Latest Odisha News

BREAKING NEWS

Yearly Archives

2019

ଏବେବି ଅଧିକାଂଶ ସ୍ଥାନ ଅନ୍ଧାର ଓ ପାଣି ଲାଗି ହାହାକାର, ରାସ୍ତାକୁ ଓହ୍ଲାଇଲେ ରାଜଧାନୀ ବାସିନ୍ଦା

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟାରେ ଭୁବନେଶ୍ୱର ସହର ଅଧିକ କ୍ଷତିଗ୍ରସ୍ତ ହେବା ସହିତ ସହରରେ ଏପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସେବା ପୁନଃରୁଦ୍ଧାର କାର୍ଯ୍ୟ ସମାପ୍ତ ହୋଇପାରିନାହିଁ । ବିଜୁଳି ଅଭାବରେ ପାନୀୟ ଜଳ ଯୋଗାଣ ମଧ୍ୟ ବ୍ୟାହତ ହୋଇଛି, ମାତ୍ର ଏପର୍ଯ୍ୟନ୍ତ ସ୍ୱାଭାବିକ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅଦାନି ଗ୍ରୁପ୍, ଆଇସିଆଇସିଆଇ ଓ ଇମ୍ଫା ପକ୍ଷରୁ ସହାୟତା ପ୍ରଦାନ

ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ‘ଫନି’ର ତାଣ୍ଡବରେ ଉପକୂଳ ଓଡିଶା ଏକପ୍ରକାର ଛାରଖାର କରିଦେଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ପୁଣି ଥରେ ଏହାର ପୁର୍ନଉଦ୍ଧାର ତଥା ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ରାଜ୍ୟ ସରକାର ଜୋରଦାର ପ୍ରୟାସ କରୁଛନ୍ତି । ଏହି ପରିପ୍ରେକ୍ଷୀରେ…

କଟକର କିଛି ସ୍ଥାନରେ ସ୍ୱାଭାବିକ ହେଲା ବିଦ୍ୟୁତ ସେବା

କଟକ: ବାତ୍ୟା ଯୋଗୁଁ କଟକ ସହରରେ ବିଦ୍ୟୁତ ସେବା ଏକରକମ ଠପ୍ ହୋଇଯାଇଥିଲା । ମଙ୍ଗଳବାର ଦିନ କଟକର କିଛି ସ୍ଥାନରେ ସେସୁ ପକ୍ଷରୁ ମରାମତି ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରାଯାଇ ଏବେ ବିଦ୍ୟୁତ ସଂଯୋଗ ହୋଇପାରିଛି । ମେ ୩ ତାରିଖରେ ଭୟାବହ ବାତ୍ୟା ଯୋଗୁଁ…

ବାତ୍ୟା ‘ଫନି’ ପ୍ରଭାବରେ ଓଡିଶାରେ ବାତିଲ ହୋଇଥିବା ଟ୍ରେନର ତାଲିକା

ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ଫନି ପ୍ରଭାବରେ ରାଜ୍ୟର ଅର୍ଦ୍ଧାଧିକ ଭାଗରେ ରେଳ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ବନ୍ଦ ରହିଛି । ତେବେ ବାତ୍ୟା ଯୋଗୁଁ କ୍ଷୟକ୍ଷତି ହୋଇଥିବା ରେଲୱେ ଷ୍ଟେସନରେ ମରାମତି ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଉଥିବା…

ଆଜି ପବିତ୍ର ଅକ୍ଷୟ ତୃତୀୟା, ଅକ୍ଷିମୁଠି ଅନୁକୂଳ କଲେ ଓଡ଼ିଆ କୃଷକ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଓଡ଼ିଶାର କୃଷକମାନେ ନୂତନ ଚାଷକାର୍ଯ୍ୟ ଲାଗି ନିଜ ନିଜର ଚାଷଜମିରେ ପୂଜା କରିବା ସହିତ ଅକ୍ଷିମୁଠି ଅନୁକୂଳ କରିଥାଆନ୍ତି । ତେବେ ଚାରି ଦିନ ପୂର୍ବରୁ ଅର୍ଦ୍ଧାଧିକ ଓଡ଼ିଶାରେ ଭୟଙ୍କର ବାତ୍ୟାରେ କ୍ଷୟକ୍ଷତି ଯୋଗୁଁ କୃଷକମାନଙ୍କର ମନୋବଳ…

