Latest Odisha News

BREAKING NEWS

ଆସନ୍ତାକାଲି ଖୋଲିବ ମା ତାରାତାରିଣୀଙ୍କ ପୀଠ

ବ୍ରହ୍ମପୁର : ଆସନ୍ତାକାଲି ଖୋଲିବ ଗଂଜାମର ମାଆ ତାରାତାରିଣୀଙ୍କ ମନ୍ଦିର । କରୋନା କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ । ମନ୍ଦିର ଉପରକୁ ଯାନବାହାନ ଚଳାଚଳ ନେଇ ରୋକ ଲଗାଯାଇଛି । ମନ୍ଦିରକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ଗାଡ଼ିର ବ୍ୟବସ୍ଥା କରାଯାଇଛି । ସେହିପରି ୪ରୁ ଗଞ୍ଜାମର ସବୁ…

ମାତ୍ର ୩ ମାସରେ ୭୬ ଜଣ ନିଖୋଜ ପିଲାଙ୍କୁ ଖୋଜି ଆଣିଲେ, ମହିଳା ପୋଲିସ କର୍ମଚାରୀଙ୍କୁ ମିଳିଲା ପ୍ରମୋସନ

ଦିଲ୍ଲୀ: ପୋଲିସର ମହିଳା କର୍ମଚାରୀ ସୀମା ଢାକା ସାଉଥ ନର୍ଥ ଜିଲ୍ଲାର ସମୟପୁର ବାଦଲୀ ଥାନାରେ କାର୍ଯ୍ୟରତ । ସୀମା ମାତ୍ର ତିନି ମାସରେ ୭୬ ଜଣ ହଜି ଯାଇଥିବା ପିଲାଙ୍କୁ ଖୋଜି ବାହାର କରିଛନ୍ତି । ଫଳରେ ସୀମା ଢାକାଙ୍କୁ ମିଳିଛି ପଦୋନ୍ନତି । ଦିଲ୍ଲୀ ପୋଲିସ ଆୟୁକ୍ତଙ୍କ ନିର୍ଦ୍ଦେଶ ଅନୁସାରେ…

ଇନଷ୍ଟାଗ୍ରାମରେ ରାଜ କରୁଛି ବନ୍ଦିତାଙ୍କ ଖାଣ୍ଟି ଓଡିଆଣୀ ହାତରନ୍ଧା

ଭକ୍ତି ଓ ଭାବପ୍ରବଣତା ଏକ ଫେଣ୍ଟାଫେଣ୍ଟି ଅବରୋଧ ଭିତରେ ସେ ଖୋଜନ୍ତି ନିଜ ପ୍ରିୟ କାଳିଆ ଠାକୁରଙ୍କୁ । ପୁରୀରେ ତାଙ୍କର ଜନ୍ମ ହୋଇଥିବା ବେଳେ ତାଙ୍କ ପରିବାର ଜଗନ୍ନାଥ ସଂସ୍କୃତି ସହ ଜଡିତ । ବାପାଜେଜେଙ୍କ ଭଳି ସେ ବି ଚାହାନ୍ତି ସାଆନ୍ତଙ୍କ କଥା, ପରମ୍ପରା ଓ କିମ୍ବଦନ୍ତୀ  ଭକ୍ତଙ୍କ ପାଖରେ…

କବିତା : ଅନ୍ତହୀନ ପରୀକ୍ଷା

ଡକ୍ଟର ଫକୀର ମୋହନ ନାହାକ ଅସରନ୍ତି ପରୀକ୍ଷା ଏ ଚାଲିଛି ଚିରକାଳ                                  ଦିନରାତି ସବୁ ମୁହୂର୍ତ୍ତରେ ବିଶ୍ୱର କୋଣ ଅନୁକୋଣରେ ବନ୍ଧା ପଡ଼ିଛନ୍ତି ଏଠି ଅକ୍ଷାଂଶ ଦ୍ରାଘିମା ସବୁ ପରୀକ୍ଷା ନିର୍ଘଣ୍ଟରେ । ଏମିତି ଏ ପରୀକ୍ଷା ପରୀକ୍ଷାର୍ଥୀଠୁ…

ଯା ଦେବୀ ସର୍ବ ଭୂତେଷୂ..

