Latest Odisha News

BREAKING NEWS

Yearly Archives

2019

କେନ୍ଦ୍ର ପକ୍ଷରୁ ଅତିରିକ୍ତ ୧000ଲି. କିରୋସିନ୍ ଓଡିଶା ସରକାରଙ୍କୁ ଯୋଗାଇ ଦିଆଯିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ବିପନ୍ନ ପରିବାରଙ୍କ ଲାଗି ରାଜ୍ୟ ସରକାରଙ୍କୁ ମାଗଣାରେ ଅତିରିକ୍ତ ୧୦୦୦ଲି. କିରୋସିନ୍ ଯୋଗାଇ ଦିଆଯିବ ବୋଲି ସୋମବାର ଦିନ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।…

ହଲିଉଡ଼ ସିନେମା ଆଭେଞ୍ଜର୍ସ ଏଣ୍ଡଗେମରେ ଓଡିଆ ଝିଅ

ଭୁବନେଶ୍ୱର : ଚଳିତ ବର୍ଷର ସବୁଠୁ ଚର୍ଚ୍ଚିତ ହଲିଉଡ଼ ଫିଲ୍ମ ‘ଆଭେଞ୍ଜର୍ସ ଏଣ୍ଡଗେମ୍’ ଦର୍ଶକଙ୍କ ମହଲରେ ଖୁବ୍ ପପୁଲାର୍ ହୋଇପାରିଥିବା ବେଳେ ଏଥିରେ ଜଣେ ଓଡିଆ ଝିଅଙ୍କ ଅବଦାନ ମଧ୍ୟ ରହିଛି । ସେହି ଓଡିଆ ଝିଅ ଜଣଙ୍କ ହେଉଛନ୍ତି ମୀତା ଦାସ । ଯିଏକି ଭିଏଫ୍ଏକ୍ସ (ଭିଜୁଆଲ୍ ଇଫେକ୍ଟସ୍)…

ଏବେ ମାଓବାଦୀଙ୍କ ମୁକାବିଲା କରିବେ ମହିଳା କମାଣ୍ଡୋ ଟିମ୍

ନୂଆଦିଲ୍ଲୀ : ମାଓ ଅଧ୍ୟୁଷିତ ଅଞ୍ଚଳ ଛତିଶଗଡ଼ର ବସ୍ତର ଓ ଦାନ୍ତେଓ୍ଵାଡ଼ାରେ ୩୦ ଜିଣିଆ ମହିଳା ନକ୍ସଲ୍-ବିରୋଧୀ କମାଣ୍ଡୋ ୟୁନିଟ୍ ମୁତୟନ କରାଯାଇଛି। ଏହି ୟୁନିଟର ସମସ୍ତ ସଦସ୍ୟ ମହିଳା ହୋଇଥିବାବେଳେ ଏହାର ନାମ ‘ଦାନ୍ତେଶ୍ୱରୀ ଫାଇଟର୍ସ’ ରଖାଯାଇଛି। ଏହି ୨ଟି ଜିଲ୍ଲାରେ ନକ୍ସଲଙ୍କୁ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଏମସିର ୧୦୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଓଡିଶାର ଲୋକମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ‘ଓଏମସି’ ପକ୍ଷରୁ ୧୦୦ କୋଟି ଟଙ୍କା ପ୍ରଦାନ କରଯାଇଛି ।…

ପହଞ୍ଚିଲା କେନ୍ଦ୍ରୀୟ ଟିମ୍, ଆଜି ବାତ୍ୟା ପ୍ରଭାବିତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ହେବ କ୍ଷୟକ୍ଷତି ଆକଳନ

