କଟକ: ପେଟ୍ରୋଲ ପମ୍ପରୁ ଜବତ ହେଲା ୭ ଲକ୍ଷ ୪୦ ହଜାର ଟଙ୍କା
କଟକ: କଟକ ଜିଲ୍ଲା ଜଗତପୁର ଅଞ୍ଚଳର ଖଇରାପୋଲ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରୁ ନିର୍ବାଚନ ଫ୍ଲାଇଂ ସ୍କ୍ୱାଡର଼୍ ପକ୍ଷରୁ ଚଢଉ କରାଯାଇ ପ୍ରାୟ ୭ ଲକ୍ଷ ୪୦ ହଜାର ଟଙ୍କା ଜବତ ହୋଇଛି ।
କୌଣସି ସୂତ୍ରରୁ ଖବରପାଇ, ଫ୍ଲାଇଂ ସ୍କ୍ୱାଡର଼୍ ପେଟ୍ରୋଲ ପମ୍ପର ଅଫିସ ଉପରେ ଚଢଉ କରିଥିଲେ, ତେବେ ଏହି…