ଧ୍ୱଂସମୁଖରେ ଗନ୍ଧମାର୍ଦ୍ଦନର ପୁରାତନ କୀର୍ତ୍ତି; ଐତିହ୍ୟ ସମ୍ପନ୍ନ ପଣ୍ଡାଘର ନିବାସ, ରଜାବସା

ପଦ୍ମପୁର: ବରଗଡ଼ ଜିଲ୍ଲାର ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିରକୁ ପାଟଣା ରାଜା ବୈଜଳଦେବ ନିର୍ମାଣ କରିଥିଲେ । ଐତିହାସିକ ଙ୍କ ମତ ଅନୁସାରେ ୧୩ ଶହ ଶତାବ୍ଦୀରେ ଏହି ମନ୍ଦିର ନିର୍ମିତ ହୋଇଥିଲା  । ଲିଙ୍ଗରାଜ ମନ୍ଦିର...

ଯେତିକି ମନୋରମ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସେତିକି ପ୍ରଶଂସନୀୟ ଏହାର ହସ୍ତକଳା; ଜାଣନ୍ତୁ ଏହି ଗ୍ରାମ ସମ୍ପର୍କରେ

ଭୁବନେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହିମାଚଳ ପ୍ରଦେଶ । ଏହାକୁ ଦେଖିଲେ ଏମିତି ଲାଗେ ଯେପରି ପ୍ରକୃତି ଏହାର ସବୁତକ ସୌନ୍ଦର୍ଯ୍ୟ ଏଇଠି ଅଜାଡି ଦେଇଛି । ହିମାଚଳର ଧୋଲଧାର ପାହାଡ଼ରେ ଅବସ୍ଥିତ ଏକ ଗ୍ରାମ । ଏହାର ନାମ ହେଉଛି ଆଣ୍ଡ୍ରେଟ୍ଟା ।...

ଓଟିଡିସି ପକ୍ଷରୁ ବିଦେଶ ଭ୍ରମଣର ସ୍ୱତନ୍ତ୍ର ପ୍ୟାକେଜ ଗୋ-ଗ୍ଲୋବାଲ୍‌ ଘୋଷଣା

ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ଆଉ ପାଦେ ଆଗକୁ ଯାଇଛି। ଓଡ଼ିଶାର ପର୍ଯ୍ୟଟକ ମାନଙ୍କର ସୁଖ ସୁବିଧା କୁ ଦୃଷ୍ଟିରେ ରଖି ବର୍ତ୍ତମାନ ଓଟିଡିସି ଗୋ-ଗ୍ଲୋବାଲ...

ମନ୍ଦିରରେ ମହାଦେବଙ୍କ ପ୍ରତିମାର ଉଚ୍ଚତା ବଢୁଛି ; ଜାଣନ୍ତୁ ଏହି ଶୈବପୀଠ ବିଷୟରେ

ଭୁବନେଶ୍ୱର: ଓଡ଼ିଶାରେ ଏମିତି ଅନେକ ପର୍ଯ୍ୟଟନ ସ୍ଥଳ ରହିଛି, ଯାହାର ପ୍ରାକୃତିକ ଶୋଭା ଲୋକଙ୍କୁ ଆକର୍ଷିତ କରେ । ଯାଜପୁରର ମହାବିନାୟକ ପୀଠ ଏଥିମଧ୍ୟରୁ ଅନ୍ୟତମ । ମହାଦେବଙ୍କ ମନ୍ଦିର ସାଙ୍ଗକୁ ଏଠାରେ ରହିଛି ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ । ଯାଜପୁର ଜିଲ୍ଳା ଚଣ୍ଡିଖୋଲରେ...

ଓଡ଼ିଶାର ତ୍ରିବେଣୀ ସଙ୍ଗମ

ଭାରତର ପ୍ରୟାଗରାଜ (ଆଲହାବାଦ୍)ଠାରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନାମକ ୩ଟି ପ୍ରମୁଖ ନଦୀର ସଙ୍ଗମ ସ୍ଥଳକୁ ତ୍ରିବେଣୀ ସଙ୍ଗମ ବୋଲି କୁହାଯାଏ । ଯେଉଁଠାରେ ଅନୁଷ୍ଠିତ ହୋଇଥାଏ ବିଶ୍ୱପ୍ରସିଦ୍ଧ କୁମ୍ଭମେଳା । ବିଶ୍ୱାସ ରହିଛି ଏହି ସଙ୍ଗମ ସ୍ଥଳରେ ସ୍ନାନ କରୁଥିବା...