ନିରୁପମା ପତି                                                          ମାଗୋ ଦଶଭୁଜା ଅମ୍ବିକା ,ଗିରିଜା ଶିବାନୀ, ଭବାନୀ,ଜୟା, ନାରୀ ନାରାୟଣୀ ପତିତପାବନୀ ଶାକମ୍ବରୀ, ଯୋଗମାୟା ,(୧) ମାତା ମାହେଶ୍ୱରୀ ତ୍ରିଶୂଳ ଧାରଣୀ ସିଂହବାହିନୀ ତୁ ଉମା, ବ୍ରହ୍ମ ଚାରିଣୀ…

ବୟସ ହାର ମାନିଛି ବିଗ୍ ବିଙ୍କ ପାଖରେ

ଭୁବନେଶ୍ୱର: ଆଜି ୭୮ ବର୍ଷରେ ପାଜ ଦେଲେ ମହାନାୟକ ଅମିତାଭ ବଚ୍ଚନ । କିନ୍ତୁ ବୟସ ତାଙ୍କ ପାଇଁ ଯେମିତି ଖାଲି ଗୋଟିଏ ନମ୍ବର । ଆଜି ବି ସେ ଆକ୍ଟିଭ୍ ଆଉ ୟଙ୍ଗ । ସାଧାରଣତଃ ଦେଖାଯାଏ ବୟସ ବଢିଲେ ଲୋକେ ଟିକେ ମାନ୍ଦା ହୋଇଯାଆନ୍ତି । କାମରୁ ବିରତି ବି ନିଅନ୍ତି । କିନ୍ତୁ ଏସବୁର ବ୍ୟତିକ୍ରମ…

ରାଷ୍ଟୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହେବ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର

ପାଟଣା: ରାଷ୍ଟୀୟ ମର୍ଯ୍ୟାଦା ସହ ଆଜି କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ । ଦିନ ପ୍ରାୟ ୧୦ ଟା ସମୟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଗତକାଲି ପାଟନାରେ ପାର୍ଥିବ ଶରୀର ପହଞ୍ଚିବା ପରେ ଲୋକ ଜନଶକ୍ତି ପାର୍ଟି ଅଫିସକୁ ନିଆଯାଇଥିଲା । ସେଠାରେ…

ସାଂସଦ ଅନୁଭବ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି: କଂଗ୍ରେସ

ଭୁବନେଶ୍ୱର: ବର୍ଷା ଓ ଅନୁଭବଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅନୁଭବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଦାଖଲ ହୋଇଥିବା ମିଥ୍ୟା ସତ୍ୟପାଠକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଦୁଇ ହଜାର ମସିହାରେ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ପରୀକ୍ଷା ଦେଇ ଫେଲ ହୋଇଥିବା ଅନୁଭବ କନ୍ଦରପୁର କଲେଜରୁ…

ସେପ୍ଟେମ୍ବର ଶେଷ ସୁଦ୍ଧା ୟୁଜି ଓ ପିଜି ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା, ଅକ୍ଟୋବର ୩୧ ସୁଦ୍ଧା ଫଳାଫଳ

ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକର ପୋଷ୍ଟ ଗ୍ରାଜୁଏଟ୍ ଓ ଅଣ୍ଡରଗ୍ରାଜୁଏଟ୍ ଶେଷବର୍ଷ ସେମିଷ୍ଟାର ପରୀକ୍ଷା ସେପ୍ଟେମ୍ବର ୩୦ ସୁଦ୍ଧା ଅନୁଷ୍ଠିତ ହେବ । ଏଥି ସହ ଅକ୍ଟୋବର ୩୧ ସୁଦ୍ଧା ଏହାର ଫଳାଫଳ ପ୍ରକାଶ ପାଇବ । ଆଜି ଭିଡ଼ିଓ…

ଯୁକ୍ତ ୨ ନାମଲେଖା ଆବେଦନ ଅବଧି ସେପ୍ଟେମ୍ବର ୧୧କୁ ବୃଦ୍ଧି

ଭୁବନେଶ୍ୱର: ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ୨ ନାମଲେଖା ପାଇଁ ଆବେଦନର ଅବଧି ବୃଦ୍ଧି କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ପୂର୍ବରୁ ଯୁକ୍ତ ୨ ନାମଲେଖା ଆବେଦନ ପାଇଁ ୪ ତାରିଖ ଶେଷ ତାରିଖ ଥିଲା ।