ଭୁବନେଶ୍ୱର: ଓଡ଼ିଶାରେ ମେ ୩ ତାରିଖରେ ଘଟିଥିବା ପ୍ରଳୟଙ୍କରୀ ବାତ୍ୟା ଯୋଗୁଁ ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା । ସେଥିମଧ୍ୟରୁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହି ବାତ୍ୟା ଜନିତ କ୍ଷୟକ୍ଷତିର ଆକଳନ କରିବାକୁ ଏକ କେନ୍ଦ୍ରୀୟ ପ୍ରତିନିଧିଦଳ ଭୁବନେଶ୍ୱରଠାରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୧୩-୦୫-୨୦୧୯ ସୋମବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୧୩ ସୋମବାର ମେଷ ୩୦ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ନବମୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ମିଥୁନ ରାଶିର ଘାତ ବାର କର୍କଟ ମକର ରାଶି…

ରୋମାଞ୍ଚକର ୧ରନରେ ବିଜୟ ହାସଲ କରି ମୁମ୍ବାଇ ଆଇପିଏଲ ଚାମ୍ପିୟନ

ହାଇଦ୍ରାବାଦ: ଚମ୍ପିଆନ ହେବାଲାଗି ଶକ୍ତିଶାଳୀ ଚେନ୍ନାଇ ଦଳକୁ ଶେଷ ବଲରେ ମାତ୍ର ୨ ରନ ଆବଶ୍ୟକ ରହିଥିବା ବେଳେ ମୁମ୍ବାଇ ବୋଲର୍ ଲସିଥ୍ ମାଲିଙ୍ଗା ଏଲବିଡବ୍ଲ୍ୟୁ ଆଉଟ କରିଦେଇଥିଲେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ ସାର୍ଦ୍ଦୁଳ ଠାକୁରଙ୍କୁ । ସମ୍ପୂର୍ଣ୍ଣ ସଂଘର୍ଷ ମୂଳକ ମ୍ୟାଚରେ ଉଭୟ ଦଳ ଟକ୍କର୍…

ବାତ୍ୟା ‘ଫନି’ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ଓଡିଶାରେ ମୃତକଙ୍କ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି । ମେ’ ୩ ତାରିଖ ସକାଳୁ ଆରମ୍ଭ ହୋଇଥିବା ସାମୁଦ୍ରିକ ଝଡ ଫନି ପ୍ରଭାବରେ ପୁରୀ ଜିଲ୍ଲାରେ ସର୍ବାଧିକ ୩୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୟୁରଭଞ୍ଜ ୪ ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ମଧ୍ୟ କଟକରେ…

ବୋଉ ପାଇଁ

ବୋଉ ପାଇଁ ହୃଷୀକେଶ ମଲ୍ଲିକ ଗୁଡ଼ିଆଣୀଠୁଁ ମୁଢ଼ି ଡବେ ପିଆଜି ଆଠ’ଣାର କିଣି ଆଖି ଠାରି ସେ ଦେଢ଼ିକି ଡାକେ କହେ: ନେ’, ଖାଇଦେ, ଡାଆଣା ଛୁଆ ଗଳିଯିବେ । ଆଉ କା’ର ସୁଖ, ଦୁଃଖରେ ତା’ର କି’ଯାଏ? ମୋ’ ଗୁହ, ମୂତ; ତା’ର ଗଂଗା-ପାଣି ମୋ’ ଘା’ ଘାଉଡ଼ ନିକେଇବା; ତା’ର କୋଥଳି…

ସଡକ ଦୁର୍ଘଟଣାରେ ଓଲିଉଡ଼ ହାସ୍ୟ ଅଭିନେତା ସଲିଳ ମିତ୍ର ଗୁରୁତର

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟରେ ରବିବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଓଡିଆ ସିନେ ଜଗତର ଜଣାଶୁଣା ହାସ୍ୟ ଅଭିନେତା ସଲିଳ ମିତ୍ର ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଅଭିନେତା ସଲିଳ ମିତ୍ର ଏକ ଗାଡି ଯୋଗେ କଟକ ଅଭିମୁଖେ ଗସ୍ତ କରୁଥିବାବେଳେ…