ଓଡ଼ିଶା ପର୍ଯ୍ୟଟନ: ବୃଦ୍ଧି ପାଉଛି ଆଡ଼ୋବ୍ ସଫ୍ଟୱେୟାର ନିର୍ମିତ ୱେବସାଇଟ୍‌ର ଭିଜିଟର୍ସ ସଂଖ୍ୟା !

ଭୁବନେଶ୍ୱର: ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ସଫ୍ଟୱେୟାର କମ୍ପାନୀ ଆଡ଼ୋବ୍ ନିର୍ମାଣ କରିଛି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ୱେବସାଇଟ । ଓଡ଼ିଶା ପର୍ଯ୍ୟଟନ ବିଭାଗ ୱେବସାଇଟର ଡିଜିଟାଲ୍ ରୂପ ଦେଇଛି ଆଡ଼ୋବ୍ ସିଷ୍ଟମ୍ । ଆଡ଼ୋବ୍ ଦ୍ୱାରା ନିର୍ମିତ ହୋଇଥିବା ଏହି...

କେରଳ ପରି ଓଡ଼ିଶାରେ ବିକଶିତ ହେବ ଜଳ-ପର୍ଯ୍ୟଟନ !

ଭୁବନେଶ୍ୱର: କେରଳ ପରି ଓଡ଼ିଶାରେ ମଧ୍ୟ ସାମୁଦ୍ରିକ ଜଳ କ୍ରୀଡ଼ା ଓ ଜଳ ପର୍ଯ୍ୟଟକକୁ ଗୁରୁତ୍ୱ ଦିଆଯିବ । ଓଡ଼ିଶାରେ ଜଳ-ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯାଇ ଅନେକ ଯୋଜନା ହାତକୁ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ...

ପ୍ରକୃତିର ଅପୂର୍ବ ସମାହାର; ସାତକୋଶିଆ ଗଣ୍ଡ

ଭୁବନେଶ୍ୱର: ମହାନଦୀର ନୀଳ ଜଳରାଶି ଓ ଘଞ୍ଚ ଜଙ୍ଗଲର ପ୍ରାକୃତିକ ସୌର୍ନ୍ଦ୍ୟକୁ ଉପଭୋଗ କରିବାକୁ କିଏବା ନଚାହେଁ । ପର୍ଯ୍ୟଟନ ମାନଚିତ୍ରରେ ଏଭଳି ଅନେକ ସ୍ଥାନ ରହିଥିଲେ ମଧ୍ୟ ଓଡିଶାର ନୟାଗଡ ଜିଲ୍ଲାରେ ଥିବା ସାତକୋଶିଆ ଗଣ୍ଡ ଅନ୍ୟତମ । ବ୍ୟସ୍ତ ବହୁଳ ଜୀବନରୁ...

ହ୍ରଦ ନୁହେଁ, ମୃତ୍ୟୁର ଠିକଣା…

ଦୁନିଆରେ ଏପରି ଅନେକ ସ୍ଥାନ ରହିଛି, ଯାହା ଯେତିକି ମନଲୋଭା ସେତିକି ବିପଦସଙ୍କୁଳ ମଧ୍ୟ । ଏହିସବୁ ସ୍ଥାନରେ ଟିକିଏ ଭୁଲ୍‌ ଆପଣ କିମ୍ବା ଆପଣଙ୍କ ପ୍ରିୟଜନଙ୍କ ମୃତ୍ୟୁର କାରଣ ହୋଇପାରେ। ଏଠାକୁ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସଙ୍ଗେ ସମାନ ବୋଲି...

ଆଇକନିକ୍‌ ତାଲିକାରେ ସ୍ଥାନ ପାଇବ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର !

କୋଣାର୍କ: ଓଡ଼ିଶା ଲାଗି ଖୁସିର ଖବର । ଓଡ଼ିଶା ପର୍ଯ୍ୟଟନର ବହୁଦିନର ଆଶା ଏବେ ପୂରଣ ହେବାକୁ ଯାଉଛି । କୋଣାର୍କରେ ଚାଲିଥିବା ଜାତୀୟ ପର୍ଯ୍ୟଟନ ସମ୍ମିଳନୀର ଆଜି ଥିଲା ଉଦଯାପନୀ ଉତ୍ସବ । ଏହି ଅବସରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ...

ସାହିତ୍ୟ