥିତ ଓ୍ୱାର୍ଡ ନଂ-୨୩ର ଓ୍ୱାର୍ଡ ଅଫିସର ତଥା ଟ୍ୟାକ୍ସ କଲେକ୍ଟର ହେମନ୍ତ ସାହୁ ଏବଂ ପୂର୍ବତନ ଟ୍ୟାକ୍ସ କଲେକ୍ଟର ଯୋଗେନ୍ଦ୍ର ପ୍ରଧାନ…

ପୂର୍ବତନ ବୌଦ୍ଧ ଟ୍ରେଜେରୀ ଆକାଉଟାଣ୍ଟଙ୍କୁ ଭିଜିଲାନ୍ସ କୋର୍ଟରେ ତିନି ବର୍ଷ ଜେଲ୍ ଦଣ୍ଡ

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା ଟ୍ରେଜେରୀର ପୂର୍ବତନ ଆକାଉଟାଣ୍ଟ ନାରାୟଣ ମଲ୍ଲିକଙ୍କୁ ଲାଞ୍ଚ ମାମଲାରେ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ୨୦୧୯ ମସିହାରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ନାରାୟଣ । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୧୯ ଅକ୍ଟୋବର…

ଭିଜିଲାନ୍ସ ଜାଲରେ ରାଜସ୍ୱ ନୀରିକ୍ଷକ, ବାଲି ଗାଡ଼ି ଛାଡ଼ିବାକୁ ନେଉଥିଲେ ଲାଞ୍ଚ

ବ୍ରହ୍ମପୁର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ୱ ନୀରିକ୍ଷକ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ବରିଡ଼ା ଆର୍.ଆଇ ଦେବାଶିଷ ମାଝୀ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏକ ବାଲି ବୋଝେଇ ଗାଡ଼ିକୁ ରାଜସ୍ୱ ନୀରିକ୍ଷକ ଜବତ କରିଥିଲେ । ଜବତ ଗାଡ଼ିକୁ ଛାଡ଼ିବା ଲାଗି…

ସାର ଦୋକାନୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ କୃଷି ଅଧିକାରୀ

ବରଗଡ଼: ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ କୃଷି ଅଧିକାରୀ । ପାଇକମାଲ ବ୍ଲକ ସହକାରୀ କୃଷି ଅଧିକାରୀ ତଥା ସାର ନୀରିକ୍ଷକ ପ୍ରଣୟ କୁମାର ମନ୍ତ୍ରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଜଣେ ସାର ଡିଲରଙ୍କ ସାର ଲାଇସେନ୍ସ ବାତିଲ୍ କରିବା ଭୟ ଦେଖାଇ ସହକାରୀ କୃଷି ଅଧିକାରୀ ଦେଢ଼ ଲକ୍ଷ ଟଙ୍କା…

ଟଙ୍କାରେ ଖେଳୁଥିଲେ ଖେଳ ଶିକ୍ଷକ; ମିଳିଲା ୪.୬୭ କୋଟିର ସମ୍ପତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜୟନ୍ତୀପୁରସ୍ଥିତ ଶ୍ରୀଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ମୋଟ ସମ୍ପତ୍ତିର ଆକଳନ କରିଛି ବ୍ରହ୍ମପୁର ଭିଜିଲାନ୍ସ। ବୃତ୍ତିରେ କ୍ରୀଡ଼ା ଶିକ୍ଷକ ହୋଇଥିଲେ ମଧ୍ୟ ଗାଡି, ଘର, ପ୍ଲଟ, ଦୋକାନବଜାର, ପେଟ୍ରୋଲ ପମ୍ପ, ଗ୍ୟାସ…

କ୍ରୀଡ଼ା ଶିକ୍ଷକଙ୍କ ଅମାପ ସମ୍ପତ୍ତି, ଏକକାଳୀନ ୧୩ଟି ସ୍ଥାନରେ ରେଡ୍

ବ୍ରହ୍ମପୁର: ଭିଜିଲାନ୍ସ ଫାସରେ କ୍ରୀଡ଼ା ଶିକ୍ଷକ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତଥା ଜରଡ଼ା ଥାନା ଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡ଼ା ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଶୁକ୍ରବାର ସକାଳେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ହୋଇଥିବା ଚଢ଼ାଉରେ ୪ଜଣ ଡିଏସ୍‌ପି,…

ଭିଜିଲାନ୍ସ ଜାଲରେ ବାଲିପାଟଣା ଏଏସଆଇ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ମହିଳା ଏଏସଆଇ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନାର ମହିଳା ଏଏସଆଇ ପୁସ୍ପଲତା ପାଇକରାୟଙ୍କୁ ବୁଧବାର ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛି । ଜଣେ ଏତଲାକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା…

ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଉଥିଲେ କିରାଣି

ଭୁବନେଶ୍ୱର: ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ । ଡେଥ୍ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିରାଣି । କିରାଣି ଅନୁପ କୁମାର ଶତପଥୀଙ୍କ ଠାରୁ ଭିଜିଲାନ୍ସ ୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି । ଅଭିଯୋଗ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ, ୨୮ଟି ପ୍ଲଟ୍ ଠାବ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଏଇ । ପୁରୀ ଜିଲ୍ଲା ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଅଫିସ୍ ସମେତ ଏକାଧିକ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ୫ ଜଣ ଡିଏସପି ଓ ୧୨ ଇନ୍ସପେକ୍ଟର ଚଢ଼ାଉରେ ସାମିଲ୍ ହୋଇଛନ୍ତି । ପ୍ରାଥମିକ ରେଡ୍ ବେଳେ ୨୮ଟି…