ବାତ୍ୟା ‘ଫନି’ ପରେ ସ୍ୱାଭାବିକ ହେଉଛି ରେଳସେବା, ଗଡିଲା ପୁରୀ-ଖୋର୍ଦ୍ଧା ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳରେ ତାଣ୍ଡବ ରଚିବା ପରେ ରାଜ୍ୟରେ କେତେକାଂଶରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ବର୍ତ୍ତମାନ ସମୟରେ ଓଡିଶାରେ ଟ୍ରେନ୍ ଚଳାଚଳ ଧିରେଧିରେ ସ୍ୱାଭାବିକ ହେଉଥିବାବେଳେ ପୁରୀ ରେଲୱେ ଷ୍ଟେସନ୍…

ବାତ୍ୟା ‘ଫନି’ ବିଭୀଷିକା: ମେ ୧୩ ଯାଏଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ଭୁବନେଶ୍ୱର ଉପକଣ୍ଠସ୍ଥ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ଏକପ୍ରକାର ଉଜୁଡି ଯିବା ପରେ ମଙ୍ଗଳବାର ଦିନଠୁ ପ୍ରାୟ ଏକ ସପ୍ତାହ ଲାଗି ଏହାକୁ ବନ୍ଦ ରଖିବା ଲାଗି ଅଧିକାରୀଙ୍କ ପକ୍ଷରୁ ନିଷ୍ପତ୍ତିି ହୋଇଛି । ଚିଡିଆଖାନାରେ ପାଖାପାଖି ୩ ହଜାର ପ୍ରଜାତିର…

ବାତ୍ୟା ପରେ ବିପର୍ଯ୍ୟସ୍ତ ଅବସ୍ଥାରେ ଏବେ ପୁରୀ…

ପୁରୀ: ଲାଗୁଛି ମହାବାତ୍ୟାଠୁଁ ବଳି ଯାଇଛି ବାତ୍ୟା ଫନିର ତାଣ୍ଡବ ଲୀଳା । ପୁରୀ ଜିଲ୍ଲା ଏବଂ ସଦର ମହକୁମାର ବାତ୍ୟା ପରେ ଏବେ ବିପର୍ଯ୍ୟସ୍ତ ଅବସ୍ଥା । କିଛି ଘଣ୍ଟାର ଭୟଙ୍କର ବାତ୍ୟା ତା’ର ଉଗ୍ର ରୂପ ଦେଖାଇବା ପରେ ଏବେ ବାତ୍ୟା ପରବର୍ତ୍ତୀ ସ୍ଥିତି ପ୍ରକୃତରେ ଯେତିକି ହୃଦୟ ବିଦାରକ ସେତିକି…

ପ୍ରଳୟଙ୍କାରୀ ବାତ୍ୟା ‘ଫନି’: ନବୀନଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ମେହବୁବା ମୁଫତି ଓ କମଲ ହାସନ୍

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳରେ ତାଣ୍ଡବ ରଚିବା ପରେ ରାଜ୍ୟରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ଏହି ବ୍ୟାତା ପରେ ଅଧା ଓଡିଶାର ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥିବାବେଳେ ରାଜ୍ୟ ସରକାରଙ୍କ ବାତ୍ୟାକୁ ନେଇ ପୂର୍ବ ପ୍ରସ୍ତୁତି ଫଳରେ…

ଭୟାନକ ବାତ୍ୟା ପୂର୍ବାପର ସେବାରେ ‘ଆଜାଦୀ ଠେଙ୍ଗା ବାହିନୀ’

ଭୁବନେଶ୍ୱର: ପ୍ରଳୟଙ୍କର ଫଣୀ ଯେତେବେଳେ ତା’ର ଭୟଙ୍କର ପିଶାଚ ଆଖି ଓ ଲହଲହ ଜିହ୍ୱାରେ ବାରଟି ଜିଲ୍ଲାକୁ ଚାଟିନେଇ ଧ୍ୱସ୍ତ ବିଧ୍ୱସ୍ତ କରିଦେଲା-ସେତେବେଳେ ସବୁକିଛି ଅଚଳ ହୋଇଗଲା । ବିଜୁଳି କଟିଗଲା । ଟେଲିଫୋନ୍ ମୋବାଇଲ୍ ସେବା ବନ୍ଦ ହୋଇଗଲା । ରାସ୍ତା ଘାଟରେ ଗଛ ପଡି ଯାତାୟତ ଠପ୍ ହୋଇଗଲା ।…