ପ୍ରଳୟଙ୍କରୀ ବାତ୍ୟା ଫନି: ଓଡ଼ିଶାରେ ୩୫ ଜଣ ମୃତ
ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନି ଯୋଗୁଁ ଓଡ଼ିଶାରେ ୩୫ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି ବୋଲି ରାଜ୍ୟ ସରକାର ସୋମବାର ଦିନ ସ୍ପଷ୍ଟ କରିଛନ୍ତି ।
ତେବେ ଏହି ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି କାରଣ, ବିଭିନ୍ନ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳରୁ ଆହୁରି ରିପୋର୍ଟ ଆସିବାର…